Home

୪ ରାଜ୍ୟର ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେଲା ଭାଜପାର ନାମାଙ୍କନ

ନୂଆଦିଲ୍ଲୀ,୩୦।୬: ଭାରତୀୟ ଜନତା ପାର୍ଟି(ଭାଜପା)ରେ ୪ଟି ରାଜ୍ୟରେ ରାଜ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନେତାମାନେ ନାମାଙ୍କନ ପତ୍ର ନେଇଛନ୍ତି। ଉତ୍ତରାଖଣ୍ଡରେ, ରାଜ୍ୟ ସଭା ଏମପି ଏବଂ ବର୍ତ୍ତମାନର…

‘ମୋ ସହ ନ୍ୟାୟ ହେଉ…’ କାହିଁକି ମୋଦିଙ୍କୁ ଏମିତି ଚିଠି ଲେଖିଲେ ରୋହିଣି, ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

ଲକ୍ଷ୍ନୌ,୩୦।୬: ଉତ୍ତର ପ୍ରଦେଶର ନାଗିନା ଲୋକ ସଭା ଆସନର ଏମପି ଏବଂ ଆଜାଦ ସମାଜ ପାର୍ଟି (କାଂଶିରାମ) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପିଏଚଡି ସ୍କଲାର ଡକ୍ଟର ରୋହିଣୀ ଘାଭାରୀ ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହା ପରେ ସେ ଲଗାତାର ବିବାଦରେ…

ଖୁଡ଼ୀ-ପୁତୁରା ବିବାହ ଘଟଣାରେ ନୂଆମୋଡ଼: ସ୍ବାମୀ ଖୋଲିେଦେଲେ ସବୁ ଗୁମର

ଜାମୁଇ,୩୦।୬: କିଛି ଦିନ ପୂର୍ବରୁ ଜାମୁଇର ଶିଖରିଆ ଗାଁରେ, ଆୟୁଷୀ କୁମାରୀ ନାମକ ଜଣେ ମହିଳା ତାଙ୍କ ପ୍ରଥମ ସ୍ବାମୀ ବିଶାଲ ଦୁବେଙ୍କ ଉପସ୍ଥିତିରେ ଏକ ମନ୍ଦିରରେ ତାଙ୍କ ପୁତୁର ସଚିନ ଦୁବେଙ୍କୁ ବିବାହ କରିଥିଲେ। ଏବେ ପୀଡିତ ସ୍ବାମୀ ବିଶାଲ…

ଭାଜପା ଅଧ୍ୟକ୍ଷ ଚୟନ ପାଇଁ ଚାଲିଛି କସରତ: ଆରଏସ୍‌ଏସ୍‌ ପାଖରେ ଅଟକିଛି ପେଞ୍ଚ

ନୂଆଦିଲ୍ଲୀ,୩୦ା୬:ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବିଳମ୍ବିତ ହେଉଛି। ଏହାକୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ନଡ୍ଡାଙ୍କ କାର୍ଯ୍ୟକାଳ…

ବାସନ ମାଜୁଥିଲେ ସ୍ତ୍ରୀ, ବାଲକୋନିକୁ ଯାଇ ସ୍ବାମୀ କଲେ ଏମିତି କାମ: ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଇନ୍ଦୋର,୩୦।୬: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୁଏ। କିନ୍ତୁ ଅନେକ ଦମ୍ପତି ଏହି ଝଗଡ଼ାର ଶୀଘ୍ର ସମାଧାନ କରିଦିଅନ୍ତି, କିନ୍ତୁ କେତେବେଳେ ଏହି ଝଗଡ଼ା ଭୟଙ୍କର ରୂପ ନେଇଥାଏ। ମଧ୍ୟପ୍ରଦେଶର ଇନ୍ଦୋରରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ…

ଶିଶୁକନ୍ୟାକୁ ନୀଳ ବାସ୍କେଟ୍‌ରେ ପୂରାଇ ରାସ୍ତା ଉପରେ ଛାଡ଼ି ଦେଇଗଲେ ମା’-ବାପା, ଲେଖିଦେଇ ଗଲେ‘Sorry’

ମୁମ୍ବାଇ,୩୦ା୬: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ୩ ଦିନର ଏକ ଶିଶୁକନ୍ୟାକୁ ଟୋକେଇରେ ପୂରାଇ ରାସ୍ତାକଡ଼ରେ କେହି ନିଷ୍ଠୁର ମାଆ-ବାପା ଛାଡ଼ି ଚାଲିଯାଇଛନ୍ତି। ଏହା ସହିତ ଏକ କାଗଜରେ ‘Sorry’ ଲେଖିବା ସହ ଛାଡ଼ିବାର…

