ସାଉଥ୍ କୋରିଆରେ ୩ ଦିନରେ ୧୧ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ
ସିଓଲ୍,୨୧।୩: ସାରା ବିଶ୍ୱର ଅନେକ ଦେଶରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ସାରା ବିଶ୍ୱରେ ୧୧ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ କରୋନାଜନିତ ୨୯୧୭ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ…
ଖେଳାଳିଙ୍କୁ ଜାଣିବା ପାଇଁ କୋଚ ରିକି ପଣ୍ଟିଂଙ୍କ ନୂଆ ଫର୍ମୁଲା
ମୁମ୍ବାଇ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ମାର୍ଚ୍ଚ ୨୬ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଚ୍ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଦଳ ଗତ ସିଜିନରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏଥର ମଧ୍ୟ ଦଳ…
ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ବୀରେନ ସିଂ
ଇମ୍ଫାଲ,୨୧।୩: ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ଏନ ବୀରେନ ସିଂ । ତାଙ୍କୁ ରାଜ୍ୟପାଳ ଏଲ ଗଣେଶନ ଶପଥ ପାଠ କରାଇଥିଲେ। ଏହି ଅବସରରେ ଭାଜପା ସଭାପତି ଜେପି ନଡାଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା…
ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍ ପାଲଟିଲେ ପ୍ରଦୀପ
ନୋଏଡା, ୨୧।୩: ନିକଟରେ ପ୍ରଦୀପ ମେହେରା ନାମକ ଜଣେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରଦୀପ କେତେ ସଂଘର୍ଷ ଭିତରେ ଏଥିପାଇଁ ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ଭିଡିଓରେ ଦେଖାଯାଇଛି। ପ୍ରଦୀପଙ୍କ…
ଭାଗଓ୍ବନ୍ତ ମାନଙ୍କୁ ଭେଟିଲେ ଚନ୍ନି
ଚଣ୍ଡିଗଡ,୨୧।୩: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ସୋମବାର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ଏହି ବୈଠକ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା। ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଚରଣଜିତ ସିଂ ଚନ୍ନି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…
ଐତିହାସିକ ହେବ ଯୋଗୀ ୨.୦ ଶପଥଗ୍ରହଣ ସମାରୋହ: ୨ ଘଣ୍ଟା ଧରି ସବୁ ମନ୍ଦିରରେ ବାଜିବ ଘଣ୍ଟ
ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆସନ୍ତା ମାର୍ଚ୍ଚ ୨୫ରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶପଥଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ…
ଚାଇନାରେ ବଡ଼ ଧରଣର ବିମାନ ଦୁର୍ଘଟଣା
ବେଜିଂ,୨୧।୩: ଚାଇନାରେ ସୋମବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚାଇନାର ଇଷ୍ଟର୍ନ ପାସେଞ୍ଜର ଜେଟ ବିମାନ ଚାଇନାର ଦକ୍ଷିଣପଞ୍ଚିମ ଅଞ୍ଚଳରେ ଖସି ପଡ଼ିଛି। କିନ୍ତୁ ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ଜଣା ପଡ଼ିନାହିଁ। ଦୁର୍ଘଟଣା…
ସିଜିନ୍ର ପ୍ରଥମ ଆମ୍ବ ଯାହାକୁ ମିଳିଛି ‘z+’ ସୁରକ୍ଷା
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଆଜି ବି ସେମିତି ଏକ ଫଟୋ ଭାଇରାଲ ହେଉଛି, ଯାହା ଦେଖିବା ପରେ ଖୁବ୍ ଜୋରରେ ହସିବେ। ସାଧାରଣତଃ ଆମେ ପିଲାଦିନେ କଞ୍ଚା ଆମ୍ବ ଖାଇବାକୁ…
ରୁଷିଆ-ୟୁକ୍ରେନ ଯୁଦ୍ଧରେ ଫସିଗଲେ ପୁଟିନ୍ଙ୍କ ପ୍ରେମିକା
ମସ୍କୋ,୨୧ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଉଛି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ୟୁକ୍ରେନ ମଧ୍ୟ…
ପିତାଙ୍କ ସହ ଦୀର୍ଘବର୍ଷ ଧରି କଥାବାର୍ତ୍ତା ବନ୍ଦ କରିଦେଇଥିଲେ କଙ୍ଗନା, କାରଣ ଜାଣିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ବ୍ୟତୀତ ସେ ଅହଂକାର ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ହିମାଚଳ ପ୍ରଦେଶର ମାଣ୍ଡି ଜିଲା ନିକଟ ସୁରଜପୁର (ଭବଲା)ରେ ଜନ୍ମଗ୍ରହଣ କରିଥିଲେ। ସେ ୨୩ ମାର୍ଚ୍ଚରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ…
‘ଯିଏ ଭୋଟ ନ ଦେଇଛ, ସେ ଆମ ପାଖକୁ ଆସ ନାହିଁ’
ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ନିର୍ବାଚନୀ ବୈତରଣୀ ପାର୍ ହେବା ପରେ ବିଧାୟକଙ୍କ ଅସଲ ରୂପ ମଧ୍ୟ ପଦାକୁ ଆସୁଛି। ସବ୍କା ସାଥ୍, ସବ୍କା ବିକାଶ ନାରା ଦେଇ ସରକାରକୁ…
ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅମିର ଖାନ୍
ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଏବେ ବକ୍ସ ଅଫିସ୍ରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଯିଏ ଏହି ଫିଲ୍ମ ଦେଖୁଛନ୍ତି ସେମାନେ ପ୍ରଶଂସା ନ କରି ନିଜକୁ ଅଟକାଇ ପାରୁନାହାନ୍ତି। ଅନେକ ସେଲିବ୍ରିଟି ଏହି ଫିଲ୍ମ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ…
Archives


