Home

‘ଯଦି ହନୁମାନ ଚାଳିଶା ପଢିବା ଅପରାଧ; ୧୪ ଦିନ ନୁହେଁ, ୧୪ ବର୍ଷ ପାଇଁ ଜେଲ୍‌ ଯିବାକୁ ପ୍ରସ୍ତୁତ’

ମୁମ୍ବାଇ,୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣାରେ ଜେଲ୍‌ ଯାଇ ଜାମିନରେ ଆସିଥିବା ଅମବତୀର ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ରବିବାର ପୁଣି ସରକାରଙ୍କୁ ଟାର୍ଗେଟ୍‌…

ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ, ହାଇକୋର୍ଟରେ ଆବେଦନ ଦାଖଲ…

ଆଗ୍ରା, ୮।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ। ଏଠାରେ ହିନ୍ଦୁ ଦେବୀଦେବତାଙ୍କର ମୂର୍ତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର…

ପୁଣି ଆଇପିଏଲ୍‌ରେ କରୋନା ଏଣ୍ଟ୍ରି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ ଦ୍ୱିତୀୟ ଥର ପାଇଁ କରୋନା ଚିହ୍ନଟ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ନେଟ୍‌ ବୋଲର୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ଦିଲ୍ଲୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବ।…

ବଲିଉଡ୍‌ର ସିଙ୍ଗଲ୍‌ ମଦର୍‌

ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ପିଲାମାନଙ୍କୁ ଏକାକୀ ମା’ ଭାବରେ ବଞ୍ଚାଇବା ଏତେ ସହଜ ନୁହେଁ। ବଲିଉଡ୍‌ରେ ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ସାହସ ଦେଖାଇ ଏକାକୀ ମା’ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଅନେକ ମହିଳାଙ୍କ…

ତରନ ତାରନରୁ ସାଢ଼େ ୩ କିଲୋଗ୍ରାମ୍‌ ଆର୍‌ଡିଏକ୍ସ୍‌ ଜବତ…

ଚଣ୍ଡିଗଡ଼, ୮।୫ : ଭାରତ-ପାକିସ୍ତାନର ସୀମାରେ ଅବସ୍ଥିତ ପଞ୍ଜାବର ତରନ ତାରନ ଜିଲାରୁ ସାଢ଼େ ୩ କିଲୋଗ୍ରାମ ଆରଡିଏକ୍ସ ଜବତ କରାଯାଇଛି। ଏକ ଭଙ୍ଗା ବିଲ୍ଡିଂରୁ ଏହା ମିଳିଛି। ଏସମ୍ପର୍କରେ ତରନ ତାରନ ପୋଲିସ ମୁଖ୍ୟ ଏସଏସପି ରଣଜିତ ସିଂ ସୂଚନା…

ନୂଆପଡ଼ା ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର: ୨ ଉଦ୍ଧାର; ଜଣଙ୍କର ପତ୍ତା ମିଳୁନି

ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲା ସଦର ବ୍ଲକ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ରାଧାଦେଇପୁର ପଞ୍ଚାୟତର ବ୍ରାହ୍ମଣୀ ନଦୀର ନୂଆପଡ଼ା ଘାଟରେ ରବିବାର ମଧ୍ୟାହ୍ନରେ ଗାଧୋଉଥିବା ବେଳେ ୩ ଜଣ ସ୍କୁଲ ଛାତ୍ର ନଦୀରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

ଆର୍‌ସିବି ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୮।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୪ ତମ ମ୍ୟାଚ୍‌ରେ ରବିିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ…

ନିଜ ରେକର୍ଡ ନିଜେ ଭାଙ୍ଗିଲେ କାମି ରୀତା…

କାଠମାଣ୍ଡୁ, ୮।୫ : ନେପାଳର ପର୍ବତାରୋହୀ ୫୨ ବର୍ଷିୟ କାମି ରୀତା ଶେର୍ପା ପୁନର୍ବାର ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ନିଜର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ସେ ୨୬ ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖରକୁ ଜିତିବାରେ ସଫଳ ହୋଇଛନ୍ତି।…

ମସ୍କଙ୍କୁ ପୁନାଓ୍ବାଲାଙ୍କ ପରାମର୍ଶ, ଟୁଇଟର ନ କିଣି ଭାରତରେ ନିବେଶ କରିବା ଲାଭଦାୟକ…

ନୂଆଦିଲ୍ଲୀ, ୮।୫ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟୁଇଟରର ନୂତନ ମାଲିକ ଏଲୋନ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ ଯଦି ଆପଣ ଟୁଇଟର କିଣିବାକୁ…

କ୍ରିକେଟ୍‌ରେ ‘ଡାଇମଣ୍ଡ-ଡକ ଆଉଟ୍‌’ କ’ଣ ଜାଣନ୍ତି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ କେ.ଏଲ ରାହୁଲ ଭଲ ଫର୍ମରେ ଅଛନ୍ତି। ସେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ଦଳ ପାଇଁ ସର୍ବାଧିକ ରନ ସ୍କୋରର, କିନ୍ତୁ ଏହା ସତ୍ତ୍ୱେ ସେ ତାଙ୍କ ନାମରେ ଏକ ଖରାପ ରେକର୍ଡ କରିଛନ୍ତି। ଆଇପିଏଲ ୨୦୨୨ରେ, କେ.ଏଲ…

ଆରାମଦାୟକ ‘ଡଗ୍‌ ବେଡ୍‌’

କିଛି କଥା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ ହୋଇଥାଏ। ଏବେ ମଣିଷମାନଙ୍କ ପାଇଁ ଏକ ବେଡ୍‌ ତିଆରି ହୋଇଛି। ଯାହାର ନାମ୍‌ ଡଗ୍‌ ବେଡ୍‌। ଏହା କୁକୁର ପରି ତିଆରି ହୋଇଛି। ଏହା ଉପରେ କୁକୁରମାନଙ୍କ…

ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ…

ହିସାର, ୮।୫ : ହରିୟାଣାର ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ମାଟିତଳେ ପୋତି ହୋଇଥିବା ହରପ୍ପା ସଭ୍ୟତା ସମୟର ଏହି ସହର ବୋଲି ପ୍ରତ୍ନତାତ୍ତ୍ୱିକ ଖନନ ବେଳେ ପ୍ରମାଣ ମିଳିଛି। ପାଞ୍ଚ ହଜାର ବର୍ଷ ପୂର୍ବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri