Home

ହ୍ରିତିକ୍‌ଙ୍କ ଷ୍ଟାଇଲ୍‌ରେ ଟାଇଗର ଶ୍ରଫ୍‌ଙ୍କ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଟାଇଗର ତାଙ୍କର ପ୍ରିୟ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘କ୍ରିସ୍‌’ର ‘ଚୋରି ଚୋରି ଚୁପ୍‌କେ ଚୁପ୍‌କେ’ ଗୀତରେ ଏକ ଚମତ୍କାର ଡ୍ୟାନ୍ସ କରୁଥିବା…

ଆକ୍ରମଣକାରୀଙ୍କ ଗିରଫ ପାଇଁ ପୋଲିସ ଉପରେ ଚାପ

କଲମ୍ବୋ,୧୬ା୫: ଗତ ସପ୍ତାହରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ରାଜପାକ୍‌ସେ ପରିବାରର ବିଶ୍ୱସ୍ତବାଦୀଙ୍କୁ ଗିରଫ କରିବା ପାଇଁ ଶ୍ରୀଲଙ୍କାରେ ପୋଲିସ ଉପରେ ସୋମବାର ଚାପ ପଡ଼ିଛି। ଏହି ହିଂସାରେ ୯ ଜଣଙ୍କର ମୃତ୍ୟୁ ହେବା ପରେ ପୋଲିସ…

ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଞ୍ଚଳରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ନାବାଳକ ଭାଇ। ତେବେ ପୋଲିସ ଏହି ଦୁଇ ନାବାଳକ ଭାଇଙ୍କୁ ଅଟକ ରଖିଥିବା ବେଳେ ସଠିକ୍‌ କାରଣ ଜଣା ପଡ଼ି…

ଇମ୍ରାନଙ୍କୁ ମରିୟମଙ୍କ ଚେତାବନୀ

ଇସଲାମାବାଦ,୧୬ା୫: ପାକିସ୍ତାନର ଶାସକ ଦଳ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମଏଲ-ଏନ୍‌) ନେତ୍ରୀ ମରିୟମ ନଓ୍ବାଜ କହିଛନ୍ତି ଯେ, ଯଦି ଇମ୍ରାନ ତାଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରର ପ୍ରମାଣ ଦେଖାନ୍ତି ତେବେ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ଅପେକ୍ଷା ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଧିକ…

ଭାରତରେ ୧୭ କୋଟି ମୁସଲମାନଙ୍କ ପାଇଁ ପ୍ରାୟ ୭ ଲକ୍ଷ ମସଜିଦ୍‌, ୯୬ କୋଟି ହିନ୍ଦୁଙ୍କ ଲାଗି ୨୦ ଲକ୍ଷରୁ ଅଧିକ ମନ୍ଦିର…

ନୂଆଦିଲ୍ଲୀ, ୧୬।୫ : କାଶୀ, ମଥୁରା, ଦିଲ୍ଲୀ, ଆଗ୍ରା ଠାରୁ ମଧ୍ୟପ୍ରଦେଶର ଧାର ପର୍ଯ୍ୟନ୍ତ ମନ୍ଦିର-ମସଜିଦକୁ ନେଇ ବିବାଦ ଜାରି ରହିଛି। ହିନ୍ଦୁ ସଂଗଠନ ଦାବି କରୁଛନ୍ତି ଯେ ମୁସଲମାନ ଆକ୍ରମଣକାରୀମାନେ ହିନ୍ଦୁମାନଙ୍କ ବିଶ୍ୱାସକୁ ଆଘାତ ଦେଇଛନ୍ତି। ୬୦ ହଜାରରୁ ଅଧିକ…

ହେଭିଓ୍ବେଟ୍‌ ନେତାଙ୍କୁ ବ୍ରଜରାଜନଗର ଦାୟିତ୍ୱ ଦେଲା ବିଜେଡି

ଝାରସୁଗୁଡ଼ା ଅଫିସ,୧୬ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପନିର୍ବାଚନ ପରିଚାଳନା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ଜିଲା ପର୍ଯ୍ୟବେକ୍ଷକ ସୁବାସ ସିଂ, ସହ…

ଜ୍ଞାନବ୍ୟାପି ସର୍ଭେ ଶେଷ, ମଙ୍ଗଳବାରଠାରୁ ସୁପ୍ରିମ୍‌କୋର୍ଟରେ ଶୁଣାଣି…

ନୂଆଦିଲ୍ଲୀ, ୧୬।୫ : ଜ୍ଞାନବ୍ୟାପି ମସଜିଦ ସର୍ଭେ ଶେଷ ହୋଇଛି। ସର୍ଭେ ରିପୋର୍ଟ ଆଧାରରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ କରାଯିବ। ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ପି.ଏସ୍‌. ନରସିଂହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଗତ…

ମସଜିଦ କମ୍ପ୍ଲେକ୍ସରେ ଶିବଲିଙ୍ଗ ଥିବା ଦାବି

ବାରାଣସୀ,୧୬।୫: ବାରାଣସୀର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସ ସର୍ବେକ୍ଷଣ ସମୟରେ ପ୍ରାୟ ୧୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ମିଳି ଥିବା ହିନ୍ଦୁ ପକ୍ଷ ଦାବି କରିଛି। ସୋମବାର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସରେ ହେଉଥିବା ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ସରିଛି।…

ଉଚ୍ଚ ଅଟ୍ଟାଳିକାରେ ଲାଗିଛି ୮୦୦ ଗଛ, ୧୪ ହଜାର ଚାରା

ଆଧୁନିକ ଯୁଗରେ ମନୁଷ୍ୟର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଗଛ। ଏବେ ବିକାଶ ହେତୁ ଗଛଗୁଡ଼ିକୁ ନଷ୍ଟ କରି ଦିଆଯାଉଛି। କିଛି ଲୋକଙ୍କ ମନରେ ଉତ୍ତମ ଧାରଣା ଆସୁଛି। ଏହିପରି ଗୋଟିଏ ଧାରଣା ହେଉଛି (ଭର୍ଟିକାଲ ଫରେଷ୍ଟ)। ଏହା ମାଧ୍ୟମରେ ସହରାଞ୍ଚଳରେ…

ବେଦମନ୍ତ୍ରରେ କମ୍ପୁଛି ତାରା ତାରିଣି ପାହାଡ, ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଜଳ ଯାତ୍ରା 

ପୁରୁଷୋତ୍ତମପୁର, ୧୬/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟ ଲାଗି ବେଦମନ୍ତ୍ର ରେ ତାରାତାରିଣୀ ପାହାଡ଼ କମ୍ପିଉଠିବାରେ ଲାଗିଛି। ଏହି…

‘ଗୁଡ୍‌ ମର୍ନିଂ’ କହି ଟ୍ରୋଲ୍‌ ହେଲେ ବିଗ୍‌-ବି

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ବ୍ଲଗ ସାହାଯ୍ୟରେ ସେ ନିଜ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରନ୍ତି। ବେଳେବେଳେ ବିଗ୍‌-ବି ଏମିତି କିଛି ପୋଷ୍ଟ କରନ୍ତି, ଯାହାକୁ ନେଇ…

ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ପୁଅ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.)): ଟଙ୍କା ନ ଦେବାରୁ ନିଜର ଜନ୍ମକଲା ବୃଦ୍ଧା ମା’କୁ ପିଟିପିଟି ମାରିଦେଇଛନ୍ତି ପୁଅ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଛେଣ୍ତିପଦା ଥାନା ବାଗଡ଼ିଆ ବିଟ୍‌ହାଉସ ନିକଟସ୍ଥ ଦେହୁରୀ ସାହି ଗ୍ରାମରେ। ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri