ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୦୭୧କୁ ବୃଦ୍ଧି
ଭୁବନେଶ୍ୱର,୨୮ା୨(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ୨୦୦ ତଳେ ଥିବା ବେଳେ ଆଜି ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା…
୬ ବର୍ଷର ଝିଅକୁ ପିଟିପିଟି ମାରିଦେଲେ ମା-ବାପା
ଦିଗପହଣ୍ଡି,୨୮ା୨(ଡି.ଏନ୍.ଏ.): ଖାଇବାକୁ ଅଝଟ କରିବାରୁ ନିଜ ଝିଅକୁ ପିଟି ପାଟି ମାରିଦେଇଛନ୍ତି ବାପା ଏବଂ ସାବତ ମା’। ଆଗରୁ ଝିଅଟିର ଜନ୍ମକଲା ମା’ ଚାଲି ଯାଇଥିବା ବେଳେ ବାପା ଏବଂ ସାବତ ମା’ଙ୍କ ସହ ରହୁଥିଲା କୁନି ଝିଅଟି। ଶେଷରେ ସାବତ…
ଦୌଡି ଦୌଡି ଯାଇ ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଧରାଇଲେ ରୋହିତ ଶର୍ମା
ଧର୍ମଶାଳା,୨୮।୨: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜରେ ଭାରତ ୩-୦ କ୍ଲିନ ସୁଇପ କରିଛି। ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଅଧିନାୟକ ରୋହିତ ଶର୍ମା ଟ୍ରଫି ଧରି…
ଅପରେଶନ୍ ଗଙ୍ଗା, ୟୁକ୍ରେନ୍ର ପଡୋଶୀ ଦେଶ ଯିବେ ୪ କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସୋମବାର ଏକ ଜରୁରୀକାଳୀନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ରୁଷିଆର ଆର୍ଥିକ ସ୍ଥିତି ସଙ୍କଟରେ, ୧୧୬ କୁବେରଙ୍କର ୧୨୬ ଶହ କୋଟି ଡଲାର କ୍ଷତି …
ମସ୍କୋ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ରୁଷିଆର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଦେଶର ୧୧୬ କୁବେରଙ୍କର ଇତିମଧ୍ୟରେ ୧୨୬ ଶହ କୋଟି ଡଲାର କ୍ଷତି ହୋଇଛି। ରାଷ୍ଟ୍ରପତି ବ୍ଲାଡିମୀର…
ପାଟଣାର ୨୨ ନଂ ଜୋନ୍ରେ ବିଜେଡିର ବାଜିମାତ୍
ପାଟଣା,୨୮ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୨ ନମ୍ବର ଜୋନ୍ରେ ୩ ଜିଲା ପରିଷଦ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଟଣାରେ ଭୋଟ୍ ଗଣନା ହୋଇଛି। ପାଟଣା ବ୍ଲକ ୨୨ ଜୋନ୍ ବିଜେଡି ସୌଭାଗ୍ୟ ମଞ୍ଜରୀ…
ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୮।୨: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ରକୁ ନିବେଦନ କରିଛନ୍ତି। ୟୁକ୍ରେନରେ ଭାରତୀୟ ଛାତୀଛାତ୍ର ଅବସ୍ଥା ଦେଖି ଭାବପ୍ରବଣ ହୋଇପଡିଛନ୍ତି ରାହୁଲ। ସେ ଏକ…
ଏହି କ୍ରିକେଟର୍ଙ୍କ ଧୈର୍ଯ୍ୟକୁ ଦେଶ କରୁଛି ସଲାମ
ନୂଆଦିଲ୍ଲୀ,୨୮।୨: କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ-ବନ୍ଧୁ-କୁଟୁମ୍ବ ଧରି ଆସେ। ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥ ପ୍ରତିପାଦିତ ହୋଇଛି। ଝିଅ ପରେ ବାପାଙ୍କୁ ହରାଇଥିବା ବିଷ୍ଣୁ ସବୁ ଭୁଲି ଦଳ ପାଇଁ ମ୍ୟାଚ୍ ଖେଳୁଥିବା…
ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୪୦୦ ଆତଙ୍କବାଦୀ ପଠାଇଛି ରୁଷିଆ: ବ୍ରିଟିଶ୍ ଗଣମାଧ୍ୟମ ସଂସ୍ଥା !…
ମସ୍କୋ/କ୍ୱିଭ୍,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ରଚିଥିବା ବ୍ରିଟିଶ୍ ଗଣମାଧ୍ୟମ ସଂସ୍ଥା ଦାବି କରିଛି। ଏଥି ଲାଗି ୪୦୦ ଆତଙ୍କବାଦୀଙ୍କୁ ନିଯୁକ୍ତ କରାଯାଇଛି।…
ଯୁଦ୍ଧର ପ୍ରଭାବ: ଭାରତର ଏକ ଲକ୍ଷ କୋଟି ରାଜସ୍ବ କ୍ଷତି ହେବା ଆଶଙ୍କା…
ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଭାରତ ଉପରେ ବଡ଼ ଧରଣର ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଛି। ଯୁଦ୍ଧ ଯୋଗୁ ଦେଶର ଅର୍ଥନେତିକ ସ୍ଥିତି ବିଗିଡ଼ିବାର ଆଶଙ୍କା ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ ଯୋଗୁ…
ଖୋଲିଲା ସ୍କୁଲ, ସାଙ୍ଗସାଥୀଙ୍କ ସହ ମଜା କରୁଛନ୍ତି ପିଲା
ଭୁବନେଶ୍ୱର,୨୮ା୨(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ ସୋମବାର ଖୋଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ। ପିଲାମାନେ ସ୍କୁଲ ପରିସରରେ ପହଞ୍ଚି ବେଶ୍ ଖୁସି ହୋଇଥିବା ଦେଖିବାକୁ ମିଳିଛି। ଏପରିକି ନୂଆ ସାଙ୍ଗସାଥୀଙ୍କୁ ପାଇ ସେମାନଙ୍କ ସହ ନାଚ, ଗୀତ, ଖେଳକୁଦ କରୁଛନ୍ତି। ପିଲା…
ସାଥୀ ଖେଳାଳିଙ୍କୁ ଖାସ୍ ମେସେଜ୍ ଦେଲେ ରୋହିତ ଶର୍ମା
ଧର୍ମଶାଳା,୨୮।୨: ଭାରତୀୟ କ୍ରିକେଟ ଦଳର ବିଜୟ ଧାରା ଜାରି ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ରବିବାର ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୬ ଉଇକେଟରେ ପରାସ୍ତ କରିଛି। ଏହିପରି, ଆୟୋଜକ ଦଳ ୩ ମ୍ୟାଚ…
Archives


