ଓକିଲ ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର କୁଲ୍ ଅଭିନେତ୍ରୀ ଇଶା ଗୁପ୍ତା ନିଜ ପାଇଁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦୁଃଖିତ ଯେ, ପିଲାଦିନେ କୌଣସି କଥା ବୁଝିବା କ୍ଷମତା ମୋ’ ପାଖରେ ନ ଥିଲା। ନିକଟରେ ଏକ ସାକ୍ଷାତକାରରେ ସେ…
୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍
ପିପିଲି,୨୭ା୬(ଡି.ଏନ୍.ଏ.): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ଜିଲା ଗସ୍ତ କରି ଶିକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏହିକ୍ରମରେ ସୋମବାର ସେ ଯାଉଥିବା ସମୟରେ ପିପିଲି ଟୋଲ ଗେଟ୍ ନିକଟରେ ପୂର୍ବାହ୍ନ ୧୦.୨୦ରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ…
ଆଶାବାଡ଼ି ଭରସାରେ ବିଚିତ୍ର
ରାଜକନିକା,୨୭ା୬(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ କଇଥାପାଳ ଗାଁ ର ବିଚିତ୍ର ଜେନା(୩୫) କିଛିବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଶାବାଡ଼ିକୁ ଭରସା କରି ତାଙ୍କ ଦିନ କଟୁଛି। ଆର୍ଥିକ ଅନଟନ ଯୋଗୁ ତାଙ୍କୁ ଉପଯୁକ୍ତ ଚିକିତ୍ସା…
ନିଆରା ଘର: ବନ୍ୟା କି ବର୍ଷାରେ ହେବ ନାହିଁ ନଷ୍ଟ
ଦୁନିଆରେ ଏପରି ଅନେକ ଦେଶ ରହିଛି, ଯେଉଁଠାରେ ବନ୍ୟା ପରିସ୍ଥିତି ଏକ ବଡ଼ ସମସ୍ୟା ଅଟେ। ବର୍ଷା ଆସିବା ମାତ୍ରେ ଏହି ଦେଶର ସହରଗୁଡ଼ିକ ପାଣିରେ ବୁଡ଼ିଯାଇଥାନ୍ତି। ବିଶେଷକରି କେତେକ ଏସୀୟ ଦେଶରେ ଏହି ସମସ୍ୟା ଏକ ଭୟଙ୍କର ରୂପ ନେଇଥାଏ।…
ଏମ୍ଏନଏସ୍ ମୁହାଁ ଶିବସେନାର ବିଦ୍ରୋହୀ ବିଧାୟକ…
ମହାରାଷ୍ଟ୍ର, ୨୭।୬ : ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ବିଧାୟକ ଉଦ୍ଧବଙ୍କ ସମ୍ପର୍କୀୟ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବର୍ନିମାନ ସେନା(ଏମ୍ଏନଏସ୍)ରେ ଯୋଗ ଦେଇ ପାରନ୍ତି ବୋଲି ଆକଳନ କରାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଯେ ଏକନାଥ ସିନ୍ଧେଙ୍କ ପାଖରେ ଦୁଇ…
ବ୍ରାଉନସୁଗାର ଜବତ, ଯୁବକ ଗିରଫ
ଫୁଲବାଣୀ ଅଫିସ,୨୭ା୬: କନ୍ଧମାଳ ଜିଲା ଫୁଲବାଣୀ ପେଞ୍ଜିସାହି ନିକଟରୁ ୩.୫୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହା ସହିତ ଏକ ବାଇକ ନମ୍ବର ଓ ୧୨ ଏ ୪୧୧୪କୁ ପୋଲିସ ଜବତ କରିଛି। ଏହି ଘଟଣାରେ ଫରେଷ୍ଟ କଲୋନୀର ସପନ କୁମାର…
ଶିବସେନାକୁ ବଡ଼ ଝଟ୍କା: ସମର୍ଥନ ପ୍ରତ୍ୟାହାର କଲା ସିନ୍ଦେ ଗୋଷ୍ଠୀ
ମୁମ୍ବାଇ,୨୭।୬:ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ମୋଡରେ ପହଞ୍ଚିଛି। ସୋମବାର ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ଗୋଷ୍ଠୀ ମହା ବିକାଶ ଅଘାଡି(ଏମ୍ଭିଏ) ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି। ଫଳରେ ଏବେ ଉଦ୍ଧବ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ଏକନାଥ ସିନ୍ଦେ ତାଙ୍କ…
ସଞ୍ଜୟ ରାଉତଙ୍କୁ ଇଡି ସମନ
ମୁମ୍ବାଇ,୨୭।୬: ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଜମି ଦୁର୍ନୀତି ମାମଲାରେ ଏହି ସମନ ଜାରି କରାଯାଇଥିବା ଜଣାପଡିଛି। ତାଙ୍କୁ ଆସନ୍ତାକାଲି ପଚରାଉଚରା ପାଇଁ ଡକାଯାଇଛି। ମହାରାଷ୍ଟ୍ର…
ବାଇକ୍ ସହ ଜଳିଥିବା ଯୁବକଙ୍କ ପରିଚୟ ମିଳିଲା
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଜୟଦେବବିହାର ନିକଟ ଓଭରବ୍ରିଜ୍ରେ ରବିବାର ରାତିରେ ଦୁର୍ଘଟଣା ଘଟିଥିଲା। ଖଣ୍ଡଗିରି ପଟୁ ବାଣୀବିହାର ଆଡ଼କୁ ଯାଉଥିବା ବେଳେ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଏକ ବାଇକ୍ ହୁତୁହୁତୁ ହୋଇ ଜଳିଯାଇଥିଲା । ଘଟଣାସ୍ଥଳରେ ହିଁ ଜଳି ଯାଇଥିଲେ ଜଣେ ଯୁବକ।…
ନାମାଙ୍କନପତ୍ର ଦାଖଲ କଲେ ଯଶଓ୍ବନ୍ତ ସିହ୍ନା
ନୂଆଦିଲ୍ଲୀ,୨୭।୮: ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସିହ୍ନାଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏନସିପି ସୁପ୍ରିମୋ ଶରଦ ପାୱାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ,…
‘ରଥଯାତ୍ରା ବେଳେ ପୁରୀରେ ମାସ୍କ ବାଧ୍ୟତାମୂଳକ’
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଆଉ କିଛିଦିନ ପରେ ପୁରୀରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ୨ ବର୍ଷ ପରେ ଚଳିତବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ରଥ ଟାଣିବାର ସୁଯୋଗ ପାଇବେ। ତେବେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି।…
ଜୁଲାଇ ୧ରୁ ମାଗଣା ବିଦ୍ୟୁତ୍ ଯୋଗାଣ…
ଚଣ୍ଡିଗଡ଼, ୨୭।୬ : ପଞ୍ଜାବ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନରେ ବଜେଟ ଉପସ୍ଥାପନା ସମୟରେ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଘୋଷଣା କରିଛନ୍ତି ଯେ ଆମ ଆଦମୀ ପାର୍ଟିର ଏହି ସରକାର ମାଗଣା ବିଦ୍ୟୁତ୍ ଯୋଗାଣ…
Archives


