୨ କୋଟିର ନେଲ୍ପଲିଶ୍
ଆଜିକାଲି ସମସ୍ତେ ସୌନ୍ଦର୍ଯ୍ୟ ସଚେତନ। ତେଣୁ ବ୍ରାଣ୍ଡେଡ ଓ ଦାମୀ ବିଉଟି ପ୍ରଡକ୍ଟର ଆଦର ଦିନକୁ ଦିନ ବଢିବାରେ ଲାଗିଛି। ହେଲେ ଏମିତି ବି କିଛି ବିଉଟି ପ୍ରଡକ୍ଟ ଅଛି ଯାହାକୁ କିଣିବା ସାତ ସପନ। ସେଥିମଧ୍ୟରେ ଗୋଟିଏ ହେଉଛି ଏଜାଟୁର…
ସ୍ମାର୍ଟ ତକିଆ
ନିଦର ଅଭାବ, ଠିକ୍ରେ ନିଦ ନ ହେବା ଆଜିକାଲିର ଏକ ମୁଖ୍ୟ ସମସ୍ୟା ପାଲିଗଲାଣି। ଏଥିଯୋଗୁ ମଧୁମେହ, ହୃଦରୋଗ, ଅବସାଦ ପରି ଅନେକ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ତେଣୁ ସୁନିଦ୍ରା ସମସ୍ତଙ୍କ ପାଇଁ ନିହାତି ଜରୁରୀ। ଏହାକୁ ନଜରରେ ରଖି…
ଜିଭରେ କରନ୍ତି ପେଣ୍ଟିଂ
ସ୍ବାଦ ବାରିବା କାମ ଜିଭ କରିଥାଏ। କଥା କହିବାରେ ବି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଜାଣନ୍ତିକି ଜଣେ ବ୍ୟକ୍ତି ତାଙ୍କ ଜିଭକୁ ରଙ୍ଗ ତୂଳୀଭାବେ ବ୍ୟବହାର କରି ପେଣ୍ଟିଂ ବି କରିପାରନ୍ତି। ଆମେରିକାର ନିକ୍ ଷ୍ଟୋଏବରଲ ନାମକ ଏହି…
ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ ହେବା ପରେ ହଂକଂରେ ପ୍ରଥମ ପ୍ରଦର୍ଶନ…
ହଂକଂ,୨୬।୩ : କଡା ନିୟମ ମଧ୍ୟରେ ରବିବାର ହଂକଂବାସୀ ସରକାରଙ୍କ ବିରୋଧରେ ପ୍ରଥମ ବିରୋଧ ପ୍ରଦର୍ଶନ କରିଛନ୍ତି। ପ୍ରସ୍ତାବିତ ପୁନରୁଦ୍ଧାର ଏବଂ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁବିଧା ନିର୍ମାଣ ବିରୋଧରେ ଏହି ପ୍ରତିବାଦ କରାଯାଇଥିଲା। କରୋନା କଟକଣା ଯୋଗୁ ଏହି ବିରୋଧ ପୂର୍ବରୁ…
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପହଲଗାମ୍
ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ପହଲଗାମ୍। ଏଠାରେ ପର୍ଯ୍ୟଟକ ପାଇନ୍ ଗଛର ଜଙ୍ଗଲ ସାଙ୍ଗକୁ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଦେଖିପାରିବେ। ତା’ସାଙ୍ଗକୁ ଟ୍ରେକିଂ, ଫିଶିଂ ଆଉ ଫଟୋଗ୍ରାଫିର ମଧ୍ୟ ଭରପୂର ମଜା ନେଇପାରିବେ… ପହଲଗାମ୍ ଜମ୍ମୁ ଓ…
ପରୀକ୍ଷଣ ସମୟରେ ଧ୍ରୁବ ହେଲିକପ୍ଟରର ଜରୁରୀକାଳୀନ ଅବତରଣ…
କୋଚି,୨୬।୩ : ଭାରତୀୟ ତଟରକ୍ଷୀ ବାହିନୀର ଏଏଲଏଚ ଧ୍ରୁବ ହେଲିକପ୍ଟରର ଏକ ପରୀକ୍ଷଣ ବିମାନକୁ ରବିବାର କେରଳର କୋଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ, ଏଏଲଏଚ ଧ୍ରୁବ ମାର୍କ-୩ ଏକ ପରୀକ୍ଷଣ ଉଡ଼ାଣ ସମୟରେ ୨୫ ଫୁଟ ଉଚ୍ଚରେ…
