କାନ୍ଦିଲେ ସଲମାନ
ମୁମ୍ବାଇ: ସଲମାନ ଖାନ୍ଙ୍କ ଲୋକପ୍ରିୟ ଶୋ’ ବିଗ୍ ବସ୍ -୧୫ କିଛି ସମୟ ପରେ ଆରମ୍ଭ ହେବ। ଏକ ଲମ୍ବା ଯାତ୍ରାର ଶେଷରେ ଏହି ଶୋ’ ଆଗକୁ ବଢ଼ିଚାଲିଛି। ଶୋ’ ସହିତ ଜଡ଼ିତ କିଛି ଖଟା-ମିଠା ସ୍ମୃତିକୁ ପ୍ରତିଯୋଗୀମାନେ ସାଉଁଟୁଛନ୍ତି। ମାତ୍ର…
କାର୍ ଚଳାଇ ଭର୍ଚୁଆଲ ଶୁଣାଣିରେ ଯୋଗଦେବା ନେଇ ଆପତ୍ତି…
ନୂଆଦିଲ୍ଲୀ, ୨୯।୧ : କାର୍ ଚଳାଉଥିବା ସମୟରେ ଭର୍ଚୁଆଲ ଶୁଣାଣିରେ ଯୋଗଦେଇଥିବା ଜଣେ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଆଇନଜୀବୀ ଜଣକ ଏଭଳି କରିଥିବା ଅଭିଯୋଗ ମିଳିବା ପରେ କୋର୍ଟ ଆପତ୍ତି ପ୍ରକାଶ କରିଛନ୍ତି। ବିଚାରପତି ମୁକ୍ତା…
ଇତିହାସ ରଚିଲା ‘୮୩’
ବମ୍ବେ: ବକ୍ସ ଅଫିସରେ ଇତିହାସ ରଚିଛି ସୁପରଷ୍ଟାର ରଣବୀର ସିଂ ଏବଂ ଦୀପିକା ପାଦ୍ୟୁକୋନ୍ ଅଭିନୀତ ଫିଲ୍ମ ‘୮୩’। ୨୦୨୧ ଡିସେମ୍ବର ୨୪ରେ ଏହା ରିଲିଜ ହୋଇଥିଲା। ଏହାପରେ ଏକାଧିକ ବଡ଼ ବଜେଟ୍ ଫିଲ୍ମ ରିଲିଜ ହୋଇଥିଲେ ହେଁ ବ୍ୟବସାୟ ଉପରେ…
ମାତ୍ର ୯ ବର୍ଷରେ କୋଟିପତି ଏହି ବାଳକ: ଜେଟ୍ରେ ବୁଲନ୍ତି, ପିନ୍ଧନ୍ତି ଡିଜାଇନର୍ ପୋଷାକ…
ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଭଲ ପାଆନ୍ତି। ଏଥିପାଇଁ କିଛି କଠିନ ପରିଶ୍ରମ କରୁଥିବା ବେଳେ କିଛି ଜନ୍ମରୁ ଆଭିଜାତ୍ୟର ସହ ବଢ଼ିଥାନ୍ତି। ସେଭଳି ଜଣେ ହେଲେ ଏହି ବାଳକ। ତାଙ୍କୁ ମାତ୍ର…
ଓଜନ ବଢ଼ିଲେ କଟିବ ଦରମା
ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ପ୍ରସିଦ୍ଧ ଏମିରେଟ୍ସ ଏୟାରଲାଇନ୍ର ଏୟାର ହୋଷ୍ଟେସଙ୍କ ଓଜନ ବଢ଼ିଲେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏହାର ପୂର୍ବତନ କର୍ମଚାରୀମାନେ କୁହନ୍ତି, ସେମାନଙ୍କ ଓଜନ ବଢ଼ାଇବା ଉପରେ ଅଧିକାରୀମାନେ ପୂର୍ଣ୍ଣ ନଜର ରଖିଥାନ୍ତି। ଏଥିପାଇଁ ଦରମା…
ଆଗ୍ରାରେ ଅଛନ୍ତି ଉତ୍ତମ ପଣ୍ଡା; ଫେରିବା ପରେ ଜଣାପଡ଼ିବ ସତ
ବାଲେଶ୍ୱର ଅଫିସ,୨୯।୧: ଚିଠି ଲେଖି ଘର ଛାଡ଼ି ପଳାଇଥିବା ଉତ୍ତମ କୁମାର ପଣ୍ଡା ଫେରିବେ। ତାଙ୍କୁ ନୂଆଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶର ଆଗ୍ରା ସହରରୁ ଉଦ୍ଧାର କରିଛି। ଏନେଇ ଜଣାପଡ଼ିବା ପରେ ତାଙ୍କ ଶ୍ୱଶୁର ଏବଂ ଜଣେ ସମ୍ପର୍କୀୟ ଭାଇ ଆଗ୍ରା ଯାଇଛନ୍ତି।…
ରାସ୍ତାରେ ଗଡୁଛି ଭିନ୍ନ ଧରଣର ସାଇକେଲ, ଯିଏ ଦେଖୁଛି ଘଡ଼ିଏ ଚାହିଁ ସେଲ୍ଫି ନେଉଛି
ଉତ୍ତରପ୍ରଦେଶର ପିଲିଭିତିରେ ଭିନ୍ନ ଧରଣର ଏକ ସାଇକେଲ ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ଯେତେବେଳେ ଏହି ସାଇକେଲ ରାସ୍ତାରେ ଗଡୁଛି ସେତେବେଳେ ଏହା ପାଖରେ ଯାଉଥିବା ଅନ୍ୟ ଯାନବାହନଗୁଡ଼ିକ ଛୋଟ ଦେଖାଯାଉଛନ୍ତି। ସାଇକେଲର ମାଲିକ ଏହାକୁ ଏତେ ସ୍ବତନ୍ତ୍ର ଭାବରେ ତିଆରି…
ନିର୍ବାସନ ଏକ ସାଧାରଣ ଦଣ୍ଡାଦେଶ ନୁହେଁ, ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ…
ନୂଆଦିଲ୍ଲୀ, ୨୯।୧ : ନିର୍ବାସନ ଦଣ୍ଡାଦେଶ ଏକ ସାଧାରଣ ଦଣ୍ଡାଦେଶ ନୁହେଁ। ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଭାରତୀୟ ନାଗରିକଙ୍କର ଦେଶରେ ଯେକୌଣସି ସ୍ଥାନକୁ ଯିବା ଆସିବାର ଅଧିକାର ରହିଛି। ଏପରିସ୍ଥଳେ ନିର୍ବାସନ…
ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ
କେନ୍ଦୁଝର,୨୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକର ୮ ନମ୍ବର ଜୋନ୍ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଶନିବାର ଆକସ୍ମିକ ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଘଟଗାଁ…
୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ପଡ଼ୋଶୀ
ଝାରସୁଗୁଡ଼ା ଅଫିସ,୨୯ା୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅକ୍ଷୟ ପରିଡ଼ା(୨୮)। ଏନେଇ ପୋଲିସ…
ଏବର୍ଷ ବନ୍ଦ ହୋଇପାରେ ଖଣ୍ଡଗିରି ମାଘ ମେଳା
ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ। କିଛି ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମସ୍ତେ ସତର୍କତା…
ଶେଷ ହୋଇନି କରୋନା, ସତର୍କତା ଜରୁରୀ…
ଜେନେଭା, ୨୯।୧ : ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ଶେଷ ହୋଇନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସତର୍କତା ଜରୁରୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ପୁନମ୍ କ୍ଷେତ୍ରପାଳ…
Archives


