ଧରିତ୍ରୀ ପୋର୍ଟାଲ ପ୍ରଭାବ: ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ଯୋଗାଇଦେଲେ ତହସିଲଦାର, ରାଜସ୍ବ ନିରୀକ୍ଷକ
ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ହୋଇଛି ଫଳରେ ଏକାଧିକ ଝାଟିମାଟି ଘର ଭାଙ୍ଗିବା ଘଟଣା ନେଇ ଧରିତ୍ରୀ ପୋର୍ଟାଲରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ଖବର ଦେଖି…
ରେଖାଙ୍କୁ କାହିଁକି ରିଜେକ୍ଟ କରିଥିଲେ ଅମିତାଭ: ଅସଲ କାରଣ ଖୋଲି କହିଦେଲେ ଜୟା ବଚ୍ଚନ
ବଲିଉଡ୍ ବାଦ୍ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପରଦା ଉପରେ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତିଥିଲା। କୁହାଯାଏ, ବ୍ୟକ୍ତିଗତ ଜୀବନରେ ବି ଦୁହେଁ ପ୍ରେମରେ ପାଗଳ ଥିଲେ। ଯଦିଓ ବିଗ ବି କେବେ ଏହି କଥାକୁ ସ୍ବୀକାର କରି ନ ଥିଲେ,…
୯ ବର୍ଷ ପରେ ଶତକ ହାସଲ କରି ପଡ଼ିଆରେ ଏମିତି କାର୍ଯ୍ୟ କଲେ କେଏଲ ରାହୁଲ: ଭିଡିଓ ହେଉଛି ଭାଇରାଲ୍
ଅହମ୍ମଦାବାଦ,୩।୧୦: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିଲେ। ଏହା ପରେ ସେ ସିଟି ବଜାଇ ଏକ ନିଆରା ସେଲିବ୍ରେଶନ କରିଥିଲେ। ଏହା ରାହୁଲଙ୍କ କ୍ୟାରିୟରରେ ୧୧ତମ ଟେଷ୍ଟ ଶତକ ଏବଂ ଭାରତରେ…
ଦଶହରା ମେଳା ଦେଖି ଫେରୁଥିଲେ ୫ କିଶୋର, ହେଲେ ବାଟରେ ବସିଥିଲା…
କସବା(ପୂର୍ଣ୍ଣିଆ),୩।୧୦: ଶୁକ୍ରବାର ସକାଳ ପ୍ରାୟ ୫ଟାରେ ଦଶହରା ମେଳାରୁ ଫେରୁଥିବା ଚାରି ଜଣ କିଶୋର କଟିହାର-ଜଗବାନୀ ରେଳ ଲାଇନର ଜବାନପୁର ଗୁମଟି ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଧକ୍କା ପାଇଥିଲେ। ଏଥିରେ ୪ କିଶୋରଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ…
ମାତ୍ର ୨୧ ମିନିଟ୍ରେ ଶତକ ହାସଲ କରିଥିଲେ ଏହି କ୍ରିକେଟର୍: ଆଜି ବି ରେକର୍ଡ ଅଛି କାଏମ, ନାଁ ଜାଣିଲେ…
ଲଣ୍ଡନ,୩।୧୦: କ୍ରିକେଟରେ ଦ୍ରୁତତମ ଶତକ ବିଷୟରେ ଯେତେେ ବଳେ ଆଲୋଚନା କରାଯାଏ, ଲୋକମାନେ ପ୍ରାୟତଃ କମ ବଲ୍ରେ ମାରିଥିବା ଶତକ ବିଷୟରେ କୁହନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ, କେଉଁ ଖେଳାଳି ସବୁଠାରୁ କମ ସମୟ ମଧ୍ୟରେ ଶତକ…
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଡଚ କମ୍ପାନୀ ଅଧିକାରୀ, କହିଲେ,‘ୟୁରୋପୀୟ ନେତାମାନଙ୍କୁ ଭେଟିବା କଷ୍ଟକର, କିନ୍ତୁ…’
ଲଣ୍ଡନ,୩।୧୦: ଡଚ ସେମିକଣ୍ଡକ୍ଟର ଜାଏଣ୍ଟ ASML ପାଇଁ ଗ୍ଲୋବାଲ ପବ୍ଲିକ ରିଲେସନ୍ସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଫ୍ରାଙ୍କ ହିମକର୍କ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ବ୍ୟାଖ୍ୟା କରିଛନ୍ତି ଯେ ASMLର CEO ସମ୍ପ୍ରତି ପ୍ରଧାନମନ୍ତ୍ରୀ…
ଲଗାଣ ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ଦୁର୍ଗମ ଅଞ୍ଚଳରେ ବଢୁଛି ଦୁର୍ଦ୍ଦଶା
ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲାଗି ରହିଛି। ଲଘୁଚାପ ଜନିତ ବର୍ଷା ତୁହାକୁ ତୁହା ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। କେଉଁଠି ଫସଲ ଉଜୁଡିଲାଣି ତ ଆଉ କେଉଁଠି କଚ୍ଚା ଘର ଭୁଶୁଡି…
ରାମନଦୀରେ ବନ୍ୟା: ଲଗାଣ ବର୍ଷାରେ ଦିଗପହଣ୍ଡି-ସାନଖେମୁଣ୍ଡିରେ ସ୍ଥିତି ବେହାଲ
ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ରାମନଦୀରେ ବନ୍ୟା ଯୋଗୁ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦାଠାରେ କାମ ଚାଲିଥିବା ବ୍ୟାରେଜ ଓ ଆନିକଟ ସ୍ପିଲ ୱେର ଅର୍ଦ୍ଧାଧିକ ଅଂଶ ଭାସିଯାଇଛି। ବଡ଼ପଦା ଗ୍ରାମ ଶ୍ରୀ ଉଦୟନାଥେଶ୍ୱର ଶିବ ମନ୍ଦିର ଅଳ୍ପକେ…
ଗାଈ ଚରାଇବାକୁ ଯାଇ ଆଉ ଫେରି ନ ଥିଲେ ଲକ୍ଷ୍ମଣ: ନଦୀ ପଠାରୁ ମିଳିଲା…
ମୋହନା,୩।୧୦(ମନ୍ମଥ ମିଶ୍ର): ଲଘୁଚାପଜନିତ ଲଗାଣ ଅତିପ୍ରବଳ ବର୍ଷାରେ ଗଜପତି ଜିଲାର ମୋହନା ଥାନା ଆନ୍ତର୍ଗତ ବନ୍ଧାଗୁଡା ଗାଁ ଲକ୍ଷ୍ମଣ ମଲ୍ଲିକ ଲୁଡୁରୁ ଗାଁକୁ ଗାଈ ଚରାଇବାକୁ ଯାଇ ନଦୀରେ ନିଖୋଜ ଥିବାର ସୂଚନା ମିଳିଥିଲା l ଗ୍ରାମବାସୀ କୌଣସି ଅନୁସନ୍ଧାନ ପାଇପାରି…
ଶ୍ୱଶୁରଙ୍କୁ ପିଟିପିଟି ମାରିଦେଲେ ବୋହୂ, ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭୋପାଳ,୩।୧୦: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁରଙ୍କୁ ପିଟିପିଟି ମାରିଦେଇଛନ୍ତି ବୋହୂ। ଦୁର୍ଗା ପୂଜା ମଣ୍ଡପରେ ନାଚିବାକୁ ବାରଣ କରିବାରୁ ବୋହୂ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି। ଘଟଣାଟି ମୌଗଞ୍ଜ ଜିଲ୍ଲାରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ରାମରତିଙ୍କ ବୋହୂ…
ବିଦ୍ୟୁତ ତାର ଉପରେ ପଡ଼ିଲା ଗଛ: ୩ ଦିନ ହେଲା ବେଲଘର ଅନ୍ଧାର
ତୁମୁଡିବନ୍ଧ,୩।୧୦(ଦୀପକ କୁମାର ପରାସେଠ):ବିଦ୍ୟୁତ ତାରରେ ଗଛ ପଡିଛି। ୩ ଦିନ ହେବ ଚାରିଆଡେ ଅନ୍ଧାର। ଜନଜୀବନ ଅସ୍ତବ୍ୟସ୍ତ । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତ ବୁଧବାର ରାତିରେ ବେଲଘର…
ପ୍ରକୃତିର କରାଳ ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ବାପ-ପୁଅ ନିଖୋଜ
ମୋହନା, ୩।୧୦(ମନ୍ମଥ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ବେହାଲ l ଲଗାଣ ବର୍ଷା ଫଳରେ ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା l ଭୂସ୍ଖଳନରେ ଗାଁର ୨ ଜଣ ନିଖୋଜ…
Archives


