ପ୍ରେମିକ ଫହାଦ ଅହମ୍ମଦଙ୍କ ହାତ ଧରିଲେ ସ୍ବରା
ବମ୍ବେ: ବିବାହ ବନ୍ଧନରେ ଅଭିନେତ୍ରୀ ସ୍ବରା ଭାସ୍କର। ରାଜନୈତିକ କାର୍ଯ୍ୟକର୍ତ୍ତା ଫହାଦ ଅହମ୍ମଦଙ୍କୁ ସେ କୋର୍ଟରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସ୍ବରା ଏନେଇ ଫଟୋ ଏବଂ ଭିଡିଓ ଶେୟାର କରି ସମସ୍ତଙ୍କୁ ଜଣାଇଛନ୍ତି। ଭିଡିଓରେ ସ୍ବରା ନିଜର ପ୍ରେମକାହାଣୀ କିଭଳି…
ଶିବଙ୍କୁ ପସନ୍ଦ ନୁହେଁ ଏହି ରଙ୍ଗ, ମହାଶିବରାତ୍ରି ଦିନ ଭୁଲରେ ବି…
‘ମହାଶିବରାତ୍ରି ’ ହିନ୍ଦୁମାନଙ୍କର ସବୁଠାରୁ ବଡ ପର୍ବ। ଚଳିତ ବର୍ଷ ୧୮ ଫେବୃୟାରୀରେ ଏହି ପର୍ବ ପାଳନ କରାଯିବ। ଶୈବଭକ୍ତମାନଙ୍କର ମଧ୍ୟରେ ଏହି ପର୍ବର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ଭଗବାନ ମହାଦେବ ଏବଂ ମାତା ପାର୍ବତୀଙ୍କୁ ଭକ୍ତି ସହିତ…
ଶାହାରୁଖଙ୍କ ଗୀତରେ ଡ୍ୟାନ୍ସ କଲେ ଚାଇନାର ଏହି କୁନି ବାଳକ
ମୁମ୍ବାଇ: ଚାଇନାର ଜଣେ ଶିଶୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପିଲାଟି କିଙ୍ଗଖାନ୍ ଶାହାରୁଖଙ୍କ ଫିଲ୍ମ ‘ମହୋବତ’ର ଗୀତ ‘ଆଁଖେ ଖୁଲି ହୋ ୟା ହୋ ବନ୍ଦ୍’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓରେ ବିଶେଷ…
୨ ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା
ବେଜିଂ,୧୬।୨: ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକାର ଦୁଇଟି ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଚାଇନା। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି, ଲକହିଡ ମାର୍ଟିନ କର୍ପ ଏବଂ ରାଇଥନ ଟେକ୍ନୋଲୋଜି କର୍ପକୁ ଅବିଶ୍ୱସନୀୟ ସଂସ୍ଥା ତାଲିକାରେ ସ୍ଥାନିତ କରାଯାଇଛି।…
ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବିକଲା ଚାଇନା
ବେଜିଂ,୧୬ା୨: ଚାଇନା ରାଷ୍ଟ୍ରପତି ଶି’ ଜିନ୍ପିଙ୍ଗ ଏବଂ ତାଙ୍କର ଇରାନ ପ୍ରତିପକ୍ଷ ଇବ୍ରାହିମ ରାଇସି ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଚାଇନା ଗସ୍ତରେ ଇବ୍ରାହିମ ରାଇସି ବେଜିଂରେ ପହଞ୍ଚିଥିଲେ। ଗସ୍ତର ଶେଷ ଦିନରେ ଦୁଇ ନେତା…
ଯଜ୍ଞ ସମାରୋହ ଭିତରେ ପଶି ୩ ଜଣଙ୍କୁ ଦଳିଦେଲା ହାତୀ
ଗୋରଖପୁର,୧୬।୨: ଗୋରଖପୁର ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ତିୱାରୀପୁର ଅଞ୍ଚଳର ଜଗତ୍ବେଲାସ୍ଥିତ ମହମ୍ମଦପୁର ମାଫି ଗ୍ରାମରେ ଆୟୋଜିତ ଯଜ୍ଞ ସମାରୋହରେ ଏଠାରେ ଏକ ହାତୀ ପଶିଯାଇଛି। କ୍ରୋଧିତ ହାତୀ ଅନେକ ଲୋକଙ୍କୁ ଦଳି ଦେଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ…
