Home

ଦିବ୍ୟାଙ୍ଗ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ବଳାତ୍କାର: CCTVରେ କଏଦ ହେଲା ସମଗ୍ର ଘଟଣା, ଆଉ ତା’ପରେ…

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ବଳରାମପୁରରେ ଜଣେ ୨୧ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କ ସହ ଗଣବଳାତ୍କାର ଘଟଣା ଅଞ୍ଚଳକୁ ଥରାଇ ଦେଇଛି। ଅଭିଯୁକ୍ତଙ୍କ ଦ୍ୱାରା ବଳାତ୍କାର ପୂର୍ବ ପରିସ୍ଥିତିର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଝିଅଟି ରାସ୍ତାରେ ଦୌଡ଼ୁଥିବାର ଦେଖାଯାଉଛି ଏବଂ ପଛରେ…

ପାକିସ୍ତାନ ପ୍ରତି ବଢୁଛି ଆମେରିକା ପ୍ରେମ: ଶାନ୍ତି ଦୂତ କହି ଦେଲା ବଡ଼ ପ୍ରମାଣ

ଓ୍ବାଶିଂଟନ,୧୩।୮: ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ସମ୍ପ୍ରତି ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି। ଏବେ ଆମେରିକାର ସ୍ବର ମଧ୍ୟ ପରିବର୍ତ୍ତନ ହୋଇଥିବା ପରି ମନେ ହେଉଛି। ଆମେରିକା…

ବୁଲା କୁକୁର

ଭାରତରେ ବୁଲା କୁକୁରଙ୍କ ସଂଖ୍ୟା ୨୦୧୯ ପ୍ରାଣୀ ଗଣନା ତଥ୍ୟ ଅନୁଯାୟୀ ୬ କୋଟି। ୨୦୨୫ରେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଥିବ। ଓଡ଼ିଶାରେ ଏହି କୁକୁରଙ୍କ ସଂଖ୍ୟା ପାଖାପଖି ୧୮ ଲକ୍ଷ ବୋଲି କୁହାଯାଉଛି, ଯାହା ଉତ୍ତର ପ୍ରଦେଶ ପରେ ଦ୍ୱିତୀୟ…

୩ ଦିନ କାଚିବ: ପ୍ରବଳ ବର୍ଷା ନେଇ ଅରେଞ୍ଜ-ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୩।୮:  ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୫ ତାରିଖ ଯାଏପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସକାଳ ୮ଟା…

୧୫ ବର୍ଷୀୟା ନାବାଳିକା ଗର୍ଭବତୀ: ଶାରୀରିକ ସମ୍ପର୍କ ପରେ…

କ.ନୂଆଗାଁ, ୧୩ା୮(କାଳି ପ୍ରସାଦ ତ୍ରିପାଠୀ):କନ୍ଧମାଳ ଜିଲା କ.ନୂଆଗାଁ ଥାନା ଅଞ୍ଚଳର ଏକ ୧୫ ବର୍ଷର ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସହ ୧ ମାସର ଗର୍ଭବତୀ ପରେ ପ୍ରତାରଣା କରି ଥିବାରୁ ମଙ୍ଗଳବାର ଯୁବକଙ୍କୁ ଜେଲ ପଠାଯାଇଛି। ସୂଚନା…

ରାଜସ୍ଥାନର ଦୌସାରେ ଭୟଙ୍କର ସଡ଼କ ଦୁର୍ଘଟଣା: ୧୦ ଜଣଙ୍କ ଜୀବନ ଗଲା

ଜୟପୁର,୧୩।୮: ରାଜସ୍ଥାନର ଦୌସାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାପି ନିକଟରେ ଏକ ଯାତ୍ରୀବାହୀ ପିକଅପ ଏବଂ ଏକ ଟ୍ରଲର ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୧୨ ଜଣ ଆହତ ହୋଇଛନ୍ତି।…

୨ ଭଉଣୀଙ୍କୁ ଉଲଗ୍ନ କରି ମାଡ଼: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଯାଜପୁର/ଜେନାପୁର/ଚଢେଇଧରା (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ/ଦିଲୀପ ପରିଡ଼ା),୧୩ା୮ :ଆଧୁନିକ ଜ୍ଞାନକୌଶଳ ବଳରେ ମଣିଷ ଆଗକୁ ଅଗ୍ରସର ହେଉଛି ା ହେଲେ ଆଜି ବି ଗ୍ରାମାଞ୍ଚଳରେ ଗୁଣିଗାରେଡି ଓ ପ୍ରେତାମତ୍ା ପରି ଅନ୍ଧବିଶ୍ୱାସ କେତେଜଣ ଲୋକଙ୍କ ମନରେ ବସାବାନ୍ଧି ରହିଛିା ଏହି ଅନ୍ଧବିଶ୍ୱାସ ଭିତରେ…

ବଜାରରେ ବୁଲୁଛି ନକଲି ୨୦୦ ଟଙ୍କିଆ ନୋଟ୍‌: ହୋଇଯାନ୍ତୁ ସାବଧାନ

ମହାକାଳପଡ଼ା,୧୩ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ କିଛିବର୍ଷ ପୂର୍ବେ ନକଲି ଟଙ୍କା ଛପା ଯାଇଥିବା ନଜରକୁ ଆସିଥିଲା। ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଛପା ଯାଉଥିବା ମେଶିନ ଜବତ କରିବା ସହ ଛପାଉ ଥିବା ପରିବାରକୁ ଗିରଫ…

ସରକାର ବଦଳିଲା, ବଦଳିନି ବ୍ୟବସ୍ଥା: ତାତିଲେ ଚାଷୀ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଶାସନକୁ ଆସିବା ପରେ ଭାଜପା ସରକାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା(ବୋନସ) ଦେଉଛନ୍ତି। ଏହାକୁ ନେଇ ଆରମ୍ଭରୁ ଚାଷୀ ଉଲ୍ଲସିତ ଥିଲେ। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ…

ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ: ଜାଣନ୍ତୁ କେତେବେଳେ ଦର୍ଶନ କରିପାରିବେନି ଭକ୍ତ

ପୁରୀ,୧୩ା୮(ଅଜିତ୍‌ କୁମାର ମହାନ୍ତି):ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ବା ରେଖା ପଞ୍ଚମୀ ତିଥି ଅବସରରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ…

ସୁଭଦ୍ରା ପୋର୍ଟାଲ: ୨୧ ଜୀବିତଙ୍କୁ ଦର୍ଶାଯାଇଛି ମୃତ

ସାକ୍ଷୀଗୋପାଳ,୧୩। ୮(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର)ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ସୁଭଦ୍ରା ଯୋଜନାର ଏକ ବଡ଼ ବ୍ୟତିକ୍ରମ ସତ୍ୟବାଦୀ ବ୍ଲକରେ ଦେଖାଯାଇଛି। ଜଣେ ମହିଳା ହିତାଧିକାରୀ ଜୀବିତ ଥାଉ ଥାଉ ତାଙ୍କୁ ସୁଭଦ୍ରା ପୋର୍ଟାଲରେ…

ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରୁଥିଲେ, ବିଜୟଓ୍ବାଡାରୁ ମାଡ଼ିବସିଲା ପୋଲିସ

ପାରାଦୀପ, ୧୩।୮(ଶରତ ରାଉତ):ଜଗତ୍‌ସିଂହପୁର ଜିଲା ପାରାଦୀପ ଲକ୍‌ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ କରି ୫ ଲକ୍ଷ ଦାବି କରିବା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri