ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ; ଜଗି ରହିଛନ୍ତି ସାଥୀ
ଦେବଗଡ଼,୧୫।୧୨(ଡି.ଏନ୍.ଏ.): ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଖିଲବେରେଣି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ୧୭ ଘରିଆ ହାତୀପଲରୁ ଉକ୍ତ ହାତୀଟିର ମୃତ୍ୟୁ ଘଟିବା ପରେ ଅନ୍ୟ ହାତୀମାନେ ନିକଟରେ…
ମୋଦି ସରକାରଙ୍କ ଆଖିରେ ଚାଇନା ଚଷମା ଲାଗିଥିବା ଭଳି ମନେ ହେଉଛି: ଖାର୍ଗେଙ୍କ କଟାକ୍ଷ…
ନୂଆଦିଲ୍ଲୀ,୧୫।୧୨ : ଚାଇନ ସହ ମୁହାଁମୁହିଁ ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଖାର୍ଗେ ଏକ ଟୁଇଟରେ କଟାକ୍ଷ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନାଲି ଆଖିରେ ଚାଇନାର ଚଷମା ଲଗାଯାଇଥିବା…
ଘରେ ରୋଷେଇ କରିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର, ମହିଳା ଗୁରୁତର
ଦେବଗଡ଼,୧୫।୧୨(ଡି.ଏନ୍.ଏ.): ଦେବଗଡ଼ ଜିଲା ବାରକୋଟ ଥାନା କଦୋଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଜଣଙ୍କ ହେଲେ ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମୁଣୀ ମହନ୍ତ (୩୦) । ରୁକ୍ମୁଣୀଙ୍କ…
‘ଭାରତକୁ ଉପଦେଶ ଦେବାର କୌଣସି ଅଧିକାର ନାହିଁ’
ଓ୍ବାଶିଂଟନ,୧୫ା୧୨: ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି। ଭାରତ କହିଛି, ଯେଉଁ ଦେଶ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ପ୍ରଶୟ ଦେଉଛି ଏବଂ ପଡ଼ୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିଲା। ଏପରି ଦେଶର…
ଭାରତ ଚୁପ ହୋଇ ବସି ରହିବ ବୋଲି ଭାବିବା ଚାଇନାର ବଡ ଭୁଲ…
ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନାକୁ ତାଗିଦ କରି ଗୋଖଲେ କହିଛନ୍ତି ଯେ ଚାଇନା ଭ୍ରମରେ ରହିବା…
୨୦୨୩ରେ ଆମେରିକା ଜାରି କରିବ ୬୪,୭୧୬ ଅତିରିକ୍ତ ଏଚ୍-୨ବି ଭିଜା…
ଓ୍ବାଶିଂଟନ,୧୫।୧୨ : ୨୦୨୩ ଆର୍ଥିକ ବର୍ଷ ପାଇଁ ଆମେରିକା ଅସ୍ଥାୟୀ ଭାବରେ ୬୪,୭୧୬ ଅତିରିକ୍ତ ଏଚ୍-୨ବି ଭିଜା ଉପଲବ୍ଧ କରାଇବ। ଏହି ବର୍ଗର ଭିଜା ଅଣ କୁଶଳୀ ବିଦେଶୀ ଶ୍ରମିକମାନଙ୍କ ପାଇଁ। ଆମେରିକାର କମ୍ପାନୀମାନଙ୍କୁ ସେମାନଙ୍କର ଶ୍ରମ ଆବଶ୍ୟକତା ପାଇଁ ଯୋଜନା…
ଆମେରିକାରେ ଶୀତକାଳୀନ ଝଡ ନେଇ ସତର୍କ ସୂଚନା ଜାରି…
ଓ୍ବାଶିଂଟନ,୧୫।୧୨ : ଆମେରିକାର ଟେକ୍ସାସ, ଓକଲାହୋମା ଏବଂ ଲୁଇସିୟାନାର କିଛି ଅଂଶରେ ଘୂର୍ଣ୍ଣିବଳୟ ହେବାର କିଛି ଘଣ୍ଟା ପରେ ୟଏକ ଭୟଙ୍କର ଶୀତକାଳୀନ ଝଡ ସୃଷ୍ଟି ହୋଇଛି । ଏହା ଯୋଗୁ ବହୁ ବାସଗୃହ ଏବଂ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି।…
ଏମିତି ଗାଁ, ଯେଉଁଠୁ ଆସୁଛି ଅଜବ ଶବ୍ଦ
ଆପଣ ନିଶ୍ଚିତ ଭାବରେ ଏପରି ଅନେକ ସ୍ଥାନ ବିଷୟରେ ଶୁଣିଥିବେ, ଯାହା ସହିତ କିଛି କାହାଣୀ ଜଡ଼ିତ ଥାଏ ତାହାଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଇଂଲଣ୍ଡରେ ମଧ୍ୟ ସେମିତି ଏକ ଗାଁ ରହିଛି। ଯେଉଁଠାରେ ଅନନ୍ୟ ରହସ୍ୟ ଲୁଚି ରହିଛି। ଏଠାକାର ଲୋକମାନେ…
ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ବ୍ରିଟେନ-ଫ୍ରାନ୍ସ-ୟୁଏଇ…
ଜେନେଭା,୧୫।୧୨ : ବ୍ରିଟେନ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ମିଳିତ ଜାତିସଂଘର ବ୍ରିଟେନର ସ୍ଥାୟୀ ପ୍ରତିନିଧୀ ଡେମ ବାର୍ବାରା ଉଡୱାର୍ଡ କହିଛନ୍ତି ଯେ ବ୍ରିଟେନର…
କରୋନା ସଂକ୍ରମଣ ତଥ୍ୟ ଲୁଚାଉଛି ଚାଇନା, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକାଇଲା ଚାପ…
ଜେନେଭା/ବେଜିଂ,୧୫।୧୨ : ବୁଧବାର ଠାରୁ ଚାଇନା ଏହାର ଦୈନିକ କରୋନା ଆକ୍ରାନ୍ତଙ୍କ ସଂକ୍ରମଣ ରିପୋର୍ଟକୁ ହ୍ରାସ କରିଛି। ଦେଶରେ କରୋନାର ଦୈନିକ ସଂକ୍ରମଣ ମାମଲା ରେକର୍ଡ ବଢୁଥିବାର ଚାଇନା ଏଭଳି କରିଥିବା କୁହାଯାଉଛି। ପ୍ରକୃତରେ, ଶୂନ-କୋଭିଡ ନୀତି ବିରୋଧରେ ଦେଶବ୍ୟାପୀ ଜାରି…
ମଙ୍ଗଳରେ ଧୂଳିଝଡ଼ ଶବ୍ଦ
ପ୍ୟାରିସ: ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ଏକ ଧୂଳିଝଡ଼ର ଶବ୍ଦ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପଠାଯାଇଥିବା ପର୍ସେଭେରେନ୍ସ ରୋଭର୍ର ଉପର ଭାଗ ଦେଇ ଧୂଳିଝଡ଼ ଅତିକ୍ରମ କରୁଥିବାବେଳେ ତହିଁରୁ ସୃଷ୍ଟ ଶବ୍ଦକୁ ମାଇକ୍ରୋ…
ଶିକ୍ଷା ଅନ୍ତହୀନ
ଓ୍ବାଶିଂଟନ୍: ନାମ ଜୟସେ ଡିଫଉ, ବୟସ ୯୦ ବର୍ଷ। ୯ ସନ୍ତାନ ସନ୍ତତିଙ୍କ ଜନନୀ, ୧୯ ଜଣଙ୍କ ଆଈ ଓ ୨୪ ଜଣଙ୍କ ଅଣଆଈ। ଆମେରିକାର ଏହି ବୃଦ୍ଧା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ତାଙ୍କ ପାଠପଢ଼ାକୁ ନେଇ।…
Archives


