ୟୁକ୍ରେନର ଦାବି ୩୦ରୁ ଊର୍ଦ୍ଧ୍ୱ ଥର ବିମାନ ଆକ୍ରମଣ କଲାଣି ରୁଷିଆ
କ୍ୱିଭ,୨୪ ।୨: ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟି ଯାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସମସ୍ତ ବାରଣ ପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ମିଶାଇଲ ଆକ୍ରମଣ ଫଳରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବଡ…
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ମୃତ୍ୟୁ ଓ କ୍ଷୟକ୍ଷତି ପାଇଁ କେବଳ ରୁଷିଆ ଦାୟୀ ରହିବ: ବାଇଡେନ
ୱାଶିଂଟନ,୨୪ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିଛନ୍ତି । ଏହାପରେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଲଗାତାର ଭାବେ ଆକ୍ରମଣ ଚାଲିଥିବା ଜଣାପଡିଛି । ଏବେ…
କାଜଲଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅଜୟ ଦେବଗନ
ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ବି’ ଟାଉନ୍ର ସଫଳ ଦମ୍ପତି ଭାବରେ ଜଣାଶୁଣା। ଏମାନଙ୍କ ବିବାହ ସମୟରେ ଅନେକ ଭାବିଥିଲେ ଯେ, ଏମାନଙ୍କ ବିବାହ ଅଧିକ ଦିନ ତିଷ୍ଠିବ ନାହିଁ। କିନ୍ତୁ ଅଜୟ-କାଜଲ ୨୩ ବର୍ଷ ଧରି…
ଯେଉଁଠି ଅଛ ସୁରକ୍ଷିତ ରୁହ,ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି…
ନୂଆଦିଲ୍ଲୀ/କ୍ୱିଭ୍,୨୪।୨ : ୟୁକ୍ରେନର ରାଜଧାନୀ କ୍ୱିଭ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି ଯେ ୟୁକ୍ରେନରେ ଅନେକ ଅନିଶ୍ଚିତତା ରହିଛି। ତୁମେ ନିଜ ଘର, ହଷ୍ଟେଲ ଏବଂ ରାସ୍ତାରେ ଯେଉଁଠାରେ ବି ଥାଅ , ଶାନ୍ତ ରୁହ…
ୟୁକ୍ରେନ ଯୁବତୀଙ୍କୁ ମେସେଜ ପଠାଉଛନ୍ତି ରୁଷିଆ ସୈନିକ, ସ୍କ୍ରିନ୍ଶଟ୍ ଶେୟାର କରି କହିଲେ…
କ୍ୱିଭ୍,୨୪ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ୟୁକ୍ରେନର ରାଜଧାନୀ ସମେତ ଅନେକ ସ୍ଥାନରେ ବିସ୍ଫୋରଣ କରିଛି ରୁଷିଆ। ଏହି ସମୟରେ ୟୁକ୍ରେନର ଯୁବତୀମାନେ କହିଛନ୍ତି ଯେ, ରୁଷିଆର ସୈନିକମାନେ ଡେଟିଂ ଆପ ଟିଣ୍ଡରରେ ସେମାନଙ୍କୁ ଫ୍ଲର୍ଟି ମେସେଜ…
ଯିଏ ଯେଉଁଠି ଅଛ, ସେଇଠି ରୁହ: ଦୂତାବାସ
ନୂଆଦିଲ୍ଲୀ,୨୪ା୨: ୟୁକ୍ରେନ ଉପରେ ଗୁରୁବାର ରୁଷିଆ ଆକ୍ରମଣ କରିଛି। ଏହା ପରେ ୟୁକ୍ରେନରେ ସ୍ଥିତି ଗମ୍ଭୀର ରହିଛି। ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି କ୍ୱିଭ୍ସ୍ଥିତ ଭାରତୀୟ ଦୂତାବାସ। ଯିଏ ଯେଉଁଠି ଅଛନ୍ତି ସେଠି ରୁହନ୍ତୁ। ଶାନ୍ତ ଏବଂ…