ଟ୍ରମ୍ପଙ୍କ ୟୁ-ଟର୍ନ: ଏଲନ ମସ୍କଙ୍କୁ ପ୍ରଶଂସାରେ ପୋତି ପକାଇଲେ

ଓ୍ବାଶିଂଟନ୍‌,୩୦।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଟ୍ରମ୍ପ ମସ୍କଙ୍କ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଟ୍ରମ୍ପ ତାଙ୍କୁ ଜଣେ ଚମତ୍କାର ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ମସ୍କ ମେ ୨୦୨୫ ପର୍ଯ୍ୟନ୍ତ…

ହତ୍ୟା କରି ଅଳିଆ ଗାଡ଼ିରେ ଫିଙ୍ଗିଦେଲେ ମୃତଦେହ, ଗନ୍ଧ ଆସିବା ପରେ..

ବେଙ୍ଗାଲୁରୁ,୩୦।୬: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସହରର ଚିକପେଟ ନିକଟସ୍ଥ ସିକେ ଆଚୁକଟ୍ଟୁ ଅଞ୍ଚଳରେ ଏକ ଅଳିଆ ଗାଡ଼ିରେ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ଏକ ବଡ଼ ବସ୍ତାରେ ଭର୍ତ୍ତି କରି ଫିଙ୍ଗି…

ଘୋଷାଡ଼ି ଘୋଷାଡ଼ି ଗାର୍ଡ ରୁମକୁ ନେଲେ, ହକି ଷ୍ଟିକରେ ପିଟିଲେ, ସିସିଟିଭି ଫୁଟେଜରୁ ମିଳିଲା ଅଭିଯୁକ୍ତଙ୍କ କଳା କାରନାମାର ପ୍ରମାଣ

କୋଲକାତା,୩୦।୬: କୋଲକାତାର ଦକ୍ଷିଣ କୋଲକାତା ଆଇନ କଲେଜ (କୋଲକାତା ଆଇନ କଲେଜ ଗଣବଳାତ୍କାର ମାମଲା)ରେ ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର ପରେ ସମଗ୍ର ରାଜ୍ୟ କ୍ରୋଧରେ ଜଳୁଛି। ଏବେ ଘଟଣାର ସିସିଟିଭି ଫୁଟେଜ ସେହି ଭୟଙ୍କର ରାତିର ସତ୍ୟତାକୁ ପ୍ରକାଶ…

କେମିକାଲ ଟ୍ୟାଙ୍କରରେ ବିସ୍ଫୋରଣ, ଅତିକମରେ ୧୦ ମୃତ

ହାଇଦ୍ରାବାଦ,୩୦।୬: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରାସାୟନିକ ପଦାର୍ଥ ଭର୍ତ୍ତି ଏକ ଟ୍ୟାଙ୍କରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସିଗାଚି କେମିକାଲ୍ସରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ…

ଭିଣେଇଙ୍କ ସହ ସ୍ତ୍ରୀ ଫେରାର: ପୁରସ୍କାର ରାଶି ଘୋଷଣା କଲେ ସ୍ବାମୀ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୩୦।୬: ସାଧାରଣତଃ ନଣନ୍ଦଙ୍କ ସ୍ବାମୀ ଅର୍ଥାତ୍‌ ନଣଦେଇଙ୍କୁ ସର୍ବଦା ସମ୍ମାନର ସହିତ ଦେଖନ୍ତି ଭାଉଜ। କିନ୍ତୁ ଉତ୍ତର ପ୍ରଦେଶର ଇଟାୱାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନଣଦେଇଙ୍କ ସହ ଫେରାର ହୋଇଯାଇଛନ୍ତି ଭାଉଜ। ଫେରାର୍‌ ମହିଳାଙ୍କ ସ୍ବାମୀ…

ଓଲଟିଲା ଚାଉଳ ବୋଝେଇ ଟ୍ରକ: ପାଣିରେ ଭାସୁଛି କୋଡ଼ିଏ ଟନରୁ ଉର୍ଦ୍ଧ୍ୱ ବସ୍ତା ଚାଉଳ

ବଣାଇଁ,୩୦।୬(ପ୍ରଦୀପ ତ୍ରିପାଠୀ): ଠିକାଦାରଙ୍କ ରାସ୍ତା ନିର୍ମାଣରେ ଅବହେଳା ଯୋଗୁ ବାରମ୍ବାର ଆଜି ପୁଣି ଏକ ଦୁର୍ଘଟଣା ଯୋଗୁ ବଣାଇଁ ଥାନା ଅନ୍ତର୍ଗତ ବାର୍ହାମୂଷା ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି l ଦୁଇଦିନ ଧରି ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri