ଆଉନାହାନ୍ତି ସୁନାମଧନ୍ୟ ସଂଗୀତଜ୍ଞ ପ୍ରଫୁଲ୍ଲ କର
ଭୁବନେଶ୍ବର,୧୭୲୪( ବ୍ୟୁରୋ):ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଗୀତିକାର ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି। ରବିବାର ଭୁବନେଶ୍ବରର ସତ୍ୟ ନଗରସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ…
ମିଲରଙ୍କ ବିସ୍ଫୋରକ ବ୍ୟାଟିଂ: ଚେନ୍ନାଇକୁ ହରାଇଲା ଗୁଜରାଟ
ପୁଣେ,୧୭।୪: ଆଇପିଏଲ୍ ୨୦୨୨ର ୨୯ତମ ମ୍ୟାଚ୍ ରେ ଗୁଜରାଟ ଟାଇଟାନ୍ସ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୫ ଉଇକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା।…
କ୍ୟାନ୍ସର୍ ଜଣାପଡିବା ପରେ ଘଣ୍ଟା ଘଣ୍ଟା କାନ୍ଦୁଥିଲେ ଏହି ଅଭିନେତା
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଥିଲେ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସଂଘର୍ଷ ଦେଖିବାକୁ ମିଳିଥିଲା। ଏଥି ମଧ୍ୟରୁ ଗୋଟିଏ ହେଉଛି ସେ କ୍ୟାନ୍ସର୍ ଆକ୍ରାନ୍ତ ହେବା। କ୍ୟାନ୍ସର୍ ଆକ୍ରାନ୍ତ ହେବା…
ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ,୧୭।୪: ହରିୟାଣାର ଶୋନିପତର କୁଣ୍ଡୁଲି ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ରବିବାର ଏକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ ପାଇଁ ଏବେ ଚେଷ୍ଟା କରାଯାଉଛି। ହରିୟାଣା ସରକାରଙ୍କ ନିବେଦନ କ୍ରମେ ଉଦ୍ଧାର କାର୍ଯ୍ୟ ପାଇଁ ଦିଲ୍ଲୀରୁ ଦମକଳବାହିନୀକୁ ପଠାଯାଇଛି। ନିଆଁ ଲାଗିବାର…
ଚେନ୍ନାଇକୁ ମିଳିଲା ୧୭୦ ରନ୍ର ବିଜୟ ଲକ୍ଷ୍ୟ
ପୁଣେ,୧୭।୪: ଆଇପିଏଲ୍ ୨୦୨୨ର ୨୯ତମ ମ୍ୟାଚ୍ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୫ ଉଇକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଛି। ଫଳରେ ଗୁଜରାଟକୁ…
ପୁଣି ଚେତାବନୀ ଦେଲା ରୁଷିଆ
ମସ୍କୋ,୧୭।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ମାରିଉପୋଲରେ ୟୁକ୍ରେନ ସୈନିକମାନେ ଆତ୍ମସମର୍ପଣ ନ କଲେ ଧ୍ୱଂସ କରିଦେବୁ ବୋଲି ରୁଷିଆ ସେନା ଚେତାବନୀ ଦେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ୟୁକ୍ରେନ ସୈନ୍ୟମାନଙ୍କୁ ରବିବାର ସ୍ଥାନୀୟ ସମୟ…
ମାଓବାଦୀ ପୋଷ୍ଟରରେ ରାସ୍ତା ନିର୍ମାଣ ଦୁର୍ନୀତିକୁ ବିରୋଧ
ଅମ୍ବାଭୋନା,୧୭।୪(ଡି.ଏନ.ଏ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକରେ ମାଓବାଦୀମାନେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି। ଦୀର୍ଘଦିନର ନିରବତା ପରେ ରବିବାର ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ନିକଟସ୍ଥ ଚକ୍ରାମାଳ-ବାବେବିରା ମୁଖ୍ୟରାସ୍ତାର ଚକ୍ରାମାଳ ପୋଲ ନିକଟରେ ମାଓବାଦୀଙ୍କ ଏକ ପୋଷ୍ଟର ଟଙ୍ଗାଯାଇଥିବା ରବିବାର ଦେଖିବାକୁ…
ସନରାଇଜର୍ସ ହାଇଦ୍ରାବାଦର ଲଗାତର ଚତୁର୍ଥ ବିଜୟ
ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଚଳିତ ସିଜିନରେ ହାଇଦ୍ରାବଦ ଏହା କ୍ରମାଗତ ଚତୁର୍ଥ ବିଜୟ। ପଞ୍ଜାବର ୧୫୨ ରନର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବଦ ତିନିଟି ଉଇକେଟ ହରାଇ…
ଚେନ୍ନାଇ ବିପକ୍ଷରେ ଟସ୍ ଜିତିଲା ଗୁଜରାଟ
ପୁଣେ,୧୭।୪: ଆଇପିଏଲ୍ ୨୦୨୨ର ୨୯ତମ ମ୍ୟାଚ୍ରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟାନ୍ସକୁ ଭେଟୁଛି। ଗୁଜରାଟ୍ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଗୁଜରାଟ ଦଳ ଏବେ ଭଲ ଫର୍ମରେ ଅଛି ଏବଂ ଏପର୍ଯ୍ୟନ୍ତ ପାଞ୍ଚଟି…
ଜାହାଙ୍ଗିରପୁରୀ ହିଂସାକାଣ୍ଡ: ଆଉ ୬ ଗିରଫ
ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ଆଉ ୬ ଜଣଙ୍କୁ ଗିରଫ ହିଂସା ମାମଲାରେ ରବିବାର ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ସେମାନଙ୍କଠାରୁ…
‘କରୋନାରେ ୫ ଲକ୍ଷ ନୁହେଁ, ୪୦ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି’
ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ କରୋନା କାରଣରୁ ମୃତ୍ୟୁର ସରକାରୀ ଆକଳନକୁ ମିଥ୍ୟା ବୋଲି କହିଛନ୍ତି। ସରକାରଙ୍କ ଅବହେଳା ଯୋଗୁ କରୋନା ମହାମାରୀ ସମୟରେ ୪୦ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି। ରାହୁଲ ଗାନ୍ଧି…
ଆଇପିଏଲ୍ରେ ଇତିହାସ ରଚିଲେ ଉମରାନ୍
ମୁମ୍ବାଇ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍ ମଲିକ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲ ଇତିହାସରେ ସେ ଏକମାତ୍ର ବୋଲର, ଯିଏକି ମ୍ୟାଚର ପ୍ରଥମ ଇନିଂସର ୨୦ତମ ଓଭର ମେଡେନ୍…
Archives