ଅର୍ଥ ହେରଫେର ମାମଲାରେ ପୁଣି ଗିରଫ ହେଲେ ସୁକେଶ, ୯ ଦିନିଆ ରିମାଣ୍ଡ ଲାଗି ଅନୁମତି
ନୂଆଦିଲ୍ଲୀ,୧୬।୨: ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଇଡି ଗିରଫ କରିଛି। ଇଡି ଗୁରୁବାର ପଟିଆଲା ହାଉସ କୋର୍ଟରେ ସୁକେଶଙ୍କୁ ହାଜର କରିଥିଲା। ପରେ କୋର୍ଟ ସୁକେଶଙ୍କୁ ୯ ଦିନ ରିମାଣ୍ଡରେ ପଠାଇଛନ୍ତି। ଏକ ନୂଆ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କୁ…
ଆଇପିସି, ସିଆରପିସି ଆକ୍ଟରେ ହେବ ସଂଶୋଧନ: ଶାହା
ନୂଆଦିଲ୍ଲୀ,୧୬।୨: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଦିଲ୍ଲୀ ପୋଲିସର ୭୬ତମ ଫାଉଣ୍ଡେସନ ଡେ’ ପରେଡରେ ଯୋଗ ଦେଇଛନ୍ତି। ସେ ତାଙ୍କ ସମ୍ବୋଧନରେ କହିଛନ୍ତି, ଏହି ପରେଡରେ ଯୋଗଦେବା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ…
‘ଗରିବ ମାରଣ ନୀତି ବନ୍ଦ କରନ୍ତୁ କେନ୍ଦ୍ର ସରକାର’
ପାଟଣା,୧୬ା୨(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୫କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଗୁରୁବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଓ ସାହାରପଡ଼ା ବ୍ଲକ ସମ୍ମୁଖରେରେ ଶତାଧିକ ବିଜେଡି…
ଏଏପିକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୧୬।୨: ଦିଲ୍ଲୀ ହଜ କମିଟି ନିର୍ବାଚନରେ ଭାଜପା ବାଜିମାରିଛି। ଭାଜପାର କୌସର ଜାହାଁ ବିଜୟୀ ହୋଇ ଅଧ୍ୟକ୍ଷ ପଦ ପାଇଛନ୍ତି। ଫଳରେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍କା ଲାଗିଛି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଗତ ଜାନୁଆରୀ ୬ରେ…
କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି
ବଲାଙ୍ଗୀର ଅଫିସ,୧୬ା୨: ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ କେନ୍ଦ୍ର ସରକାରଙ୍କ ଗରିବ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଥିଲା। ଓଡ଼ିଶାର ଗରିବ ଲୋକଙ୍କ ପିଡିଏସ୍ ଚାଉଳ କାଟିବା ପ୍ରତିବାଦରେ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ…
ଧାନକିଣା ନୀତି, ଚାଉଳ କାଟ୍ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି
ବରଗଡ଼ ଅଫିସ,୧୬ା୨: ଧାନକିଣା ନୀତି ଓ ଚାଉଳ କାଟ୍ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଗୁରୁବାର ବରଗଡ଼ ଗାନ୍ଧୀଛକରେ ବିଜେଡି ନେତା, କର୍ମୀ ଧାରଣାରେ ବସି ଏହାର ପ୍ରତିବାଦ କରିଥିବା ବେଳେ ଜିଲାପାଳ ଅଫିସ ଆଗରେ ବିକ୍ଷୋଭ…
Archives


