ମୋବାଇଲ୍ରେ ଗେମ୍ ଖେଳୁଥିଲେ, ବାନ୍ଧିଲା ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମିରୁଟ,୨୪।୭: ବର୍ତ୍ତମାନ ଦେଶରେ ଆତଙ୍କବାଦୀ ସଂଗଠନର ସ୍ଲିପର ସେଲ ଏବଂ ସହଯୋଗୀଙ୍କୁ ନିରନ୍ତର ଗିରଫ କରାଯାଉଛି। ଏହି କ୍ରମରେ, ଗୁଜରାଟ ATS ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ ଜଡିତ ଚାରି ଜଣ ଯୁବକଙ୍କୁ ଗିରଫ କରିଛି। ଏହି ଚାରି ଜଣ ଯୁବକଙ୍କ…
ବର୍ଷା ହେଲେ ବିଦ୍ୟାଳୟ ଯିବା ରାସ୍ତା କର୍ଦ୍ଦମାକ୍ତ, ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର
ଥୁଆମୂଳ ରାମପୁର,୨୪ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ନୂଆପଡ଼ା ପାଖ ବ୍ରିଜଠାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଖାପାଖି ୨ଶହରୁ ୩ଶହ ମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇରହିଥିବା ବେଳେ…
ତେଜପ୍ରତାପଙ୍କ ସ୍ବପ୍ନରେ ଆସିଲେ ମୋଦି: କହିଲେ, ଭାଜପାକୁ ଆସ… ମିଳିଲା ଏମିତି ଜବାବ
ପାଟନା,୨୪।୭: କିଛି ମାସ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଲାଲୁ ପରିବାର ବହୁତ ଚର୍ଚ୍ଚାରେ ଅଛନ୍ତି। ଏହାର କାରଣ ହେଉଛି ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ପରିବାର ଏବଂ ଦଳରୁ ବହିଷ୍କୃତ…
ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିଲେ ଛତିଶଗଡ଼ର ୧୭ ଶ୍ରଦ୍ଧାଳୁ, ୧୮ ଘଣ୍ଟା ପରେ ହେଲେ ଉଦ୍ଧାର
ପାଇକମାଳ,୨୪ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ବୁଧବାର ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର ଜରାଯାଇଛି। ଆଜି ସକାଳେ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁମାନଙ୍କୁ ପାଇବା ପରେ ତାଙ୍କୁ ଟିଫିନ…
ଦେଶବାସୀଙ୍କ ପାଇଁ ଖୁସି ଖବର: ଆଜି ଐତିହାସିକ ଚୁକ୍ତି ସ୍ବାକ୍ଷର କରିବେ ମୋଦି
ଲଣ୍ଡନ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ୟୁକେ ଗସ୍ତରେ ଯାଇ ଲଣ୍ଡନ ପହଞ୍ଚିଛନ୍ତି। ଏଠାରେ ସେ ଆଗାମୀ ୨୪ ଘଣ୍ଟା ରହିବେ। ଏହି ସମୟ ମଧ୍ୟରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ। ଉଭୟ ନେତା ଐତିହାସିକ ୟୁକେ-ଭାରତ…
୧୨୯୬ ଦିନ ପରେ ବିଦେଶ ମାଟିରେ ବଡ଼ କାରନାମା କଲେ ସାଇ ସୁଦର୍ଶନ
ମାଞ୍ଚେଷ୍ଟର,୨୪।୭:ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଏକ ଆକର୍ଷଣୀୟ ମୋଡ଼ ଦେଖିବାକୁ ମିଳିଥିଲା। ସାଇ ସୁଦର୍ଶନ ବିଦେଶ ମାଟିରେ ତାଙ୍କ କ୍ୟାରିୟରର ପ୍ରଥମ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ସୁଦର୍ଶନ…
ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା: ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର
ପୁରୀ,୨୪।୬: ବଳଙ୍ଗାରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ପେଟ୍ରୋଲ ଢାଳି ପୋଡ଼ିଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା ଯୋଗୁଁ ତାଙ୍କୁ ପ୍ରଥମେ ଭୁବନେଶ୍ୱର AIIMSରେ…
ଓଡ଼ିଶାର ୨୮% ଶିଶୁ ଶାରୀରିକ ଅବିକଶିତ
ଓଡ଼ିଶାର ୬ ବର୍ଷରୁ କମ୍ ପ୍ରାୟ ୨୮ ପ୍ରତିଶତ ଶିଶୁ ଅବିକଶିତ ବା ଶାରୀରିକ ଭାବେ ଦୁର୍ବଳ ହୋଇଥିବାବେଳେ ୧୨ ପ୍ରତିଶତ କୁପୋଷଣର ଶିକାର। ସେହିପରି ଶୂନରୁ ୫ ବର୍ଷ ବୟସ ମଧ୍ୟରେ ୩.୨୧ ପ୍ରତିଶତ ପିଲା ଉଚ୍ଚତା ତୁଳନାରେ ପତଳା…
ପ୍ରବଳ ବର୍ଷା: ନୃସିଂହନାଥ ଭୀମ ମଣ୍ଡୁଆ ଉପରେ ଫସି ରହିଛନ୍ତି ୧୭ ଯାତ୍ରୀ, ଅଧା ବାଟରେ…
ପାଇକମାଳ, ୨୩।୭(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହ ନାଥ ପୀଠକୁ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ନୃସିଂହନାଥ ଜଙ୍ଗଲ ଉପରେ ଥିବା ଭୀମ ମଣ୍ଡୁଆ ନିକଟରେ ଫସି ରହିଥିବା ଜଣାପଡିଛି। ପାଇକମାଳ ପୋଲିସ, ଜଙ୍ଗଲ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ…
ବଙ୍ଗୋପସାଗରରେ ଲଘୁଚାପ: ଏସବୁ ଜିଲାରେ ୫ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ସମ୍ଭାବନା; ଚେତାଇଲା…
ଭୁବନେଶ୍ୱର,୨୩ା୭(ଅନୁରାଧା ମହାରଣା): ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ବୁଧବାର ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଫଳରେ ରାଜ୍ୟରେ ବର୍ଷାର…
ଚାଇନାର ଜାଲରେ ଫସିଗଲାଣି ପାକିସ୍ତାନ!
ବେଜିଂ/ଇସଲାମାବାଦ,୨୩।୭: ଅପରେଶନ ସିନ୍ଦୂରରେ ଭାରତ ଦ୍ୱାରା ଏକ ବଡ଼ ପରାଜୟ ବରଣ କରିଥିବା ପାକିସ୍ତାନ ଏବେ ବି ଏଥିରୁ ମୁକୁଳି ପାରୁନାହିଁ। ପାକିସ୍ତାନକୁ UNSCରେ ସଭାପତି ପଦ ମିଳିଥିଲେ ମଧ୍ୟ, ଏହା ଚାଇନାର ଜାଲରେ ଏମିତି ଫସି ଯାଇଛି ମୁକୁଳିବା କଷ୍ଟକର…
ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ଶରୀରକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ବ୍ରିଟିଶ ପୀଡ଼ିତ
ନୂଆଦିଲ୍ଲୀ/ଲଣ୍ଡନ,୨୩।୭: ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ରିଟିଶ ନାଗରିକଙ୍କ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କ ଭୁଲ ମୃତଦେହ ପଠାଯାଇଥିବା ସୂଚନା ମିଳିଛି। ଡେଲି ମେଲକୁ ଉଦ୍ଧୃତ କରି ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟରେ ଏହି ଦାବି କରାଯାଇଛି।…
Archives