ଏୟାର ଇଣ୍ଡିଆ ବିବାଦ: ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ପଦବୀରୁ ହଟାଇଲା ନେପାଳ…
କାଠମାଣ୍ଡୁ,୨୬।୩ : ଏୟାର ଇଣ୍ଡିଆ ଏବଂ ନେପାଳ ଏୟାରଲାଇନ୍ସ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରୁ ହଟାଇ ଦିଆଯାଇଛି। ନେପାଳର ବେସାମରିକ ବିମାନ ଚଳାଚଳ ବିଭାଗ ଏହି…
ହାମବର୍ଗରେ ଗୁଳିକାଣ୍ଡ: ୨ ମୃତ…
ହାମବର୍ଗ,୨୬।୩ : ଜର୍ମାନୀର ହାମବର୍ଗରେ ଗୁଳିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପୋଲିସର ସୂଚନାନୁସାରେ, ଏକ ଅପରେଶନ ଆରମ୍ଭ ହୋଇଛି ଏବଂ ଗୁଳିକାଣ୍ଡ ଭିଆଇଥିବା ଅଜଣା ବ୍ୟକ୍ତିଙ୍କ ଖୋଜ ଖବର ନିଆଯାଉଛି।…
ବ୍ରିଟେନ-ଓ୍ବେଲ୍ସରେ ହିନ୍ଦୁ ଅଧିକ ସୁସ୍ଥ-ଯୋଗ୍ୟ: ରିପୋର୍ଟ…
ଲଣ୍ଡନ/କାର୍ଡିଫ,୨୬।୩ : ବ୍ରିଟେନ ଏବଂ ୱେଲ୍ସର ସମସ୍ତ ଧାର୍ମିକ ଗୋଷ୍ଠୀଙ୍କ ମଧ୍ୟରେ ହିନ୍ଦୁମାନେ ସବୁଠାରୁ ସୁସ୍ଥ ଏବଂ ଫିଟ। ସେମାନଙ୍କ ମଧ୍ୟରେ ଦିବ୍ୟାଙ୍ଗତା ସଂଖ୍ୟା ମଧ୍ୟ ସର୍ବନିମ୍ନ ଅଟେ। ନୂତନ ଜନଗଣନା ତଥ୍ୟରୁ ଏହା ଜଣ ପଡ଼ିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ…
କ୍ୟାରିୟର ପାଇଁ..
ଶକ୍ତି ତନୟା ଶ୍ରଦ୍ଧା କପୁର ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏପରି ଚିନ୍ତାଧାରା ପାଇଁ ବେଶ୍ କେତୋଟି ଅଫର୍ ତାଙ୍କ ହାତକୁ ଖସି ଯାଇଛି। ହେଲେ ତାକୁ ନେଇ…
ଝରକା ଗ୍ରୀଲ୍ ତାଡ଼ି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର
ଆରଡ଼ି,୨୬ା୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଭୂଇଁପୁରର ଦିବାକର ବିଶ୍ବାଳଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଝରକା ଗ୍ରୀଲ୍ ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକେ ନିକଟରେ ହେଉଥିବା ଅପେରା ଦେଖିବାକୁ ଯାଇଥିଲେ।…
ସ୍ତ୍ରୀଙ୍କଠାରୁ ଅଲଗା ହେବାର କାରଣ କହିଲେ ଧାଓ୍ବନ
ନୂଆଦିଲ୍ଲୀ,୨୬।୩: ଭାରତୀୟ କ୍ରିକେଟର୍ ଶିଖର ଧାୱନ ଖରାପ ଫର୍ମ ଯୋଗୁ ଏବେ ଦଳରୁ ବାଦ୍ ପଡିଛନ୍ତି। ଏବେ ସେ ଆଇପିଏଲ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ପ୍ରଥମଥର…

