ଉଦ୍ଧବ ସାଇଡ୍ଲାଇନ୍ !, ସମର୍ଥନ ପରେ ବି ଦ୍ରୌପଦୀଙ୍କୁ ଭେଟିବାର ସୁଯୋଗ ନାହିଁ…
ମୁମ୍ବାଇ,୧୪।୭ : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଥିବା ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏକ ବଡ଼ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଖବର ମୁତାବକ, ଦଳ ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ସଦସ୍ୟମାନଙ୍କୁ ଦ୍ରୌପଦୀଙ୍କୁ ଭେଟିବାକୁ…
ହିଜାବ ବିରୋଧରେ ଇରାନୀ ମହିଳା…
ତେହେରାନ,୧୪।୭ : ଇସଲାମ ଦେଶ ଇରାନରେ ମହିଳାମାନେ ହିଜାବକୁ ଦୃଢ଼ ବିରୋଧ କରିବା ଆରମ୍ଭ କରିଛନ୍ତି। ସରକାରଙ୍କ ଦ୍ୱାରା ଦେଶରେ ହିଜାବ ଏବଂ ଶୁଦ୍ଧତା ଦିବସ ପାଳନ କରାଯାଉଥିଲା ବେଳେ ରାସ୍ତାରେ ଯାଇଥିବା ମହିଳାମାନେ କଡା ନିୟମକୁ ବିରୋଧ କରି ହିଜାବ…
ବର୍ଷା ପାଇଁ କାଦୁଅରେ ଗାଧୋଇଲେ ବିଧାୟକ
ଲକ୍ଷ୍ନୌ, ୧୪।୭: ଉତ୍ତର ପ୍ରଦେଶର ମହାରାଜଗଞ୍ଜରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଇନ୍ଦ୍ର ଦେବତାକୁ ପ୍ରସନ୍ନ କରିବା ପାଇଁ ଗ୍ରାମବାସୀ ଭାଜପା ବିଧାୟକ ଜୟ ମଙ୍ଗଲ କାନୋଜିଆ ଓ ମହାନଗର ପରିଷଦ ଅଧ୍ୟକ୍ଷ କ୍ରିଷ୍ଣା ଗୋପାଳ ଜୈସ୍ବାଲଙ୍କୁ କାଦୁଅରେ ଗାଧୋଇ…
ଇସ୍ରାଏଲରେ ବାଇଡେନ୍
ତେଲ ଅଭିଭ୍ , ୧୪।୭: ଇସ୍ରାଏଲର ତେଲ ଅଭିଭ୍ ବିମାନବନ୍ଦରରେ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ପ୍ରଧାନମନ୍ତ୍ରୀ ୟେର୍ ଲ୍ୟାପିଡ୍ଙ୍କ ସହ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ସ୍ବାଗତ କରୁଛନ୍ତି। ବାଇଡେନ୍ ପାଲେଷ୍ଟାଇନ ଓ ସାଉଦି ଆରବ ନେତୃବୃନ୍ଦଙ୍କ ସହ ବିଭିନ୍ନ…
ଡାଉନିଂ ଷ୍ଟ୍ରିଟ୍ ଦୌଡ଼ ଆଗରେ ଋଷି
ଲଣ୍ଡନ, ୧୪ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ୍ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଦେଇଛନ୍ତି। ଋଷିଙ୍କ ସପକ୍ଷରେ ୮୮…
ବୈଶ୍ୱିକ ଲିଙ୍ଗଗତ ବ୍ୟବଧାନ ରିପୋର୍ଟ:୧୩୫ତମ ସ୍ଥାନରେ ଭାରତ
ନୂଆଦିଲ୍ଲୀ, ୧୪ା୭: ଭାରତରେ ଲିଙ୍ଗଗତ ବ୍ୟବଧାନ ଉଦ୍ବେଗଜନକ ଭାବେ ବଢ଼ିଚାଲିଛି। ଓ୍ବାଲର୍ଡ ଇକୋନୋମିକ ଫୋରମ (ଡବ୍ଲ୍ୟୁଇଏଫ୍)ର ଜେଣ୍ଡର ଗ୍ୟାପ୍ ରିପୋର୍ଟ-୨୦୨୨ରେ ୧୪୬ ଦେଶ ମଧ୍ୟରୁ ଭାରତ ୧୩୫ ତମ ସ୍ଥାନରେ ରହିଛି। ୦ରୁ ୧ ସ୍କେଲରେ ଭାରତର ସ୍କୋର ୦.୬୨୯ ରହିଛି।…
୪,୩୮୯ କୋଟିର ଆମଦାନୀ ଶୁଳ୍କ ଠକେଇ: ଓପୋକୁ ନୋଟିସ
ନୂଆଦିଲ୍ଲୀ, ୧୪ା୭: ଚାଇନା ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ଓପୋକୁ ୪,୩୮୯ କୋଟି ଟଙ୍କା ଆମଦାନୀ ଶୁଳ୍କ ଠକେଇ ଅଭିଯୋଗରେ ଭାରତ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା…
ଶ୍ରୀଲଙ୍କା ସଙ୍କଟ: ଡାକ୍ତର କହିଲେ ରୋଗଠାରୁ ଦୂରେଇ ରୁହନ୍ତୁ, ଆହତ ହୁଅନ୍ତୁ ନାହିଁ
କଲମ୍ବୋ,୧୪ ।୭: ଆର୍ଥିକ ସଙ୍କଟର ଶିକାର ହୋଇଥିବା ଶ୍ରୀଲଙ୍କାର ମେଡିକାଲ ଢାଞ୍ଚା ବି ଏବେ ବଦଳିବାରେ ଲାଗିଛି । ହସ୍ପିଟାଲରେ କିଡ୍ନୀ, କ୍ୟାନସର ଭଳି ଜଟିଳ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ କଥା ପଚାରେ କିଏ, କାରଣ ସାଧାରଣ ରୋଗ ପାଇଁ…
ବିପର୍ଯ୍ୟୟ ଆଣିଲା ମୌସୁମୀ ବର୍ଷା
ମୁମ୍ବାଇ/ଅହମ୍ମଦାବାଦ ୧୪ା୭: ଦେଶର ବିଭିନ୍ନ ସ୍ଥାନର ମୌସୁମୀଜନିତ ବର୍ଷା ଜଳପ୍ରଳୟ ସୃଷ୍ଟି କରିଛି। ଏକାଧିକ ରାଜ୍ୟରେ ବନ୍ୟା ଯୋଗୁ ଶତାଧିକ ଜୀବନ ହାନି ହେବା ସହ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଗତ ୧୦ ଦିନରେ ମହାରାଷ୍ଟ୍ରରେ…
ବିବାହକୁ ନେଇ ମୁହଁ ଖୋଲିଲେ ଆଥିଆ
ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖୁବଶୀଘ୍ର ସେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିବେ ବୋଲି ଚାରିଆଡେ ଚାଲିଛି ଆଲୋଚନା। ଏସବୁ ନେଇ ଚିଡିଯାଇଛନ୍ତି ଆଥିଆ।…
ଭିଡ଼ ଅଣାୟତ୍ତ, ସେନା ନରମ
କଲମ୍ବୋ/ନୂଆଦିଲ୍ଲୀ,୧୪ା୭: ଗୃହଯୁଦ୍ଧ ମୁହଁ। କଲମ୍ବୋ ଆକାଶରେ ଉଡ଼ୁଥିଲା ସେନା ହେଲିକପ୍ଟର। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୈନ୍ୟ ଛାଡ଼ୁଥିଲେ ତୁହାକୁ ତୁହା ଲୁହବୁହା ବାଷ୍ପ। ଉତ୍ତ୍ୟକ୍ତ ଜନତା ରଡ଼ି ଛାଡ଼ୁଥିଲେ ‘ରାନିଲ ଗୋ ହୋମ୍’। ଟିଅର୍ ଗ୍ୟାସ୍ରେ ବିକ୍ଷୋଭକାରୀଙ୍କ ଆଖି ପୋଡ଼ିଲେ…
ଦମ୍ପତିଙ୍କଠାରୁ ମିଳିଲା ୪୫ ପିସ୍ତଲ
ନୂଆଦିଲ୍ଲୀ, ୧୪ା୭: ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏକ ଭାରତୀୟ ଦମ୍ପତିଙ୍କ ନିକଟରୁ ୪୫ ପିସ୍ତଲ ଜବତ ହୋଇଛି। ଘଟଣାରେ ଉଭୟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜଗଜିତ୍ ସିଂ ଏବଂ ଯଶବିନ୍ଦର ସିଂ। ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍ଏସ୍ଜି)ର…
Archives


