Home

ମାଲକାନଗିରିରେ ଅଜଣା ରୋଗରେ ଆଉ ଜଣଙ୍କର ଜୀବନଗଲା

ମାଲକାନଗିରି,୨୨ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବୁଧବାର ରାତିରେ ଆଉ ଜଣେ ଯୁବକଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଲକ୍ଷ୍ମା ମାଡକାମୀ(୨୨)। ଲକ୍ଷ୍ମା ଗତ ୧୩ ତାରିଖରେ ମାଲକାନଗିରି ସଦରମହକୁମା…

ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବାକୁ ଚିଠି

ପୁରୀ ଅଫିସ,୨୨।୯: ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବଢ଼ାଇବା ପାଇଁ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏ ନେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମାଧ୍ୟମରେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କୁ ବୁଧବାର ଏକ ଚିଠି ଲେଖାଯାଇଛି। ଶ୍ରୀମନ୍ଦିରର ନିୟନ୍ତ୍ରଣାଧୀନ ଅଞ୍ଚଳରେ ନିର୍ମାଣ…

ଚାଉଳ ଫେରାଉ ନାହାନ୍ତି ମିଲର

ନୟାଗଡ଼ ଅଫିସ,୨୨।୯: ମଣ୍ଡିରୁ ଧାନ କିଣିବାକୁ ମିଲର ଆଗ୍ରହୀ ଥିବାବେଳେ ଚାଉଳ ଫେରାଇବାକୁ ପଛଘୁଞ୍ଚା ହେଉଛନ୍ତି। ଅବଧି ଶେଷ ହେବାକୁ ୯ ଦିନ ଥିବାବେଳେ ମିଲର ମାନେ ଏଯାବତ ୮୧.୬୧ ପ୍ରତିଶତ ଚାଉଳ ଫେରାଇଛନ୍ତି । ତେବେ ଯୋଗାଣ ବିଭାଗ ମିଲରଙ୍କୁ…

ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୯ : କର୍ନାଟକରେ ହିଜାବ ନିଷେଧାଦେଶ ବିରୋଧରେ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କର୍ନାଟକ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନଭଦଗୀ…

୫-ଟି ସ୍କୁଲରେ ଜମୁଛି ପାଣି

ବାଲିଅନ୍ତା,୨୨।୯(ଡି.ଏନ୍‌.ଏ.): ବାଲିଅନ୍ତା ହାଇସ୍କୁଲକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି। କିନ୍ତୁ ବିଦ୍ୟାଳୟ ପରିସର ଓ ପ୍ରବେଶ ପଥ ଅସରାଏ ବର୍ଷା ପାଣିରେ ଜଳମଗ୍ନ ହୋଇପଡୁଛି। ବୁଧବାର ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଦ୍ୟାଳୟ ପରିସରରେ ପାଣି ଜମି ରହିଥିଲା। ଫଳରେ ଛାତ୍ରୀଛାତ୍ରଙ୍କୁ…

ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ସମସ୍ତଙ୍କୁ ହସାଉ ଥିବା ରାଜୁ ଶ୍ରୀବାସ୍ତବ ସବୁଦିନ ପାଇଁ ଚୁପ ହୋଇଯାଇଛନ୍ତି। ଗୁରୁବାର ଦିଲ୍ଲୀର ନିଗମ୍ବୋଡ ଘାଟରେ ତାଙ୍କ ଶବଦାହ କରାଯାଇଛି। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନେ ଅଶ୍ରୁଳ ଆଖିରେ…

ପୁଣି ଥରିଲା ମେକ୍ସିକୋ

ମେକ୍ସିକୋ,୨୨।୯: ୨-୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେକ୍ସିକୋରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରହିଥିଲା। ଏଥିରେ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଦୁଇ ଦିନ ପୂର୍ବେ ମେକ୍ସିକୋରେ ଭୟଙ୍କର ଭୂକମ୍ପ ସୃଷ୍ଟି…

‘ମୋ ବାପା ପୋଲିସ, ଗୁଳି ମାରିଦେବି’

ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ, ଯାହା ବେଳେବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ କୁନି ଶିଶୁଟି ନିଜ ସ୍କୁଲ ଶିକ୍ଷକଙ୍କୁ ଧମକ ଦେଇଛନ୍ତି। ଭିଡିଓ ଦେଖି…

ମାସ୍କ ଦୋଳିରେ ଝୁଲୁଛି ଶୁଆ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଏକ ଶୁଆ କାର୍‌ରେ ଏକ ମାସ୍କକୁ ଦୋଳି କରି ଝୁଲୁଛି। ଶୁଆଟିର…

ଶିବାଜୀ ପାର୍କ ଦଶହରା ରାଲି ପାଇଁ କାହାକୁ ମିଳିଲାନି ଅନୁମତି…

ମୁମ୍ବାଇ, ୨୨।୯ : ମହାରାଷ୍ଟ୍ରରେ ଶିବାଜୀ ପାର୍କ ଦଶହରା ରାଲି ପାଇଁ ଉଦ୍ଧବ ଠାକରେ ଅବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ କାହାକୁ ମଧ୍ୟ ଅନୁମତି ମିଳିନାହିଁ। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି) ଏନେଇ ଗୁରୁବାର ସୂଚନା ପ୍ରଦାନ କରିଛି। ଅକ୍ଟୋବର ୫ରେ…

ବିରୋଧ ସତ୍ତ୍ୱେ ବାର୍‌ ଖୋଲିବାକୁ ଉଦ୍ୟମ: ପ୍ରତିବାଦରେ ଦୋକାନ, ବଜାର ବନ୍ଦ

ବରଗଡ଼ ଅଫିସ,୨୨ା୯: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ଛକରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଏକ ବାର୍‌ (ଅନ୍‌ ଅଫ୍‌ ବିଦେଶୀ ମଦ ଦୋକାନ) ଖୋଲିବାକୁ ଉଦ୍ୟମ ଚାଲିଛି। ଏହାକୁ ନେଇ ରେଙ୍ଗାଲି କ୍ୟାମ୍ପ ଅଞ୍ଚଳରେ ଚାପା…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri