Home

ଏୟାର ଭିସ୍ତାରାକୁ ବଡ଼ ଝଟ୍‌କା: ୭୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୬।୨: ବେସାମରିକ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ବିମାନ ଚଳାଚଳ (ଡିଜିସିଏ) ଏୟାର ଭିସ୍ତାରାକୁ ଏକ ବଡ଼ ଝଟ୍‌କା ଦେଇଛି। ଭିସ୍ତାରା ଉପରେ ଡିଜିସିଏ ୭୦ଲକ୍ଷ ଟଙ୍କା ଜୋରିମାନା ଲଗାଇଥିବା ଜଣାପଡ଼ିଛି। ଦେଶର ଉତ୍ତର-ପୂର୍ବ ଅଞ୍ଚଳର ସର୍ବନିମ୍ନ ସେବା ପାଇଁ ନ୍ୟୁନତମ…

ପୁଣିଥରେ ୭.୮ ତୀବ୍ରତାର ଭୂକମ୍ପରେ ଥରିଲା ତୁର୍କି

ଅଙ୍କାରା,୬ ।୨: ପଶ୍ଚିମ ଏସିଆର କିଛି ଦେଶ ବିନାଶକାରୀ ଭୂକମ୍ପରେ ସୋମବାର ସକାଳେ ଥରି ଉଠିଛି । ତୁର୍କି ସମେତ ଚାରି ଦେଶ ଲେବାନନ, ସିରିଆ ଓ ଇସ୍ରାଏଲରେ ସୋମବାର ଆସିଥିବା ଭୂକମ୍ପ ସମଗ୍ର ଦେଶକୁ ଏକ ପ୍ରକାର ଥରାଇ ଦେଇଛି…

ପେଟ୍ରୋଲ ପମ୍ପରେ ଟଙ୍କା ଉଡ଼ାଇଲେ କାର୍‌ ଡ୍ରାଇଭର, ଏହା ଦେଖି କାନ୍ଦିବାକୁ ଲାଗିଲେ ମହିଳା, ଭିଡିଓ ଦେଖିଲେ…

ବିନମ୍ରତାକୁ ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି କୁହାଯାଏ। ଯଦି ତୁମେ ନମ୍ର ତେବେ ତୁମ ପାଖରେ ଦୁନିଆର ସବୁଠାରୁ ଅଧିକ ଧନ ଅଛି ବୋଲି ଧରି ନେବ। ନମ୍ରତା ଗୁଣ ଥିଲେ ସବୁ ଲୋକ ଭଲ ପାଆନ୍ତି। ସମଗ୍ର ବିଶ୍ୱରେ ଲୋକମାନେ ସେମାନଙ୍କର…

ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଭାରତ: ଖୁବ୍‌ଶୀଘ୍ର ପଠାଯିବ ରିଲିଫ୍‌ ସାମଗ୍ରୀ, ପିଏମ୍‌ଓ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୨: ତୁର୍କୀରେ ସୋମବାର ଭୋରରୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସହରର ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକାମାନ ଭୁଷୁଡିପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି…

ତୁର୍କୀରେ ଭୂକମ୍ପ ମୃତ୍ୟୁସଂଖ୍ୟା ୧୩୦୦ ଟପିଲାଣି

ଆଙ୍କରା,୬ା୨: ସୋମବାର ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୁର୍କୀର ନୁରଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ହୋଇଛି। ଏହାର ତୀବ୍ରତା ୭.୮ ଥିଲା। ପ୍ରାୟ ଏକ ମିନିଟ୍‌ ଧରି ଚାଲିଥିବା ଏହି ଭୂକମ୍ପ ଯୋଗୁ ଅନେକ…

ଧରାପଡ଼ିଲା ଚୋରି ର଼୍ୟାକେଟ,୫ ଗିରଫ

ଫୁଲବାଣୀ ଅଫିସ,୬ା୨: ଦୀର୍ଘ ୫ ମାସ ଧରି ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଘଟଣା ପୋଲିସ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ଏହି ଚୋର ର଼୍ୟାକେଟକୁ ଧରିଛି। ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲା ସାଲେପୁର ଥାନା…

ଆଦାନୀ ମାମଲାକୁ ନେଇ ପୁଣି ଗୃହରେ ହଟ୍ଟଗୋଳ: ଲୋକ ସଭା ପରେ ରାଜ୍ୟ ସଭା ବି ମଙ୍ଗଳବାର ଯାଏ ସ୍ଥଗିତ

ନୂଆଦିଲ୍ଲୀ,୬।୨: ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ରାସ୍ତାରୁ ନେଇ ସଂସଦ ପର୍ଯ୍ୟନ୍ତ ପ୍ରଦର୍ଶନ କରୁଛନ୍ତି। ସୋମବାର ମଧ୍ୟ ସଂସଦର ଉଭୟ ଗୃହରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ହଟ୍ଟଗୋଳ କରିଛନ୍ତି। ଲଗାତର ତୃତୀୟ ଦିନରେ ମଧ୍ୟ ବିରୋଧୀ ଦଳ ସଂସଦର…

କୋଟିଏ ଟଙ୍କାର କାର୍‌ ଛାଡ଼ି ଅଟୋରେ ଗଲେ ଅନୁପମ୍‌, କହିଲେ ଏହାର କାରଣ…

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅନୁପମ ଖେର ତାଙ୍କ ଫିଲ୍ମ ‘ଶିବ ଶାସ୍ତ୍ରୀ ବଲ୍‌ବୋଆ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଯେଉଁଥିପାଇଁ ସେ ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛନ୍ତି। ଦିଲ୍ଲୀରେ…

ଗୋବିନ୍ଦାଙ୍କୁ ‘ମା’ଙ୍କ ବୋହୂ’ଡାକୁଥିଲେ ଲୋକେ, କାରଣ ଜାଣିଲେ…

ମୁମ୍ବାଇ: ଗୋବିନ୍ଦା ପ୍ରାୟ ୨ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍‌ କରି ଆସୁଛନ୍ତି। ଆକ୍ସନଠାରୁ ଆରମ୍ଭ କରି ଗୋବିନ୍ଦାଙ୍କ ରୋମାନ୍ସ ଏବଂ କମେଡି ସବୁକିଛି ଦର୍ଶକଙ୍କ ମନକୁ ଛୁଇଁଯାଏ। ୨୧ ଡିସେମ୍ବର ୧୯୬୩ରେ ଫିଲ୍ମ ନିର୍ମାତା ତଥା ଅଭିନେତା ଅରୁଣ ଆହୁଜା…

‘ଏଥର ବିରୋଧ ପ୍ରଦର୍ଶନ କଲେ ଗିରଫ ହେବ’

ଇସଲାମାବାଦ,୬ା୨: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ସୋମବାର ଇମ୍ରାନ ଖାନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇମ୍ରାନ ପୁଣିଥରେ ସରକାର ବିରୋଧୀ ପ୍ରଦର୍ଶନ ଆରମ୍ଭ କରିବାକୁ ସାହସ କରନ୍ତି, ତେବେ ତାଙ୍କୁ ଗିରଫ କରାଯିବ। ପଞ୍ଜାବ ପ୍ରଦେଶର ମୁଲତାନରେ ଏକ…

ଆକ୍ରମଣର ୬ ମାସ ପରେ ସଲମାନଙ୍କ ପୁସ୍ତକ ଉନ୍ମୋଚିତ

ଲଣ୍ଡନ,୬ା୨: ଭାରତୀୟ ବଂଶୋଭବ ଲେଖକ ସଲମାନ ରୁଶଦୀଙ୍କୁ ନ୍ୟୁୟର୍କରେ ଗତବର୍ଷ ଛୁରାମାଡ଼ ହୋଇଥିଲା। ଏହି ଆକ୍ରମଣରେ ସେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିତତ୍ଲେ। ଏପରିକି ଗୋଟିଏ ଆଖି ମଧ୍ୟ ହରାଇଥିଲେ। ଏହି ସମୟରେ ସଲମାନ ତାଙ୍କର ନୂତନ ପୁସ୍ତକ ‘ଭିକ୍ଟ୍ରି ସିଟି’ ପ୍ରକାଶ…

ସହମତି ବିନା ଅନଲାଇନ କ୍ଲାସ ପାଇଁ ଶିକ୍ଷାର୍ଥୀଙ୍କୁ ବାଧ୍ୟ କରିପାରିବେ ନାହିଁ କୋଚିଂ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀର ଏକ ଉପଭୋକ୍ତା ନିବାରଣ ଆୟୋଗ ଏକ ମେଡିକାଲ କୋଚିଂ ପ୍ରତିଷ୍ଠାନକୁ ଜଣେ ଛାତ୍ର ଦେଇଥିବା ସମସ୍ତ ଅଗ୍ରୀମ କୋର୍ସ ଫି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ କୌଣସି ଶିକ୍ଷାର୍ଥୀଙ୍କୁ ଅନଲାଇନ କ୍ଲାସରେ ଯୋଗଦେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri