୪୬ଘଣ୍ଟା ପରେ ଶେଷ ହେଲା ରେସକ୍ୟୁ ଅପରେଶନ୍
ଦେଓଘର,୧୨।୪: ଝାଡଖଣ୍ଡ ଦେଓଘରର ତ୍ରିକୁଟ ପାହାଡ଼ର ରୋପଓ୍ବେ ଦୁର୍ଘଟଣାର ପ୍ରାୟ ୪୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସକ୍ୟୁ ଅପରେଶନ୍ ଶେଷ ହୋଇଛି। ମଙ୍ଗଳବାର ରୋପଓ୍ବେରେ ଫସିରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ବାୟୁସେନା, ଭାରତୀୟ ସେନା, ଏନ୍ଡିଆରଏଫ୍ ଓ ଆଇଟିବିପି ଯବାନଙ୍କ…
ସମର ଫ୍ୟାଶନ୍
ଋତୁ ଅନୁସାରେ ସବୁବେଳେ ଫ୍ୟାଶନ୍ ବଦଳିଥାଏ। ଖରାଦିନେ ସାଧାରଣତଃ ହାଲ୍କା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଏହି ଦୃଷ୍ଟିରୁ ଏବେ ଫ୍ୟାଶନ୍ ଟ୍ରେଣ୍ଡରେ କେଉଁ ସବୁ ପୋଷାକ ଆରାମଦାୟକ ହେବା ସହ ଷ୍ଟାଇଲିସ୍ ଲାଗିବ ଜାଣି ରଖନ୍ତୁ… ଖରାଦିନିଆ…
ମେଥି ହେୟାର ମାସ୍କ
କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଦାମୀ ପ୍ରଡକ୍ଟ ବ୍ୟବହାର କରାଯାଏ। କିନ୍ତୁ ଘରୋଇ ଉପାୟରେ ମେଥି ବ୍ୟବହାର କରି ସୁନ୍ଦର ଘନ କେଶ ପାଇ ହେବ… ମେଥି ହେୟାର ମାସ୍କ ଲଗାଇବା ଫଳରେ କେଶ ଝଡ଼ିବା, କେଶ ଧଳା…
ଘରୋଇ ଉପାୟରେ ଦୂରାନ୍ତୁ ମଶା
ପ୍ରବଳ ଗରମ ସାଙ୍ଗକୁ ମଶାଙ୍କ ଦୌରାତ୍ମ୍ୟ ଭାରି କଷ୍ଟ ଦେଇଥାଏ। ତେବେ ମଶା କାମୁଡ଼ାରୁ ବର୍ତ୍ତିବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ମଶା ଘଉଡାଇବା ପାଇଁ ରସୁଣ ବେଶ୍ ଫଳପ୍ରଦ। ଏଥିପାଇଁ ଆପଣ କିଛି ରସୁଣକୁ ଛେଚି…
କହିବା ଆଗରୁ…
କହିବାର କଳା ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ନ କହିବା ବି ଏକ ସୁନ୍ଦର କଳା ଏକଥାକୁ ହୁଏତ କେତେଜଣ ଜାଣନ୍ତି। ଆଉ ଥରେ ଏଇ କଳା ଜାଣିଗଲେ ପରିବାରରେ ସୁଖଶାନ୍ତି ଆସିବା ସହିତ ଢେର୍ ମଧୁର ହୋଇଥାଏ ସମ୍ପର୍କ।…
ରାସାୟନିକ ଆକ୍ରମଣ ପରେ ରାସ୍ତାରେ ପଡ଼ିରହିଛି ହଜାର ହଜାର ମୃତଦେହ
କ୍ୱିଭ୍,୧୨।୪: ରୁଷିଆ ଓ ୟୁକ୍ରେନରେ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୮ଦିନରେ ପହଞ୍ଚିଛି। ଏହି ଯୁଦ୍ଧର କେବେ ସମାପ୍ତି ହେବ ତାହା କାହାକୁ ଜଣାନାହିଁ। ଉକ୍ତ ଦେଶ ଉପରେ ରୁଷିଆ ସୈନ୍ୟଙ୍କ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୟୁକ୍ରେନର…
ମୋଦିଙ୍କ ଗଡ଼ରେ ଭାଜପାର ପରାଜୟ
ବାରାଣସୀ,୧୨।୪: ଉତ୍ତର ପ୍ରଦେଶର ବିଧାନ ପରିଷଦ (ଏମ୍ଏଲସି) ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯାଉଛି। ୨୭ଟି ବିଧାନ ପରିଷଦ ଆସନର ଫଳାଫଳ ଆଜି ଅପରାହ୍ନ ସୁଦ୍ଧା ବାହାରିବ। ବିଧାନସଭା ନିର୍ବାଚନରେ ସକାଳ ୮ଟାରୁ ୨୭ଟି ଜିଲାର ମୁଖ୍ୟାଳୟରେ ଥିବା କଲେକ୍ଟରେଟରେ ଭୋଟ…
ତୃତୀୟ ସପ୍ତାହରେ ଫିଲ୍ମ ‘ଆରଆରଆର’ର ଜବରଦସ୍ତ ରେକର୍ଡ
ମୁମ୍ବାଇ: କୋମାରାମ ଭୀମ ଓ ଆଲୁରୀ ସୀତାରାମ ରାଜୁଙ୍କ ଚରିତ୍ରରେ ଅଭିନୟ କରିଥିବା ଜୁନିୟର ଏନ୍ଟିଆର ଓ ରାମଚରଣଙ୍କ ବେଶ୍ ରୋମାଞ୍ଚକର କାହାଣୀ ‘ଆରଆରଆର’ ବକ୍ସ ଅଫିସ୍ରେ ଏବେ ଧମାଲ୍ କରୁଛି। ଦିନକୁ ଦିନ ଏହି ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିବାରେ…
ଆସାନସୋଲ ଉପନିର୍ବାଚନ: ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ
କୋଲକତା,୧୨।୪:ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ ସମୟରେ ହିଂସା ଘଟଣା ସାମ୍ନାକୁ ଆସିଛି। ଭାଜପା ପ୍ରାର୍ଥୀ ଅଗ୍ନିମିତ୍ର ପାଲ ଅଭିଯୋଗ କରିଛନ୍ତି, ଟିଏମସି କର୍ମୀମାନେ ଆମ ଉପରେ ଆକ୍ରମଣ କରିଥିଲେ। ଆମ ଗାଡି…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡ଼ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୧୨।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍ ଶରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି, ପଡୋଶୀ ଦେଶ (ପାକିସ୍ତାନ)ର ନୂତନ ପ୍ରଧାନମନ୍ତ୍ରୀ (ଶେହଓ୍ବାଜ୍ ଶରିଫ)ଙ୍କୁ ଏକମାତ୍ର ବାର୍ତ୍ତା…
ମା’ ହେବାକୁ ଯାଉଛନ୍ତି ବ୍ରିଟନି ସ୍ପିୟର୍ସ
ପ୍ରସିଦ୍ଧ ଆମେରିକୀୟ ଗାୟିକା ବ୍ରିଟନି ସ୍ପିୟର୍ସ ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଇନ୍ଷ୍ଟାଗ୍ରାମ ଯୋଗେ ସୂଚନା ଦେଇଛନ୍ତି। ନିକଟରେ ପ୍ରେମିକ ସାମ ଅସଘରୀଙ୍କ ସହ ମାଓ୍ବି ଟ୍ରିପ୍ରୁ ଫେରିବା ପରେ ସେ ଏହି ଖୁସି ଖବର ପ୍ରଶଂସକଙ୍କ…
କରୋନାରେ ଜଣଙ୍କ ଜୀବନ ଗଲା
ଭୁବନେଶ୍ବର,୧୨।୩:ରାଜ୍ୟରେ ମଙ୍ଗଳବାର କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Details of cases confirmed as death due to Covid-19, after due completion of death…
Archives


