ଜିଲା ପରିଷଦ ସଭ୍ୟ ହେଲେ ପରିବା ବିକାଳି
ରାୟଗଡ଼ା ଅଫିସ, ୧ା୩:ପରିବା ବିକାଳିରୁ ହେଲେ ଜିଲା ପରିଷଦ ସଭ୍ୟ। ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ‘କ’ ଜୋନ୍ରୁ କଂଗ୍ରେସ ପ୍ରାର୍ଥୀ ଟାଙ୍ଗୁଡୁ ଶ୍ରୀଧର ବିଜୟୀ ହୋଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀଙ୍କୁ ପଛରେ ପକାଇ ସେ ବାଜି ମାରି ନେଇଛନ୍ତି। ରାମନାଗୁଡ଼ା…
୪ଦିନ ହେଲା ବଙ୍କରରେ ଲୁଚି ରହିଛନ୍ତି ସାଧାରଣ ନାଗରିକ: ସାମ୍ନାକୁ ଆସିଲା ୟୁକ୍ରେନବାସୀଙ୍କ ଦାରୁଣ ଦୁଃଖ
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ନିରୀହ ସାଧାରଣ ନାଗରିକ ଟାର୍ଗେଟ ହେଉଛନ୍ତି। ୟୁକ୍ରେନର କ୍ୱିଭ ଓ ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ ଅନେକ ୟୁକ୍ରେନବାସୀ ନିଜର ପ୍ରାଣ ହରାଇଥିବା…
ଆସନ୍ତା ବର୍ଷ ରିଲିଜ ହେବ ‘ଆଦିପୁରୁଷ’
ମୁମ୍ବାଇ: ପ୍ରଭାସ, ଶୈଫ ଅଲି ଖାଁ, କ୍ରିତି ସାନନ ଓ ସନି ସିଂଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଶିବରାତ୍ରୀରେ ଏହା ଘୋଷଣା କରାଯିବାକୁ ସ୍ଥିର କରାଯାଇଥିବା ବେଳେ ମଙ୍ଗଳବାର ଏହା ଘୋଷଣା କରାଯାଇଛି ।…
ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାର ୯୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୮୦ଙ୍କ ମୃତ୍ୟୁ ଘଟିଛି।…
କ୍ୱିଭ ମୁହାଁ ରୁଷିଆ ସେନା, ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ
କ୍ୱିଭ,୧ ।୩: ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ୟୁକ୍ରେନ୍ । ଖୁବଶୀଘ୍ର ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ ଦଖଲକୁ ଆଣିବାକୁ ଚେଷ୍ଟା ଚଳାଇଛି । ଏଥିପାଇଁ ଏବେ କ୍ୱିଭ ମୁହାଁ ହୋଇଛନ୍ତି ରୁଷିଆ ସେନା । ସଦ୍ୟ…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଭୁବନେଶ୍ବର,୧।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଗଜପତି ଜିଲାରେ ସର୍ବାଧିକ ୨୨ ଜଣ…
ହସ୍ପିଟାଲରେ ‘କଚା ବାଦାମ’ ଗାୟକ ଭୁବନ ବାଦ୍ୟକର
ବୀରଭୂମ,୧।୩: ପଶ୍ଚିମବଙ୍ଗର ବୀରଭୂମରେ କାଚା ବାଦାମ ଖ୍ୟାତିସମ୍ପନ୍ନ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭୁବନଙ୍କ ଛାତିରେ ଆଘାତ ଲାଗିଛି। ନିକଟରେ ଏକ…
୭୧ ବର୍ଷରେ ନୀତିଶ: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କଲେ କାର୍ଯ୍ୟକର୍ତ୍ତା
ପାଟନା,୧।୩:: ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନ୍ମଦିନ। ସେ ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି। ଜେଡିୟୁ କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରୁଛନ୍ତି। ଜେଡିୟୁ…
ୟୁକ୍ରେନ୍ ଉପରେ ବଡ଼ ଆକ୍ରମଣ କଲା ରୁଷିଆ: ୭୦ ସୈନ୍ୟ ନିହତ
କ୍ୱିଭ୍,୧।୩: ୟୁକ୍ରେନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ରୁଷ ଘନଘନ ଆକ୍ରମଣ କରୁଛି। ରଷିଆର ସାମରିକ ଆକ୍ରମଣରେ ୭୦ରୁ ଅଧିକ ୟୁକ୍ରେନ ସୈନିକ ନିହତ ହୋଇଛନ୍ତି। ଓଖର୍ଟିକାରେ ଅବସ୍ଥିତ ସାମରିକ ବେସ୍କୁ ଆର୍ଟିଲିରିକୁ ଟାର୍ଗେଟ କରାଯାଇଥିଲା। ଓଖର୍ଟିକା ସହର ଖାର୍କ୍ୱିଭ ଏବଂ…
କାଳ ହେଲା ଦୃଢ଼ ଆତ୍ମବିଶ୍ୱାସ
ଯାଜପୁର ଅଫିସ,୧ା୩:ଯାଜପୁର ଜିଲାରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ସଫଳତା ବିଜେଡି ଶିବିରକୁ ଦୋହଲାଇ ଦେଇଥିଲା। ଏଥିରେ ଭାଜପା ନେତା ଓ କର୍ମୀମାନଙ୍କ ମଧ୍ୟରେ ଆମତ୍ବିଶ୍ୱାସ ବଢ଼ିଥିଲା। ପରବର୍ତ୍ତୀ ନିର୍ବାଚନରେ ଦଳ ଆହୁରି ଅଧିକ ଭୋଟ ପାଇବ…
ଚମକିଲେ ନିଆରା ହୀରା
ପୁରୀ ଅଫିସ,୧।୩:ବାପା ଦିନମଜୁରିଆ। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ। ଫନୀ ମହାବାତ୍ୟା ପରଠାରୁ ପଲିଥିନ ତଳେ ବିତିଛି ଜୀବନ। ହେଲେ ରାଜନୀତି ପ୍ରତି ଥିବା ଆଗ୍ରହ ଓ ନିଷ୍ଠା ପାଇଁ ସେ ଆଜି ସାରା ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।…
ସେପ୍ଟେମ୍ବରରେ ଓସିଏସ୍ ପ୍ରିଲିମିନାରି ପରୀକ୍ଷା
କଟକ ଅଫିସ,୧ା୩:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ସୋମବାର ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡର ଅନୁଯାୟୀ ୨୦୨୨-୨୩ ଶିକ୍ଷାବର୍ଷରେ ଓପିଏସ୍ସି ପକ୍ଷରୁ ହେବାକୁ ଥିବା ନିଯୁକ୍ତି ପରୀକ୍ଷାଗୁଡ଼ିକର ସମୟ ଏବଂ ମାସ ସ୍ଥିର କରାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ୨୨ଟି…
Archives


