Home

ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ହଂକଂ ଅଧିନାୟକ; ଜାଣିଲେ ଖୁସି ହେବେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ ଟିମ୍‌ ରବିବାର ପାକିସ୍ତାନକୁ ହରାଇ ଏସିଆ କପ୍‌ ୨୦୨୨ରେ ନିଜର ଯାତ୍ରା ଆରମ୍ଭ କରିଛି। ଏବେ ଦଳ ଗ୍ରୁପ୍‌ ଏର ଦ୍ୱିତୀୟ ମୁକାବିଲା ହଂକଂ ସହ ବୁଧବାର ଖେଳିବ। ଟୁର୍ନାମେଣ୍ଟରେ ହଂକଂର ଏହା ପ୍ରଥମ ମ୍ୟାଚ୍‌। ରୋହିତ ଶର୍ମା…

ପାକିସ୍ତାନରେ ଲିଙ୍ଗଗତ ଭେଦଭାବ, ଦେଶରେ ୫ ପ୍ରତିଶତରୁ କମ୍‌ ମହିଳା ଗଣମାଧ୍ୟମ ପ୍ରତିନିଧି…

ଇସଲାମାବାଦ, ୩୦।୮ : ପାକିସ୍ତାନରେ ମହିଳା କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବଢ଼ିବାରେ ଲାଗିଛି। ଦେଶରେ ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ, ଲିଙ୍ଗଗତ ପକ୍ଷପାତିତା ଏକ ସମସ୍ୟା ସୃଷ୍ଟି କରିଛି। ଦେଶରେ ଗଣମାଧ୍ୟମ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥିତି ସଙ୍କଟରେ…

କେବଳ ବରିଷ୍ଠ ନୁହନ୍ତି, ଯୁବ ନେତା ବି ଛାଡ଼ୁଛନ୍ତି କଂଗ୍ରେସର ହାତ; ବେଳକୁ ବେଳ ଲମ୍ବୁଛି ତାଲିକା

ନୂଆଦିଲ୍ଲୀ,୩୦।୮: ପ୍ରାୟ ପାଞ୍ଚ ଦଶନ୍ଧି ଧରି କଂଗ୍ରେସରେ ଥିବା ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ରାହୁଲଙ୍କ ଯୋଗୁ ଦଳର ଏଭଳି ଅବସ୍ଥା ହୋଇଥିବା…

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଛି । ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ…

ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଭାଜପା ଫୁଟାଉଛି ଗୁଳି, କେଜରିଓ୍ବାଲଙ୍କ ଉତ୍ତର…

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀରେ ଚାଲିଥିବା ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାକୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଭାଜପା କହୁଛି ମଦ ନୀତିରେ ଦୁର୍ନୀତି ହୋଇଛି। କିନ୍ତୁ ସିବିଆଇ କହିଛି କୌଣସି ଦୁର୍ନୀତି ନାହିଁ। ଲୋକମାନେ…

ପ୍ରଥମେ ଦଳରୁ ବାଦ୍‌, ପରେ ବାପାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ…ଏବେ ସାଜିଲେ ‘ମ୍ୟାଚ୍‌ ଓ୍ବିନର’

ନୂଆଦିଲ୍ଲୀ,୩୦।୮: ବିଜୟ ସହ ଏସିଆ କପ୍‌ରେ ନିଜର ଯାତ୍ରା ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ୫ ଉଇକେଟରେ ହରାଇଥିଲା। ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହିରୋ ପାଲଟିଥିଲେ ହେଁ ଅନ୍ୟ ଜଣେ ଖେଳାଳି ଏଭଳି ଥିଲେ, ଯିଏ…

ଉଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ମନା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୩୦।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଇଦଗାହ ପଡ଼ିଆରେ ଗଣେଶ ପୂଜା ଅନୁମତିକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ପଡ଼ିଆରେ ଗଣେଶ ପୂଜା କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସେଠାରେ ଯଥାସ୍ଥିତି ବଜାୟ ରଖାଯିବ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ…

ମମତାଙ୍କୁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା,୩୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ପଠାଇଛି। କୋଇଲା ଚୋରି ସ୍କାମର ଯାଞ୍ଚ ସମ୍ପର୍କରେ ପଚରାଉଚରା କରିବା ପାଇଁ ଅଭିଷେକଙ୍କୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କୋଲକାତା ସ୍ଥିତ…

ଶୋପିଆନ ଏନ୍‌କାଉଣ୍ଟରେ ୨ ଆତଙ୍କବାଦୀ ନିହତ

ଶୋପିଆନ,୩୦।୮: ଜମ୍ମୁ-କଶ୍ମୀରର ଶୋପିଆନରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କୁ ଏକ ର୍ବ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ଟଳିପଡ଼ିଥିବା ଜଣାପଡ଼ିଛି। ନିହତ ହୋଇଥିବା ଆତଙ୍କବାଦୀମାନେ ଲଶ୍କର-ଇ-ତୋଏବାର ସଦସ୍ୟ। ସେମାନେ ଘାଟିରେ ଏକ ବକ୍ଷାକର୍ମ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ରଚିିଥିଲେ ବୋଲି କଶ୍ମୀର ଜୋନ…

ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ ପୂର୍ବରୁ…

ଟାଉନ୍ସଭିଲ,୩୦।୮: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଏବଂ ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଆଗକୁ ଟି-୨୦ ବିଶ୍ୱକପ୍‌ ଥିବାରୁ ଦଳର ଚିନ୍ତା ବଢ଼ିଛି।…

ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ,୩୦।୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାକୁ ଦୃଷ୍ଟିରେ ରଖି…

ଭାଜପା ପିଲା ଚୋର ପାର୍ଟି, ସିସୋଡିଆଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୩୦।୮ : ମଦ ନୀତିକୁ ନେଇ ଭାଜପା ଏବଂ ଏଏପି ମଧ୍ୟରେ ବିବାଦ ଜାରି ରହିଛି। ମଙ୍ଗଳବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବ୍ୟାଙ୍କ ଲକର ସିବିଆଇ ଦ୍ୱାରା ଯାଞ୍ଚ କରାଯାଇଥିଲା। ଏଥି ସହିତ, ଏହି ଅନୁସନ୍ଧାନରେ ଏଏପି ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri