Home

୨ ଦିନ ପାଇଁ ଫୁର୍ଲିଝରଣ ଜଳପ୍ରପାତ ବନ୍ଦ

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଫୁର୍ଲିଝରଣ ଜଳପ୍ରପାତକୁ ୨ ଦିନ ପାଇଁ ବନ୍ଦ କରିଦିଆଯାଇଛି। ଲଗାଣ ବର୍ଷା ଯୋଗୁ ପ୍ରବଳ ଜଳ ପ୍ରବାହିତ ହେଉଛି। ଯାହାଫଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨ ଦିନ ପାଇଁ ଏହି…

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର, ଏବେ ଟାର୍ଗେଟରେ ସେହଓ୍ବାଗ-ରୋହିତ

ନୂଆଦିଲ୍ଲୀ,୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ। ଚା’ ବିରତି ପୂର୍ବରୁ ସେ ୮୧ ବଲରୁ ୫୦ ରନ କରିଥିଲେ। ତାଙ୍କ ଇନିଂସ ସମୟରେ ସେ ତିନୋଟି ଚୌକା ଏବଂ ଚାରିଟି ଛକା ମାରିଥିଲେ। ଏହି…

SI ପରୀକ୍ଷା ସ୍କାମ: ବିଜେଡିର ସାଂଘାତିକ ଖୁଲାସା, ମାଷ୍ଟରମାଇଣ୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର,୩।୧୦: SI ପ୍ରଶ୍ନପତ୍ର ଲିକ ଘଟଣାରେ ବିଜେଡି ଭାଜପା ସରକାରଙ୍କୁ କଡ଼ା ଟାର୍ଗେଟ କରିଛି। ପେପର୍‌ ଲିକ ଘଟଣାରେ କିଏ ସମ୍ପୃକ୍ତ ତାହା ଜାଣିବାକୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ କରିଛି। ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିଙ୍କ କମ୍ପାନୀ ପଞ୍ଚସଫ୍ଟ ପରୀକ୍ଷା…

ଦାଉ ସାଧିଛି ଲଗାଣ ବର୍ଷା: ଉଜୁଡ଼ିଲା କୋବିଚାଷ, ଚାଷୀ ନିରାଶ

ଦାରିଙ୍ଗବାଡ଼ି,୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ଲାଗିରହିଥିବା ବେଳେ ୩ ଦିନ ହେଲା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଫଳରେ ଅଞ୍ଚଳର ପନିପରିବା ଚାଷୀ ବହୁ କ୍ଷତି ସହୁଛନ୍ତି। ଚାଷଜମିରୁ ଏବେ…

ଆମେରିକାର ଟାମ୍ପା ସହରରେ ପାଳନ କରାଗଲା ଦୁର୍ଗାପୂଜା

ଟାମ୍ପା,୩।୧୦: ଆମେରିକାର ଦକ୍ଷିଣ-ପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ପ୍ରବାସୀ ଓଡ଼ିଆମାନେ ବଡ଼ ଧୁମଧାମରେ ଦୁର୍ଗାପୂଜା ପାଳନ କରିଛନ୍ତି। ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାରମ୍ପରିକ ରୀତିନୀତି ଓ ପୂଜା ପଦ୍ଧତି ଅନୁଯାୟୀ ସ୍ଥାନୀୟ ଆୟପ୍ପା ମନ୍ଦିରରେ ପାଳନ କରାଯାଇଛି। ସେପ୍ଟେମ୍ବର…

ଆଈ-ନାତି ଶୋଇଥିବାବେଳେ ଲଗାଣ ବର୍ଷାରେ ଭାଙ୍ଗିପଡ଼ିଲା ଘର

ତୁମୁଡ଼ିବନ୍ଧ,୩ା୧୦(ଦୀପକ କୁମାର ପରାସେଠ୍‌): ଲଘୁଚାପଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୋଇଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଯାଇଥିବା ଶୁକ୍ରବାର ଜଣାପଡ଼ିଛି। ସୂଚନାନୁସାରେ, ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଗତ ଗୁରୁବାରରୁ ପ୍ରବଳ ବର୍ଷା ସହିତ…

ଟ୍ରମ୍ପଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ପୁଟିନ, କହିଲେ ଭାରତକୁ ମନା କରୁଛନ୍ତି ହେଲେ ନିଜେ ଆମଠାରୁ…

ମସ୍କୋ,୩।୧୦: ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲଗାଇବାର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଆମେରିକାକୁ ‘ଡବଲ ଷ୍ଟାଣ୍ଡାର୍ଡ’ ବୋଲି ଅଭିଯୋଗ କରିଛନ୍ତି। ସେ…

ଫଟା କପାଳ! ଯେଉଁମ୍ୟାଚ ପାଇଁ ଛାଡିଲେ ଭଉଣୀ ବାହାଘର, ସେହି ମ୍ୟାଚରେ ହିଁ ପ୍ରଥମ ବଲରେ…

ନୂଆଦିଲ୍ଲୀ,୩।୧୦: ବିଶ୍ୱର ନମ୍ବର ୱାନ ଟି-୨୦ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଅଷ୍ଟ୍ରେଲିଆ ଏ ବିପକ୍ଷ ଦ୍ୱିତୀୟ ଅଣଆନୁଷ୍ଠାନିକ ଏକଦିବସୀୟ ମ୍ୟାଚର ପ୍ରଥମ ବଲରେ ଆଉଟ ହୋଇଥିଲେ। ଏହି ମ୍ୟାଚ ଯୋଗୁ, ଅଭିଷେକ ଆଜି ଅମୃତସରରେ ତାଙ୍କ ଏକମାତ୍ର ଭଉଣୀଙ୍କ ବିବାହରେ ଯୋଗ…

ରାସ୍ତାରେ ଧସିଲା ପାହାଡ଼, ଭାଙ୍ଗିଲା ବିରାଟ ଗଛ

ଧରାକୋଟ,୩ା୧୦: ଚଳିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଜନଜୀବନ ବେଶ୍‌ ପ୍ରଭାବିତ ହୋଇଛି। ଗୁରୁବାର ରାତିରେ ଜାତୀୟ ରାଜପଥ ୫୯ର ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ରାସ୍ତା ଉପରେ ବିରାଟ ଗଛ ପଡ଼ିଯିବାରୁ…

ମେଡିକାଲରୁ ରୋଗୀ ନିଖୋଜ, ସାଂଘାତିକ ଅଭିଯୋଗ ଆଣି ପରିବାର ଲୋକେ କହିଲେ…

ବଲାଙ୍ଗୀର,୩ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାସ୍ଥିତ ଭୀମ ଭୋଇ ମେଡିକାଲ କଲେଜରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସର୍ଜରୀ ଓ୍ବାର୍ଡରୁ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଗୁରୁବାର ରାତି ୧୧ଟାରୁ ରୋଗୀ…

‘ମୋହସିନ ନକଭି ଦେଶର ସମ୍ମାନ ତଳେ ପକାଇଛନ୍ତି’, ଏସିଆ କପ ଟ୍ରଫି ଡ୍ରାମା ଉପରେ ପିସିବି ଅଧ୍ୟକ୍ଷଙ୍କୁ ସମାଲୋଚନା କଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର

ନୂଆଦିଲ୍ଲୀ,୩।୧୦: ୨୦୨୫ ଏସିଆ କପ ଟ୍ରଫିକୁ ନେଇ ବିବାଦ ନିରନ୍ତର ଜାରି ରହିଛି। ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ମୋହସିନ ନକଭି ଜିଦ ଧରି କହିଛନ୍ତି ଯେ ଯଦି ଭାରତ ଟ୍ରଫି ଏବଂ ପଦକ ଚାହୁଁଛି, ତେବେ ଅଧିନାୟକ ସୂର୍ଯ୍ୟକୁମାର…

‘ନକ୍ସାରୁ ହଟାଇ ଦେବୁ, ଛାଡିବୁ ନାହିଁ…’ ପାକିସ୍ତାନକୁ ଖୋଲା ଚେତାବନୀ

ନୂଆଦିଲ୍ଲୀ,୩।୧୦: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀ ଗଙ୍ଗାନଗରର ଘଡସାନାର ୨୨ ଏମଡି ଗ୍ରାମର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ ସେନା ଏବଂ ସୀମା ସୁରକ୍ଷା ବଳ (BSF) ଅଧିକାରୀଙ୍କ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri