Home

ସୁପ୍ରିମକୋର୍ଟ ବିଚାରପତି କହିଲେ ମୁଁ ଖୁସି, କାରଣ ଏତେ ସଂଖ୍ୟକ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ରାଜ୍ୟରେ୯୨ ପ୍ରତିଶତରୁ ଅଧିକ ମତଦାନ ଦେଖି ସେ ଖୁସି। ସୁପ୍ରିମକୋର୍ଟ ବଙ୍ଗଳା ନିର୍ବାଚନରେ…

ରବିଧାନ ସଂଗ୍ରହ କମିଟି ବୈଠକ: ମେ’ ୧୧ରୁ ରବିଧାନ କିଣାବିକା

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ’ ୧୧ତାରିଖରୁ ଜିଲାରେ ରବିଧାନ କିଣାବିକା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଜନପ୍ରତିନିଧି, ମିଲର୍ସ,…

ନିର୍ବାଚନ ହେବ, କିନ୍ତୁ ସେମାନେ ଭୋଟ ଦେଇପାରିବେ ନାହିଁ… ବଙ୍ଗଳାରେ ଭୋଟର ତାଲିକାରୁ ୬୫ ଜଣ ନିର୍ବାଚନ ଅଧିକାରୀଙ୍କ ନାମ ବାଦ ପଡ଼ିଲା

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(SIR)କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ୬୫ ଜଣ ଅଧିକାରୀଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଏଥିରେ କ୍ଷୁବ୍ଧ ହୋଇ ଏହି ଅଧିକାରୀମାନେ ଶୁକ୍ରବାର ସୁପ୍ରିମକୋର୍ଟରେ…

Bihar Politics: ଫ୍ଲୋର ଟେଷ୍ଟରେ ପାସ୍‌ କଲେ ସମ୍ରାଟ ଚୌଧୁରୀ ସରକାର, ଭଏସ୍‌ ଭୋଟରେ ହୋଇଥିଲା ଭୋଟିଂ

ପାଟନା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ଅଭିଭାଷଣ ସମୟରେ ସେ ନୀତୀଶ କୁମାରଙ୍କ କାର୍ଯ୍ୟକାଳର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପିଚୁ ରାସ୍ତା ଖୋଳି ପାଇପ୍‌ ଲାଇନ ବିଛାଉଛି କମ୍ପାନୀ, ବିନା ଅନୁମତିରେ…

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍‌ ବିଛାଇବା କାର୍ଯ୍ୟକୁ ଠିକାରେ ନେଇଥିବା କମ୍ପାନୀ ମନଇଚ୍ଛା ବିନା ଅନୁମତିରେ ପିଚୁ ଓ କଂକ୍ରିଟ ରାସ୍ତା ଖୋଳି ନଷ୍ଟ କରୁଥିବା ଦେଖିବାକୁ…

FIFA ବିଶ୍ୱକପ ପୂର୍ବରୁ ଇରାନକୁ ବଡ଼ ଧମକ ଦେଲା ଆମେରିକା, କହିଲା ଆମେ ସେମାନଙ୍କୁ…

ଓ୍ବାଶିଂଟନ,୨୪।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସତ୍ତ୍ୱେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ଗ୍ରୀଷ୍ମ ଋତୁରେ ହେବାକୁ ଥିବା ଫିଫା ବିଶ୍ୱକପରେ ଇରାନର ଅଂଶଗ୍ରହଣ ଉପରେ ତାଙ୍କର କୌଣସି ଆପତ୍ତି ନାହିଁ। ତଥାପି, କିଛି ସର୍ତ୍ତ ଅଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଜୀବନ

ଗୁଣୁପୁର,୨୪ା୪(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳିଗଠଲପଦର ମୁଖ୍ୟ ରାସ୍ତାରେ ଗୋଟିଏ ଦିନରେ ପୃଥକ୍‌ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଥିବାବେଳେ ୨ ଜଣ ଗୁରୁତର ହୋଇଥିବା ଖବର ମିଳିଛି। ପ୍ରଥମ ଦୁର୍ଘଟଣା ଜଗନ୍ନାଥପୁର ପଞ୍ଚାୟତର…

ଆଧାର କାର୍ଡରେ ଭୁଲ ନାମ ଯୋଗୁଁ କଲେଜ ଯାଇପାରିଲେନି ଛାତ୍ରୀ, ବିଷ ପିଇ….

ଜୟପୁର,୨୪ା୪: ରାଜସ୍ଥାନର ବାଂସୱାଡ଼ା ଜିଲାରେ ଜଣେ କଲେଜ ଛାତ୍ରୀ ତାଙ୍କ ସରକାରୀ ଡକ୍ୟୁମେଣ୍ଟରେ ତ୍ରୁଟି ଯୋଗୁଁ ଦୁଃଖିତ ହୋଇ ବିଷ ପିଇ ଦେଇଥିବା ଖବର ସାମ୍ନାକୁ ଆସିଛି । ଦାନପୁର ଥାନା ଅଞ୍ଚଳର ସାଲରା ପଡ଼ା ଗ୍ରାମର ବାସିନ୍ଦା ପୂଜା ନାମକ…

ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଏହି ଦିନଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୨୪।୪(ସୁନିତ ମିଶ୍ର): ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ…

ଅସୁସ୍ଥ ଅଛନ୍ତି ମୋଜତାବା! ତେବେ କାହାର ଇସାରାରେ ନିଷ୍ପତ୍ତି ନେଉଛି ଇରାନ? ରିପୋର୍ଟରେ ହେଲା ବଡ଼ ଦାବି

ତେହରାନ,୨୪।୪: ଫେବୃଆରୀ ୨୮ରେ ଇରାନର ରାଜଧାନୀ ତେହରାନରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା କରାଯାଇଥିବା ଏକ ଘାତକ ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରଠାରୁ, ତାଙ୍କ ପୁଅ ମୋଜତାବା ଖାମେନେଇ…

ଭାରତକୁ ଅପମାନ କଲେ ଟ୍ରମ୍ପ, ସହିପାରିଲାନି ଇରାନ, କହିଲା ଥରେ ଭାରତ ଆସି ଦେଖିଯାଅ…

ନୂଆଦିଲ୍ଲୀ/ତେହରାନ,୨୪।୪: ଭାରତ ଏବଂ ଚାଇନାକୁ ‘ନର୍କ-ଗହ୍ବର’ ଭାବରେ ବର୍ଣ୍ଣନା କରୁଥିବା ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିବା ପରେ ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉପହାସ କରିଛି। ପ୍ରକୃତରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି…

ଗିରଫଦାରି ଭୟରେ ଅଭିଯୁକ୍ତ ଫେରାର: ପାରିବାରିକ ସଂଘର୍ଷ ଘଟଣା…

ହାଟଡିହୀ,୨୪l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜମ୍ଭରା ଗ୍ରାମରେ ଚଳିତ ମାସ ୭ ତାରିଖ ମଙ୍ଗଳବାର ରାତିରେ ୨ ପରିବାର ମଧ୍ୟରେ ସଂଘର୍ଷ ଘଟଣାରେ ଗିରଫ ଭୟରେ ଅଭିଯୁକ୍ତ ଫେରାର ଅଛନ୍ତି। ଗିରଫ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?