ମିସାଇଲ ମାଡ଼ରେ ୟୁକ୍ରେନରେ ୭ ମୃତ, ୯ ଆହତ
କ୍ୱିଭ,୨୪।୨: ଗୁରୁବାର ସକାଳୁ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ସହରରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ରୁଷିଆ ସେନା ଆକ୍ରମଣ ଜାରି ରଖିଥିବାରୁ ମୃତକଙ୍କ…
ସାଢ଼େ ୧୨ଟା ସୁଦ୍ଧା ୫୫ % ମତଦାନ
ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଆଜି ରାଜ୍ୟରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ସାଢ଼େ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ଭୋଟ୍ ନ ଦେଇ ଫେରିଲେ ଶତାଧିକ ଭୋଟର
ସୁନ୍ଦରଗଡ଼,୨୪ା୨(ଡି.ଏନ୍.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟରେ ଗୁରୁବାର ସୁନ୍ଦରଗଡ଼ ଜିଲାରେ ମତଦାନ ଶେଷ ହୋଇଛି। ତେବେ ଟାଙ୍ଗରପାଲି ବ୍ଲକ ‘ଖ’ ନମ୍ବର ଜୋନ୍ ସାନପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ଅଲେଇକେରା ଗ୍ରାମର ୩ଟି ଓ୍ବାର୍ଡରେ ଭୋଟର ତାଲିକା…
ସରିଲା ନିର୍ବାଚନ: ଭୋଟ୍ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍
ସୁନ୍ଦରଗଡ଼,୨୪ା୨(ଡି.ଏନ୍.ଏ.): ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସୁନ୍ଦରଗଡ ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ ସଦର,ଟାଙ୍ଗରପାଲି ଏବଂ ଗୁରୁଣ୍ଡିଆ ବ୍ଲକର ୬ଟି ଜିଲା ପରିଷଦ ଜୋନ୍ ଏବଂ ୪୨ଟି ପଞ୍ଚାୟତର ୫୫୦ଟି…
ଘୁଷୁରି ଛୁଆକୁ ମା’ର ମମତା ଦେଲା କୁକୁର, ଭିଡିଓ ଦେଖିଲେ…
ଦୁନିଆରେ ମା’ଠାରୁ ବଡ଼ କେହି ନାହିଁ। ମା’ର ମମତାଠାରୁ ବଡ଼ ଧର୍ମ ବି କିଛି ନାହିଁ। ଏହି କଥା କେବଳ ମଣିଷମାନଙ୍କ ପାଇଁ ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏକ ଦମ୍ପତି ଜଙ୍ଗଲରୁ ଅନାଥ ଘୁଷୁରି ଛୁଆକୁ ଘରକୁ ଆଣିଥିଲେ।…
୧୮ ହଜାରରୁ ଅଧିକ ଭାରତୀୟ ଆତଙ୍କିତ, ବିମାନ ଉଡ଼ାଣ ବନ୍ଦ, ବଙ୍କରରେ ଆଶ୍ରୟ…
ନୂଆଦିଲ୍ଲୀ/କ୍ୱିଭ୍,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଟିଭି ଚ୍ୟାନେଲ ମାଧ୍ୟମରେ ଭାରତର ଘରେ ଘରେ ଯୁଦ୍ଧକାଳୀନ ସାଇରନ୍ ଶବ୍ଦ ଶୁଣାଯାଉଛି। ୟୁକ୍ରେନର ଆକାଶରେ ବହଳ ଧୂଆଁ ଦେଖି ଭାରତୀୟ ବହୁ ପରିବାର ଆତଙ୍କିତ ହୋଇଯାଇଛନ୍ତି। ଯେଉଁ ଭାରତୀୟମାନଙ୍କର ସମ୍ପର୍କୀୟ…
Archives


