କାମ କରିବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ସକାଳୁ ମିଳିଲା ମୃତଦେହ
ଆନନ୍ଦପୁର/ଘସିପୁରା,୩ା୭(ସ୍ବ.ପ୍ର./ଡି.ଏନ୍.ଏ.):କେନ୍ଦୁଝର ଜିଲା ଘସିପୁରା ଥାନା ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ ଚାଷଜମିରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ଖାଳିଆମେଣ୍ଟା ହରିଜନ ସାହିର ହୃଷୀକେଶ ମଲ୍ଲିକଙ୍କର ବୋଲି ଜଣାପଡିଛି। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି…
‘ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା’
ମୁମ୍ବାଇ,୩।୭:ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପରେ ସେଠାରେ ଏକ ନୂତନ ସରକାର ଗଠନ କରାଯାଇଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରବିବାର ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି। ସୋମବାର…
ରାଜଧାନୀରେ କରୋନା ଟେଷ୍ଟ ଜୋରଦାର
ଭୁବନେଶ୍ୱର,୩ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହେବା ପରେ ଏବେ କରୋନା ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି। ରବିବାର ଭୁବନେଶ୍ୱରରେ ୨୫ଟି ୟୁପିଏଚ୍ସି/ୟୁସିଏଚ୍ସିରେ କରୋନା ଟେଷ୍ଟ ବ୍ୟବସ୍ଥା କରାଯାଇଛି। ସକାଳ ୯ରୁ ୧୧ଟା ୩୦ ଓ ସନ୍ଧ୍ୟା…
ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜସ୍ଥାନ, ୫୦୦ରୁ ଅଧିକ ଟେରର ପ୍ରଫେସର ପଢ଼ାଉଛନ୍ତି ଦଙ୍ଗା ପାଠ୍ୟକ୍ରମ…
ନୂଆଦିଲ୍ଲୀ, ୩।୭ : ରାଜସ୍ଥାନ ସମେତ ସମଗ୍ର ଦେଶରେ ଆତଙ୍କବାଦର ଏକ ନୂଆ ଚେହେରା ସୃଷ୍ଟି ହେବାରେ ଲାଗିଛି। ଏବେ ଯେଉଁମାନେ ଆତଙ୍କବାଦ ବିସ୍ତାର କରୁଛନ୍ତି ସେମାନଙ୍କ ହାତରେ ଏକେ-୪୭ ନାହିଁ । ବସ ଏବଂ ଟ୍ରେନରେ ବୋମା ପ୍ଲାଣ୍ଟ ଲଗାଯାଉନାହିଁ।…
ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ୍
କ୍ୱିଭ୍,୩ା୭: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଲଗାତର ଆକ୍ରମଣ ଜାରି ରଖିଛି ରୁଷିଆ। ୟୁକ୍ରେନର ୟାସିନୋଭାତାୟାରେ ରୁଷିଆ ପୁଣି ଏୟାର ଷ୍ଟ୍ରାଇକ୍ କରିଛ। ରୁଷିଆ ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଓ…
ସୁରକ୍ଷା ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପଶିଲେ ଯୁବକ
କୋଲକତା,୩।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି। କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶନିବାର ଜଣେ ଅଜ୍ଞାତ ଯୁବକ ପାଚେରି ଡେଇଁ ଘରେ ପଶିଥିଲେ। ରାତିସାରା ଘର ପରିସରରେ ରହିଥିଲେ। ସକାଳେ ତାଙ୍କୁ…
ଅଧିନାୟକଙ୍କ ଭଳି କାମ କରୁଛନ୍ତି କୋହଲି
ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ୍ରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ମ୍ୟାଚର ଦ୍ୱିତୀୟ ଦିନରେ ବିରାଟ କୋହଲି ଫିଲ୍ଡିଂ ବେଳେ ଅଧିନାୟକ ଜଶପ୍ରୀତ ବୁମ୍ରାଙ୍କୁ ସାହାଯ୍ୟ କରୁଥିବା ନଜର ଆସିଥିଲେ। ବୁମ୍ରା ପ୍ରଥମ ଥର ପାଇଁ ଦଳର ନେତୃତ୍ୱ ନେଉଛନ୍ତି।…
ଆଡ଼ପ ଅବଢ଼ା ପାଇ ଧନ୍ୟ ହେଲେ ଭକ୍ତ
ପୁରୀ ଅଫିସ,୩ା୭: ଆଡ଼ପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ଆଡ଼ପ ଅବଢ଼ା ମଧ୍ୟ ବାହାରିଛି। ସକାଳୁ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତି,…
‘ମହାରାଷ୍ଟ୍ରରେ ଚାଲିଛି ଶିବସେନା ଏବଂ ଭାଜପା ସରକାର’
ମୁମ୍ବାଇ,୩।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏକନାଥ ସିନ୍ଧେ ତାଙ୍କର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି। କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ସିନ୍ଧେ ଉଦ୍ଧବ ଠାକରେଙ୍କୁ…
କମେଡି କୁଇନ୍ଙ୍କ ଡବଲ ଖୁସି
ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂଙ୍କ ପାଇଁ ଡବଲ ଖୁସି। ଆଜି ଅର୍ଥାତ୍ ଜୁଲାଇ ୩ରେ ତାଙ୍କ ପୁଅ ଗୋଲାଙ୍କୁ ୩ ମାସ ହୋଇଥିବା ବେଳେ ଭାରତୀଙ୍କୁ ୩୮ ବର୍ଷ ହୋଇଛି। ଭାରତୀ ପୁଅ ଗୋଲା ଏବଂ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କ…
ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେବା ପଡ଼ିଲା ମହଙ୍ଗା: ରୋଷେୟା ଗିରଫ
ଟିଭି ଅଭିନେତ୍ରୀ ମାହି ବିଜ୍ଙ୍କୁ ହତ୍ୟା ଧମକ ଦେଇଥିବା ତାଙ୍କ ରୋଷେୟାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିନେତା ଜୟ ଭାନୁଶାଳୀ ଏବଂ ମାହିଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ହଠାତ୍ ରାଗିଯାଇ ସେମାନଙ୍କୁ ହତ୍ୟା ଧମକ…
ସଫଳତାର ରାଜ୍ ଖୋଲିଲେ ଜାଡେଜା
ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଏଜବାଷ୍ଟନଠାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୧୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଭାରତ ପାଇଁ…
Archives


