Home

ପ୍ରଯୋଜକଙ୍କୁ ମାର୍‌ପିଟ୍‌ କରି ବିବାଦରେ ଏହି ଅଭିନେତା, ଜୁହୁ ଥାନାରେ ରୁଜୁ ହେଲା ମାମଲା

ମୁମ୍ବାଇ: ପୁଣି ବିବାଦରେ ଫସିଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲି। ତାଙ୍କ ନାଁରେ ପ୍ରଯୋଜକଙ୍କୁ ମାର୍‌ପିଟ୍‌ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ସେ ଧମକ ଦେଇଥିବା ଜଣାପଡିଛି। ଏନେଇ ଜୁହୁ ପୋଲିସ ଷ୍ଟେଶନରେ…

ସରପଞ୍ଚ ପଦବୀ ପାଇଁ ୩ ପୁରୁଷଙ୍କୁ ଭାରି ପଡ଼ିଛନ୍ତି ୩ ମହିଳା ପ୍ରାର୍ଥିନୀ

କର୍ଲାମୁଣ୍ଡା,୯ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତରେ ନିର୍ବାଚନ ପ୍ରଚାର ପ୍ରସାର ସରଗରମ ଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ୧୯୫୫ରେ ଗଠିତ ହୋଇଥିବା ଏହି ପଞ୍ଚାୟତରେ ୧୨ଟି ଓ୍ବାର୍ଡରେ…

ଗୁରୁବାରଠାରୁ ଘରକୁ ଘର ବୁଲି ଦିଆଯିବ ଫାଇଲେରିଆ ବଟିକା

ଭୁବନେଶ୍ୱର,୯।୨(ବ୍ୟୁରୋ): ଗୁରୁବାରଠାରୁ ଦିଆଯିବ ଫାଇଲେରିଆ ଔଷଧ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଫାଇଲେରିଆ ନିରାକରଣ ଲାଗି ମାସ୍‌ ଡ୍ରଗ ଆଡମିନିଷ୍ଟ୍ରେଶନ ଅଭିଯାନ ଆଧାରରେ ଏହି ଔଷଧ ବଣ୍ଟନ କରାଯିବ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅଭିଯାନ ହେବାକୁ ଥିବା ବେଳେ…

ମା’ଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ମା’ ଅମୃତା ସିଂ ବୁଧବାର ତାଙ୍କର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଅମୃତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଝିଅ ସାରା…

ଏପ୍ରିଲରେ ବିବାହ !

ବମ୍ବେ: ବାଜିବ ଶାହାନାଇ। ହାତକୁ ଦୁଇହାତ ହେବେ ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ରଣବିର କପୁର ଏବଂ ଆଲିଆ ଭଟ୍ଟ। ଆସନ୍ତା ଏପ୍ରିଲରେ ରାଜସ୍ଥାନର ରନ୍ଥାମ୍ଭୋରରେ ଏହି ବିବାହ ଅନୁଷ୍ଠିତ ହେବ। ଏନେଇ ଉଭୟ ପରିବାର ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ଣୁଣିବାକୁ…

ପୂର୍ବରୁ ବିବାହିତ ସନ୍ନି ଦେଓଲଙ୍କୁ ଭଲପାଇ ବସିଥିଲେ ଅମ୍ରିତା; ସତ ଜାଣିବା ପରେ…

ବମ୍ବେ: ପ୍ରେମ ହେଉ ଅବା ବିବାହ, ଦିନ ଥିଲା ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥିଲେ ଲୋକପ୍ରିୟ ଅଭିନେତ୍ରୀ ଅମ୍ରିତା ସିଂହ। ନବେ ଦଶକରେ ସେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ଥିଲା ‘ବେତାବ’। ଏଥିରେ ଅଭିନେତା ସନ୍ନି…

ଇଂରାଜୀରେ ଓରିଶା ବଦଳରେ ଓଡ଼ିଶା ହାଇକୋର୍ଟ ନାଁ ଦେବାକୁ ଦାବି

ଭୁବନେଶ୍ୱର,୯ା୨(ବ୍ୟୁରୋ): ରାଜ୍ୟସଭାର ଶୂନ୍ୟକାଳରେ ହାଇକୋର୍ଟ ନାମ ପରିବର୍ତ୍ତନ ପ୍ରସଙ୍ଗ ନେଇ ଦାବି ଉପସ୍ଥାପନ କରାଯାଇଛି। ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଏନେଇ ଦାବି କରିଛନ୍ତି। ଇଂରାଜୀରେ ଓରିଶା (ORISSA) ବଦଳରେ (ODISHA) ହାଇକୋର୍ଟ କରିବାକୁ ସେ ଦାବି କରିଛନ୍ତି। ସ୍ବତନ୍ତ୍ର ଆଇନ…

ସବୁ ସୀମା ଟପିଗଲେ ଦୀପିକା

ବମ୍ବେ: ବିବାହ ପରେ ବୋଲ୍ଡ ଦୃଶ୍ୟ ଦେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ସବୁ ସୀମା ଟପିଛନ୍ତି ସେ। ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ତାଙ୍କର ଅନେକ କିସିଂ ଦୃଶ୍ୟ ଏଥିରେ ରହିଛି। ଫିଲ୍ମର ରିଲିଜ ତାରିଖ…

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଗଜପତି ମହାରାଜାଙ୍କ କନ୍ୟା

ପୁରୀ ଅଫିସ,୯ା୨:  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ। ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବିବାହ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହିତ ବୁଧବାର ହେବ। ଗଜପତିଙ୍କ କନ୍ୟା ବାହାଘର ପାଇଁ ବ୍ୟାପକ ଆୟୋଜନ…

ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି: ଲାଲୁ

ପାଟଣା,୯।୨: କର୍ନାଟକରେ ଦେଖାଯାଉଥିବା ହିଜାବ ବିବାଦକୁ ନେଇ ରାଜନୀତି ଜୋରଦାର ଚାଲିଛି। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସହ କର୍ନାଟକର ଭାଜପା ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପ୍ରସଙ୍ଗରେ ଏବେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ…

ଟ୍ୟୁସନ ଯାଉଛି କହି ଘରକୁ ଫେରିଲାନି ପୁଅ, ଥାନାରେ ଏତଲା ଦେଲେ ପରିବାର ଲୋକେ

ବାଲିଗୁଡ଼ା,୯ା୨(ଡି.ଏନ୍‌.ଏ.): ଟ୍ୟୁସନ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ବାଲିଗୁଡ଼ା ବିଜ୍ଞାପିତ…

ଏକକ ଖଣ୍ଡପୀଠରୁ ବୃହତ୍‌ ଖଣ୍ଡପୀଠକୁ ଗଲା ହିଜାବ ମାମଲା…

ବେଙ୍ଗାଲୁରୁ, ୯।୨ : କର୍ନାଟକରେ ଦେଖାଦେଇଥିବା ହିଜାବ ବିବାଦରେ ନୂଆ ମୋଡ଼ ଆସିଛି। ଏବେ ଏହାକୁ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠରୁ ବୃହତ୍‌ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଏକକ ଖଣ୍ଡପୀଠର ବିଚାରପତି କୃଷ୍ଣା ଏସ୍‌ ଦୀକ୍ଷୀତ୍‌ ବୁଧବାର ନିର୍ଦ୍ଦେଶ ଜାରି କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri