କେବେ ଆକ୍ରମଣ ହେବ ସ୍ଥିର କରିଥିଲେ ରୁଷିଆ-ଚାଇନା, ଆମେରିକାର ଅଭିଯୋଗ…
ଓ୍ବାଶିଂଟନ/ମସ୍କୋ/ବେଜିଂ,୩।୩ : ୟୁକ୍ରେନ୍ ଉପରେ କେବେ ଆକ୍ରମଣ କରାଯିବ ତାହା ଚାଇନା ଏବଂ ରୁଷିଆ ପୂର୍ବରୁ ସ୍ଥିର କରିଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ଚାଇନାରେ ଶୀତକାଳୀନ ଅଲିମ୍ପିକ୍ସ୍ ପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆମେରିକା ଗୁପ୍ତଚର…
ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିଛି ୟୁକ୍ରେନ୍, ରୁଷିଆ ଆଣିଲା ଅଭିଯୋଗ…
ମସ୍କୋ/କ୍ୱିଭ୍,୩।୩ : ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ୍ ବନ୍ଧକ ରଖିଛି। ଏଭଳି ଅଭିଯୋଗ ରୁଷିଆ କରିଛି। ତେବେ ଏହାକୁ ଆମେରିକା ପକ୍ଷରୁ ଖଣ୍ଡନ କରାଯାଇଛି।ଯୁଦ୍ଧ ସମୟରେ ଏହା ରୁଷିଆର ଏକ ପ୍ରକାର ମିଥ୍ୟା ପ୍ରଚାର ବୋଲି ଆମେରିକା କହିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ…
ଖେରସାନ ସହରକୁ କବଜା କଲା ରୁଷିଆ
କ୍ୱିଭ,୩ ।୩: ଲଗାତାର ଅଷ୍ଟମ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ବେଳକୁ ବେଳ ରୁଷିଆ ୟୁକ୍ରେନର ବଡ ବଡ ସହରକୁ ଟାର୍ଗେଟ କରୁଥିବା ବେଳେ ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳୁ ରୁଷିଆ ୟୁକ୍ରେନର ଖେରସାନ ସହର କବଜା କରିଥିବା…
ବନ୍ୟପ୍ରାଣୀ ସୁରକ୍ଷା ହିଁ ପରିବେଶ ସୁରକ୍ଷା
ପରିବେଶ ସୁରକ୍ଷା ସବୁଜ ପୃଥିବୀର ସୁରକ୍ଷା ଲାଗି ଅପରିହାର୍ଯ୍ୟ। ତେବେ ଏକ୍ଷେତ୍ରରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପଲବ୍ଧି କରି ପ୍ର୍ରତିବର୍ଷ ମାର୍ଚ୍ଚ ୩ରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଥାଏ। ୨୦ ଡିସେମ୍ବର…
ବାକ୍ଶକ୍ତିକୁ ପ୍ରଭାବିତ କରେ ଶ୍ରବଣ ସମସ୍ୟା
ଜନ୍ମ ସମୟରେ ଶିଶୁ ଶବ୍ଦର ଅନୁକରଣ ମାଧ୍ୟମରେ କଥା କହିବାକୁ ପ୍ରୟାସ କରିଥାଏ। ମାତାପିତା, ପରିବାର ସଦସ୍ୟଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେବେ ଯଦି ଶିଶୁଟିର ଶ୍ରବଣରେ ସମସ୍ୟା ରହିଥାଏ, ତେବେ ସେ କିଛି ବି ଶୁଣିପାରେ ନାହିଁ। ଫଳରେ…
ଉତ୍ତାପ ପାଇଁ ପୋଷାକ ଜାଳୁଛନ୍ତି
ମସ୍କୋ, ୩ା୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣର ଯନ୍ତ୍ରଣା କେବଳ ୟୁକ୍ରେନବାସୀ ନୁହଁନ୍ତି, ସେଠାରୁ ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ଅନ୍ୟ ଦେଶର ଲୋକେ ମଧ୍ୟ ଭୋଗୁଛନ୍ତି। ଆଫ୍ରିକା, ମଧ୍ୟପ୍ରାଚ୍ୟ, ଭାରତ ସମେତ ବିଭିନ୍ନ ଦେଶର ଲୋକେ ୟୁକ୍ରେନ୍ ସୀମାରେ…
ପୁଟିନ୍ଙ୍କ ଆଧିପତ୍ୟ ବଢ଼ିବ
ଓ୍ବାଶିଂଟନ,୩ା୩: ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ତାହା ବୁଲଗେରିଆର ଜଣେ ଅନ୍ଧ ମହିଳା ପୂର୍ବାନୁମାନ କରିପାରୁଥିଲେ। ସେ ଜଣେ ଭବିଷ୍ୟବକ୍ତା ଥିଲେ ବୋଲି ତାଙ୍କ ଭବିଷ୍ୟବାଣୀଗୁଡ଼ିକୁ ଷଡ଼ଯନ୍ତ୍ର ସିଦ୍ଧାନ୍ତବାଦୀମାନେ ପ୍ରମାଣ ଭାବେ ବ୍ୟବହାର କରୁଛନ୍ତି। ୯/୧୧ ଆକ୍ରମଣ ଏବଂ ସିରିଆର…
ପୋଲାଣ୍ଡରୁ ୨୦୮ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବାୟୁସେନାର ତୃତୀୟ ବିମାନ
ନୂଆଦିଲ୍ଲୀ,୩ ।୩: ଅପରେଶନ ଗଙ୍ଗାରେ ସାମିଲ ହୋଇଥିବା ଭାରତୀୟ ବାୟୁସେନାର ସି-୧୭ ବିମାନ ଗୁରୁବାର ସକାଳୁ ପୋଲାଣ୍ଡରେ ଆଶ୍ରୟ ନେଇଥିବା ୨୦୮ ଭାରତୀୟଙ୍କୁ ନେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ବିମାନଟି ଭାରତୀୟ ବାୟୁସେନରା ନିଜସ୍ୱ ବେସ ହିଂଡାନ ଏୟାର ବେସରେ…
ଘରୋଇ ମେଡିକାଲ କଲେଜ ଉପରେ କେନ୍ଦ୍ରର ନିୟନ୍ତ୍ରଣ ନାହିଁ: ୟେଚୁରୀ
ନୂଆଦିଲ୍ଲୀ, ୩ା୩: ଭାରତର ଘରୋଇ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କଠାରୁ ଅତ୍ୟଧିକ ଫି’ ନିଆଯାଉଛି। ଏଭଳି ଶିକ୍ଷାନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ ପିଲାମାନେ ମେଡିକାଲ ଶିକ୍ଷା ପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ବୁଧବାର ଭାରତୀୟ…
ଏସ୍-୪୦୦ ଯୋଗାଣରେ ଅସୁବିଧା ହେବନାହିଁ
ନୂଆଦିଲ୍ଳୀ,୩।୩: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଲାଗି ଥିବା ଯୁଦ୍ଧ ଯୋଗୁ ରୁଷିଆ ପକ୍ଷରୁ ଭାରତକୁ ଏସ୍-୪୦୦ ମିଶାଇଲ ଯୋଗାଣ ବ୍ୟାହତ ହେବ ନାହିଁ ବୋଲି କହିଛନ୍ତି ରୁଷିଆ ରାଷ୍ଟ୍ରଦୂତ ଡେନିସ୍ ଏଲିପୋଭ। ଯୁଦ୍ଧ କାରଣରୁ ବହୁ ଦେଶ ରୁଷିଆ ଉପରେ…
ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ
ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ୧୦ ଜିଲାର ୫୭ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା…
ସୁପ୍ରିମକୋର୍ଟରେ ହେବ ଜରୁରୀ ଶୁଣାଣି
ନୂଆଦିଲ୍ଲୀ,୩।୩(ପି.ଟି.): ନିର୍ବାଚନ ବେଳେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ମାଗଣା ଉପହାର ପ୍ରତିଶ୍ରୁତି ଦିଆଯାଉଛି। ଉକ୍ତ ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏତଲା ଦାଏର ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ଏହାର…
Archives


