ନାବାଳିକାଙ୍କ ବିବାହ ରୋକିଲା ପ୍ରଶାସନ: ଅଧିକାରୀମାନଙ୍କ ସହ ପରିବାର ସଦସ୍ୟଙ୍କ ଯୁକ୍ତିତର୍କ
ହିଞ୍ଜିଳିକାଟୁ,୨୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ଜନୈକା ନାବାଳିକାଙ୍କ ବିବାହ ସ୍ଥିର ହୋଇଥିଲା। ଖବର ପାଇ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ…
ଚଳଚ୍ଚିତ୍ର ରିଲିଜର ଦିନକ ପୂର୍ବରୁ ଆଇନ ଛାଟ; ନାଁ ବଦଳାଇବାକୁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶୁକ୍ରବାର ରିଲିଜ ହୋଇଥାନ୍ତା ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’। ହେଲେ ଏହାର ଦିନକ ପୂର୍ବରୁ ନିର୍ମାତାଙ୍କୁ ଲାଗିଛି ଝଟ୍କା। ଫିଲ୍ମଟି ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ ଛାଟ। ଏବେ ଫିଲ୍ମର ଟାଇଟଲ…
ଏହି ଗୀତରେ ଜବରଦସ୍ତ ଠୁମ୍କା ଲଗାଇଲେ ସନି ଲିଓନ
ମୁମ୍ବାଇ: ଅଭିନେତ୍ରୀ ସନି ଲିଓନ ତାଙ୍କ ଷ୍ଟାଇଲ୍ରେ ସମସ୍ତଙ୍କ ହୃଦୟ ଜିଣିପାରନ୍ତି। ସେ ଜଣେ ଭଲ ନୃତ୍ୟଶିଳ୍ପୀ ବୋଲି ସମସ୍ତେ ଜାଣନ୍ତି। ଯଦି ତାଙ୍କର କୌଣସି ଡ୍ୟାନ୍ସ ଭିଡିଓ ଆସେ, ତେବେ ଏହା ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରାଲ ହୁଏ।…
ସ୍କୁଲରୁ ସିସିଟିଭି ଚୋରି କରି ଜେଲ୍ ଗଲେ ଅଭିଯୁକ୍ତ
ବଡ଼ବିଲ,୨୩ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ହାଇସ୍କୁଲରୁ ସିସି କ୍ୟାମେରା ଚୋରି ଅଭିଯୋଗରେ ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି କ୍ୟାମେରା ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଳିଙ୍ଗନଗର ଅଞ୍ଚଳର ଅଭିଜିତ୍…
ବନ୍ଧା ହେଲେ ନକଲି ଡାକ୍ତରଙ୍କ ଭଉଣୀ
ଭୁବନେଶ୍ୱର,୨୩।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ନକଲି ଡାକ୍ତର ରମେଶ ସ୍ବାଇଁଙ୍କର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି। ଏଭଳି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଭଉଣୀ ରଶ୍ମିତା…
ପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍ପି, ଘେରିଲେ ଭାଜପା କର୍ମୀ
ସୁନ୍ଦରଗଡ଼,୨୩ା୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲାର ସଦର, ଟାଙ୍ଗରପାଲି ଓ ଗୁରଣ୍ଡିଆ ବ୍ଲକର ୬ଟି ଜିଲାପରିଷଦ ଜୋନ୍ରେ ଗୁରୁବାର ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାଠାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହା ପରେ…
ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ ଅଫିସ,୨୩।୨: : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିବେ। ଏବେ ଦାୟିତ୍ୱରେ ଥିବା ଆଇଏଏସ୍ ଅଫିସର କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସେ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ ହେବେ। ବୁଧବାର ଏନେଇ କେନ୍ଦ୍ର ସରକାରଙ୍କ…
ସଲମାନଙ୍କ ସହ କାମ କରିବାକୁ ମନା କରିଥିଲେ ଦୀପିକା, ଏବେ ଖୋଲିଲେ ରାଜ୍
ମୁମ୍ବାଇ: ୨୦୦୭ରେ ଶାହରୁଖ ଖାନ୍ଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ରେ ଅଭିନୟ କରିଥିଲେ। କିନ୍ତୁ ଜାଣନ୍ତି କି ବଲିଉଡ୍ର ପ୍ରଥମ ଅଫର୍ ଦୀପିକାଙ୍କୁ ସଲମାନ ଖାନ ହିଁ ଦେଇଥିଲେ। ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ…
୪୫ ବୁଥ୍ରେ ଶେଷ ହେଲା ସାନି ମତଦାନ
ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି। ଏହାର ଅନ୍ତିମ ତଥା ୫ମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବ। ଅପରପକ୍ଷେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୫ ବୁଥରେ ବିଭିନ୍ନ କାରଣରୁ ଭୋଟିଂ ରଦ୍ଦ ହୋଇଥିଲା। ଏଠାରେ ବୁଧବାର…
ୟୁକ୍ରେନରେ ୩୦ ଦିନ ପାଇଁ ଲାଗୁହେବ ଜରୁରିକାଳୀନ ପରିସ୍ଥିତି
କ୍ୱିଭ୍,୨୩ା୨: ରୁଷିଆର ସେନା ଦ୍ୱାରା ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ୟୁକ୍ରେନର ସୁରକ୍ଷା ପରିଷଦ ସମସ୍ତ ଅଞ୍ଚଳରେ ୩୦ ଦିନିଆ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି। ଯଦିଓ ଡୋନେସ୍କ…
ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ…
ମୁମ୍ବାଇ, ୨୩।୨ : ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ। ଏହା ଆଫିନିଟ୍ ଟେଷ୍ଟ୍ ହୋଇପାରେ କିନ୍ତୁ ଲିଟମସ୍ ଟେଷ୍ଟ୍ ନୁହେଁ ବୋଲି ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ସମୟ ସହିତ କୌଣସି…
ବାଦ୍ ପଡ଼ିଲେ ହସରଙ୍ଗା
ନୂଆଦିଲ୍ଲୀ,୨୩।୨: ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପୂର୍ବରୁ ଶ୍ରୀଲଙ୍କା ଟିମ୍କୁ ଲାଗିଛି ଝଟ୍କା। ଦଳର କିମ୍ବଦନ୍ତୀ ଖେଳାଳି ଓ୍ବାନିଣ୍ଡୁ ହସରଙ୍ଗା ଏହି ସିରିଜରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆରେ ମଙ୍ଗଳବାର କରାଯାଇଥିବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।…
Archives


