Home

ଦୈନିକ ସଂକ୍ରମଣ ୪ ଶହ ତଳେ…

ନୂଆଦିଲ୍ଲୀ, ୨୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୪…

ରାସ୍ତାରେ ବୁଲେଟ୍‌ ଚଢ଼ି ସମସ୍ତଙ୍କ ହୃଦୟ ଜିତିଲେ ମହିଳା, ଭିଡିଓ ଦେଖିଲେ…

ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଭିଡିଓ ଭିନ୍ନ ଏବଂ ଅନନ୍ୟ ଶୈଳୀରେ ହୋଇଥିବାରୁ ଲୋକମାନେ ଏହାକୁ ବାରମ୍ବାର ଦେଖିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି…

ଭାରତ-ଅଷ୍ଟ୍ରେଲିଆ ହକି ସିରିଜ ଆଜିଠାରୁ

ଆଡିଲେଡ,୨୬।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ୨୦୨୩ ହକି ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ବିଶ୍ୱର ନମ୍ବରଓ୍ବାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଭାରତ ପାଇଁ…

ଦକ୍ଷିଣ ଏସିଆ କରାଟେରେ ଭାଗନେବେ ଭାଲେଣ୍ଟିନା, ବ୍ରତତୀ, ମଧୁପ୍ରିୟା

ଭୁବନେଶ୍ୱର, ୨୬।୧୧(ସ୍ପୋଟର୍‌ସ ବ୍ୟୁରୋ): ଶ୍ରୀଲଙ୍କାର କଲମ୍ବୋଠାରେ ଦକ୍ଷିଣ ଏସିଆ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶାର ଭାଲେନା ଭାଲେଣ୍ଟିନା, ବ୍ରତତି ବିଶ୍ୱପ୍ରଭା ପତି ଓ ମଧୁପ୍ରିୟା କଲମ୍ବୋ ଯାତ୍ରା କରିଛନ୍ତି। ଜାତୀୟ ପ୍ରତିଯୋଗିତାର ଫଳାଫଳ ଭିତ୍ତିରେ…

ଆଜି କର୍କଟ ରୋଗୀଙ୍କ ପାଇଁ ‘ଫଣ୍ଡରେଜିଂ ଇଭେଣ୍ଟ’

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସଦ୍‌ଗୁରୁ ହସ୍ପିଟାଲ କଟକ ଏବଂ ଭୁବନେଶ୍ୱର ଭିଭାନ୍ତା ହୋଟେଲର ମିଳିତ ସହଯୋଗରେ କର୍କଟ ରୋଗୀଙ୍କ ଲାଗି ଆଜି ଏକ ‘ଫଣ୍ଡରେଜିଂ ଇଭେଣ୍ଟ’ର ଆୟୋଜନ କରାଯାଇଛି। ଏପରିକି ଭୁବନେଶ୍ୱରର ପାତ୍ରପଡ଼ା ନିକଟସ୍ଥ ଭିଭାନ୍ତା ହୋଟେଲ ପରିସରରେ…

‘ନେଟ୍‌ ଜିରୋ କାର୍ବନ ଅପରେଶନକୁ ଗୁରୁତ୍ୱ’

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଜଳବାୟୁ ଚାର୍ଟର ଆକ୍ସନ ପାଇଁ ବେଦାନ୍ତ ଆଲୁମିନିୟମ ନିକଟରେ ସହମତି ପ୍ରଦାନ କରିଛି। ଏପରିକି ନେଟ୍‌ ଜିରୋ କାର୍ବନ ଅପରେଶନକୁ ଗୁରୁତ୍ୱ ଦେବା ସହ ଏହାର ମୂଲ୍ୟ ଶୃଙ୍ଖଳ ମଧ୍ୟରେ କମ୍ପାନୀ କାର୍ଯ୍ୟ କରିବ…

ଆଇଡିବିଆଇ ସହ ହୋଣ୍ଡାର ରାଜିନାମା

ନୂଆଦିଲ୍ଲୀ,୨୬।୧୧: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ଓ ଆଇଡିବିଆଇ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଏଚ୍‌ସିଆଇଏଲ୍‌ ଗ୍ରାହକଙ୍କୁ ବିବିଧ ଆର୍ଥିକ ଯୋଜନା ପ୍ରଦାନ କରିବାକୁ ଆଇଡିବିଆଇ…

ସୋଆର ଷ୍ଟାନ୍‌ଫୋର୍ଡ ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୧୬ ଜଣ ଗବେଷକ ପୃଥିବୀର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବିଶେଷକରି ୟୁଏସ୍‌ର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ୨୦୨୨ ମସିହା ପାଇଁ ପୃଥିବୀର…

ଆପୋଲୋ ଭୁବନେଶ୍ୱର ଶ୍ରେଷ୍ଠ ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୬।୧୧: ଦି ୱିକ୍‌ ମାଗାଜିନ୍‌ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରକୁ ‘ବେଷ୍ଟ ମଲ୍ଟି ସ୍ପେଶାଲିଟି ପ୍ରାଇଭେଟ୍‌ ହସ୍ପିଟାଲ ୨୦୨୨’ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଦି ୱିକ୍‌ ପକ୍ଷରୁ ନିୟୋଜିତ ଏକ ସ୍ବାଧୀନ ସଂସ୍ଥା ଦ୍ୱାରା ବିଗତ ୨ମାସ ଧରି…

ଏଫ୍‌ପିଓ ଜରିଆରେ ୨୦,୦୦୦ କୋଟି ସଂଗ୍ରହ କରିବ ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ,୨୬।୧୧: ଆଦାନୀ ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଫଲୋ-ଅନ୍‌ ପବ୍ଲିକ ଅଫର (ଏଫ୍‌ପିଓ) ଜରିଆରେ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଏଫ୍‌ପିଓରୁ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ୍‌କୁ ବ୍ୟାପକ ସହାୟତା ମିଳିବ ବୋଲି କୁହାଯାଉଛି।…

ଓଡ଼ିଶାକୁ ମିଳିଲା ୫୨୪ କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୬।୧୧: ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସ (ଏପ୍ରିଲରୁ ଜୁନ୍‌)ର ଅବଧି ପାଇଁ କେନ୍ଦ୍ର ସରକାର ବଳକା ଜିଏସ୍‌ଟି କ୍ଷତିପୂରଣ ଆକାରରେ ଓଡ଼ିଶାକୁ ୫୨୪ କୋଟି ଟଙ୍କା ନିକଟରେ ପ୍ରଦାନ କରିଛନ୍ତି। ଏପରିକି କେନ୍ଦ୍ର ସରକାର ମଧ୍ୟ ବଳକା ଜିଏସ୍‌ଟି…

ଏମ୍‌. ବଓ୍ବେଫା ଚା’ବାଲା

ଭୋପାଳ: ମଧ୍ୟପ୍ରଦେଶର ରାୟଗଡ଼ସ୍ଥିତ ଏକ ଚା’ ଦୋକାନ ମାଲିକ ଏବେ ଚର୍ଚ୍ଚାରେ। ଖିଲଚିପୁର ନଗର ବସ୍‌ଷ୍ଟାଣ୍ଡ ନିକଟରେ ନୂଆକରି ଦୋକାନ ଖୋଲିଥିବା ଅନ୍ତର ଗୁଜ୍ଜର ନିଜ ଚା’ ଦୋକାନର ନାଁ ରଖିଛନ୍ତି ଏମ୍‌. ବଓ୍ବେଫା ଚା’ ବାଲା। ଏମ୍‌ ହେଉଛି ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri