୫ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୮ ହଜାର ଉପରେ ରହିଛି। ଗତ…
ବଜାରକୁ ଆସିଲା ଉଡ଼ନ୍ତା ବାଇକ୍, ଦାମ୍ ରହିଛି…
ଆପଣ ଉଡ଼ନ୍ତା ବାଇକ୍ ବିଷୟରେ ଅନେକ କଥା ଶୁଣିଥିବେ। ମାତ୍ର ଦୁନିଆକୁ ସତରେ ଏବେ ଉଡ଼ନ୍ତା ବାଇକ୍ ଆସିଛି। ଯଦି ଆପଣ ଟ୍ରାଫିକ୍ ଜାମ୍ ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ଆକାଶରେ ଉଡ଼ି ଗୋଟିଏ ସହରରୁ ଅନ୍ୟ ସହରକୁ ଯାଇପାରିବେ। ଏହା…
ଉଲ୍କାପିଣ୍ଡରେ ଜଳ
ଲଣ୍ଡନ: ବିଶେଷଜ୍ଞମାନେ ଉଲ୍କାପିଣ୍ଡ ଖଣ୍ଡରୁ ଜଳର ସନ୍ଧାନ କରିଛନ୍ତି। ଗତବର୍ଷ ଫେବୃୟାରୀରେ ବ୍ରିଟେନ୍ର ଗ୍ଲୋସେଷ୍ଟରସିର ଟାଉନ୍ର ସଡ଼କରେ ଏହି ଉଲ୍କାପିଣ୍ଡର କିଛି ଅଂଶ ପଡ଼ିଥିଲା। ତେବେ ଏହି ଉଲ୍କାପିଣ୍ଡରୁ ଜଳ କେଉଁଠାରୁ ଆସିଲା ସେ ନେଇ ବିଶେଷଜ୍ଞ ଟିମ୍ର ଅଧ୍ୟୟନ ଜାରି…
୬୦ ବର୍ଷୀୟ ସ୍ପାଇଡର୍ ମ୍ୟାନ୍
ପ୍ୟାରିସ୍: ବିଶାଳ ଟାଓ୍ବାର ଚଢ଼ିବାର ସ୍ବପ୍ନକୁ ବୃଦ୍ଧ ବୟସରେ ଫ୍ରାନ୍ସର ଆଲେନ ରବର୍ଟ ନାମକ ଜଣେ ବ୍ୟକ୍ତି ସାକାର କରିଛନ୍ତି। ଶନିବାର ପ୍ୟାରିସ୍ରେ ସେ ଏକାକୀ ୪୮ ମହଲା ବିଶିଷ୍ଟ ବିଲ୍ଡିଂ ଚଢ଼ି ରେକର୍ଡ କରିଛନ୍ତି। ରବର୍ଟ ନାଲି ରଙ୍ଗର ଡ୍ରେସ୍…
ରାଜସ୍ବ ହରାଉଛନ୍ତି ସରକାର
ଭୁବନେଶ୍ୱର,୧୯।୯: ସାରା ଦେଶରେ ବ୍ୟବସାୟିକ କ୍ଷେତ୍ରରେ କମର୍ସିଆଲ ଗ୍ୟାସ୍ ପରିବର୍ତ୍ତେ ଘରୋଇ ଗ୍ୟାସ୍ର ବହୁଳ ବ୍ୟବହାର ଯୋଗୁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ସେହିଭଳି ଉଭୟ ସରକାରଙ୍କ ସମ୍ପୃକ୍ତ ବିଭାଗର ଅବହେଳା…
‘ବୀର୍’ ସ୍କିମ୍ ଆରମ୍ଭ କଲା ବଜାଜ ଆଲିଆଞ୍ଜ
ନୂଆଦିଲ୍ଲୀ,୧୯।୯: ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ପକ୍ଷରୁ ପ୍ରତିରକ୍ଷା ଓ କେନ୍ଦ୍ରୀୟ ସଶସ୍ତ୍ର ସେନା ବାହିନୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଅଭିଯାନ ‘ବୀର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷାକୁ…
ଆଇଡିଏଫ୍ସି ଇଣ୍ଡେକ୍ସ ଫଣ୍ଡ୍ ଉନ୍ମୋଚିତ
ନୂଆଦିଲ୍ଲୀ,୧୯।୯: ଆଇଡିଏଫ୍ସି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ୍-ଏଣ୍ଡେଡ୍ ଇଣ୍ଡେକ୍ସ ସ୍କିମ୍ ଆଇଡିଏଫ୍ସି ନିଫ୍ଟି ୧୦୦ ଲୋ ଭୋଲାଟିଲିଟି ୩୦ ଇଣ୍ଡେକ୍ସ ଫଣ୍ଡ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ନିଫ୍ଟି୧୦୦ ଲୋ ଭୋଲାଟିଲିଟି ୩୦ଇଣ୍ଡେକ୍ସକୁ ନକଲ କରୁଥିବା ଲାର୍ଜକ୍ୟାପ୍ ୟୁନିଭର୍ସରୁ…
ସ୍ବାସ୍ଥ୍ୟଭିତ୍ତିକ ପ୍ଲାଟଫର୍ମ ଅଲିଭ ରିଡ୍ଲେର ଶୁଭାରମ୍ଭ
ଭୁବନେଶ୍ୱର,୧୯।୯: ବର୍ତ୍ତମାନ ସମୟରେ ଉଭୟ ଶାରୀରିକ ବିକାଶ ଓ ମାନସିକ ଶାନ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି କିଏ ଜିମ୍ ଯାଇ ବ୍ୟାୟାମ କରୁଛି ତ କିଏ ଯୋଗ ଓ ପ୍ରାଣାୟାମ ଆଦି କରୁଛନ୍ତି। ହେଲେ…
ଷଡ଼ଯନ୍ତ୍ର ବିରୋଧରେ ଖୁଲାସା କଲେ ରାମଦେବ
ନୂଆଦିଲ୍ଲୀ,୧୯।୯: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ପତଞ୍ଜଳିର ସଫଳତାକୁ ସହ୍ୟ ନ କରି ପାରି କିଛି ମିଷ୍ଟଭାଷୀ ଏବଂ କ୍ଷଣ ପ୍ରକୃତିର ସଂସ୍ଥା ଓ ବ୍ୟକ୍ତିବିଶେଷ ପତଞ୍ଜଳି ଆୟୁର୍ବେଦର ଉତ୍ପାଦ ସର୍ମ୍ପକରେ ନାନା ପ୍ରକାରର ଅପପ୍ରଚାର ବିଭିନ୍ନ ପ୍ଲାଟଫର୍ମରେ କରୁଥିବା ପ୍ରତିଷ୍ଠାନର…
ଏଚ୍ଏମ୍ଏସ୍ଆଇ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ
ନୂଆଦିଲ୍ଲୀ,୧୯।୯: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ପୁନଃ ଆରମ୍ଭ କରାଯାଇଥିବା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ନିକଟରେ ଅନୁଗୋଳ ଜିଲାରେ ପହଞ୍ଚତ୍ଛି। ଏହି ପରିପ୍ରେକ୍ଷୀରେ ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଆରଆଇଏମଆଇଟିଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।…
ଅଗ୍ରିମ ଟିକସ ଆଦାୟ ୧୭% ବଢ଼ିଛି
ନୂଆଦିଲ୍ଲୀ,୧୯।୯: ଦେଶର ବିକାଶ ଓ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଟିକସ ଆଦାୟ ଏକ ପ୍ରମୁଖ ଅଂଶ ବା ଭୂମିକା ନିର୍ବାହ କରିଥାଏ। ବିଶେଷକରି ରବିବାର କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ…
ଭିଲଓ୍ବାରା କିଙ୍ଗ୍ସ ବିଜୟୀ
ଲକ୍ଷ୍ନୌ, ୧୯।୯: ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍ରେ ଭିଲ୍ଓ୍ବାରା କିଙ୍ଗ୍ସ ୩ ଉଇକେଟରେ ମନିପାଲ ଟାଇଗର୍ସକୁ ପରାସ୍ତ କରିଛି। ଟାଇଗର୍ସ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୫୩ ରନ୍ କରିଥିବାବେଳେ କିଙ୍ଗ୍ସ ୧୯.୪ ଓଭରରେ…
Archives


