Home

ମିଥ୍ୟା ସତ୍ୟପାଠ ଜାଲିଆତି ଧରାପଡ଼ିଲା

ନୟାଗଡ଼ ଅଫିସ/ଓଡ଼ଗାଁ,୩ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବରସାହି ପଞ୍ଚାୟତ ସିଙ୍ଗାରପୁର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଥ୍ୟା ସତ୍ୟପାଠରେ ଜାଲିଆତି କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜଣକ ନାଁରେ ଆସିଥିବା ଆବାସ କାର୍ଯ୍ୟାଦେଶକୁ ଅନ୍ୟ ଜଣଙ୍କୁ ଦେଇ ପଞ୍ଚାୟତ ନିର୍ବାହୀ…

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇବେ ସାହିତ୍ୟ ଭାରତୀ ସମ୍ମାନ

କଟକ ଅଫିସ,୩ା୩:ଗଙ୍ଗାଧର ରଥ ଫାଉଣ୍ଡେଶନ ପକ୍ଷରୁ ସର୍ବୋଚ୍ଚ ‘ସାହିତ୍ୟ ଭାରତୀ ସମ୍ମାନ : ୨୦୨୩’ ସାହିତି୍ୟକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ପ୍ରଦାନ କରାଯିବ। ଏହି ସମ୍ମାନ ବାବଦକୁ ତାଙ୍କୁ ୧ ଲକ୍ଷ ଟଙ୍କା ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ରୌପ୍ୟ ପ୍ରତିକୃତି…

ରାସ୍ତାକୁ ଦୁର୍ଘଟଣାପ୍ରବଣ ଘୋଷଣା ପାଇଁ କେନ୍ଦ୍ରାପଡ଼ା ଆର୍‌ଟିଓଙ୍କୁ ଚିଠି

ଆଳି,୩ା୩ (ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି କଟବନ୍ଧ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାରୁ ଓ ଆଇନ ଶୃଙ୍ଖଳା ବ୍ୟାହତ ହେଉଥିବାରୁ ପୋଲିସ ମୁଣ୍ଡ ବ୍ୟଥାର କାରଣ ପାଲଟୁଛି। ଏହି ସ୍ଥାନକୁ…

ଉତ୍ତର-ପୂର୍ବରେ ଭାଜପା ସୂର୍ଯ୍ୟୋଦୟ

କୋଲକାତା/ଅଗରତାଲା, ୩ା୩(ପି.ଟି.):ଯେଉଁ ବ୍ୟକ୍ତି ଅନେକ ମେଣ୍ଟକୁ ଏକାଠି ଯୋଡ଼ିଥିଲେ ସିଏ ଆଜି ଉତ୍ତର-ପୂର୍ବାଞ୍ଚଳରେ ଭାଜପାର ସୂର୍ଯ୍ୟୋଦୟ ପାଇଁ ସମାନ ଗୋଟି ଚଳାଇଛନ୍ତି। ନର୍ଥ-ଇଷ୍ଟ୍‌ରେ ଭାଜପାର ପୋଷ୍ଟର ବୟ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବେ ନିଜ ପାର୍ଟିର ଡିଲ୍‌ ମେକର…

ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ବେଣାଗଛ

ପଟ୍ଟାମୁଣ୍ଡାଇ,୩ା୩(ସ୍ବ.ପ୍ର .): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଉର୍ବର ଚାଷ ଜମିରେ ବେଣାଗଛ ହେବା ଯୋଗୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ ଚାଷକାର୍ଯ୍ୟ କରିବାରେ ବେଣାଗଛ ବାଧକ ସାଜିଛି। ଏଥିଯୋଗୁ ଶତାଧିକ ଏକର ଉର୍ବର ଚାଷ ଜମି ପଡ଼ିଆ ପଡ଼ିବା…

୨ ଦଶନ୍ଧି ମଧ୍ୟରେ ସ୍ବାସ୍ଥ୍ୟସେବାରେ ମିଳିଛି ଅଭୂତପୂର୍ବ ସଫଳତା

ଭୁବନେଶ୍ବର, ୩ା୩(ବ୍ୟୁରୋ):ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ୨୦୨୩-୨୪ ବର୍ଷର ସ୍ବାସ୍ଥ୍ୟ ବଜେଟ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ୨ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଭୂତପୂର୍ବ ସଫଳତା…

ରହସ୍ୟରେ ଭିସୁଟ୍‌ ପୁରାତନ ଛାତ୍ରୀ ମୃତ୍ୟୁ ଘଟଣା

ସମ୍ବଲପୁର,୩ା୩(ବ୍ୟୁରୋ):ସମ୍ବଲପୁର ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲରୁ ଉଦ୍ଧାର ହୋଇଥିବା ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟଘେରକୁ ଠେଲି ହୋଇଯାଇଛି। ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ତଦନ୍ତ ପାଇଁ ଦୁଇଟି…

ଘର ଉପରେ ୧୧ କେଭି ବିଦ୍ୟୁତ୍‌ ତାର

ନାଉଗାଁ,୩ା୩(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗ୍ରାମର ମଲିକ ସାହି ଦେଇ ୧୧ କେଭି ବିଦ୍ୟୁତ୍‌ ତାର ଯାଇଛି। ଏହି ତାର ଗ୍ରାମର ୧୧ରୁ ଊର୍ଦ୍ଧ୍ୱ ପରିବାରଙ୍କ ବାସଗୃହ ଉପରେ ଯାଇଥିବା ବେଳେ ଆଉ କେତେଜଣଙ୍କ ଘରର ପଛ ପାର୍ଶ୍ୱରେ ଯାଇଛି।…

‘ଗୁଣାତ୍ମକ ସେବାକୁ ଗୁରୁତ୍ୱାରୋପ’

ମ୍ୟାନେଜ୍‌ମେଣ୍ଟ ପାଠପଢ଼ା ସାରି ବାପା ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟକୁ ସମ୍ଭାଳିବା ସହ ଉକ୍ତ ବ୍ୟବସାୟକୁ ଠିକ୍‌ଭାବେ ଚଳାଇ ଅନେକ ସଫଳତା ହାସଲ କରିଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଆଉଟ୍‌ଡୋର ବିଜ୍ଞାପନ ସଂସ୍ଥା ‘ଅଜନ୍ତା ଆଡ୍‌ଭର୍ଟାଇଜର୍ସ’କୁ ଲୋକାଭିମୁଖୀ କରିବାରେ…

ଅଶୃଙ୍ଖଳା ପାଟନାଳୀ ସ୍ଲୁଇସ୍‌ ଗେଟ୍‌ ପାଇଁ ବିଶୃଙ୍ଖଳା

କେନ୍ଦ୍ରାପଡା ଅଫିସ,୩ା୩: ଜଳ ନିଷ୍କାସନ ପାଇଁ ସ୍ଲୁଇସ ଗେଟ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ ତଳକୁ କଲେ କବାଟର ଉପରି ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି। କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ ବିଭାଗ ଅନ୍ତର୍ଗତ ମାର୍ଶାଘାଇ…

ରାଞ୍ଚିରେ ଆର୍‌ଆଇଆଇଜି କନ୍‌ଫରେନ୍ସ ଉଦ୍‌ଘାଟିତ

ରାଞ୍ଚି,୩ା୩:ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଗୁରୁବାର ‘ସ୍ଥାୟୀ ଊର୍ଜା ପାଇଁ ସାମଗ୍ରୀ’ ବିଷୟବସ୍ତୁକୁ ନେଇ ରିସର୍ଚ୍ଚ ଆଣ୍ଡ ଇନୋଭେଶନ୍‌ ଇନିସିଏଟିଭ୍‌ ଗ୍ୟାଦରିଂ (ଆର୍‌ଆଇଆଇଜି) କନ୍‌ଫରେନ୍ସ ଉଦ୍‌ଘାଟିତ ହୋଇଯାଇଛି। ନୂଆଦିଲ୍ଳୀର କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ର୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ପକ୍ଷରୁ ଏହି କନ୍‌ଫରେନ୍ସର…

ବିଦ୍ୟୁତ୍‌ ସଂଯୋଗ ମିଳିନି, ଆସିଲା ବିଲ୍‌

ରସୁଲପୁର,୩ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ କୃଷ୍ଣପଡ଼ା ଗ୍ରାମର ମା’ କିଆଶୁଣୀ ପାଣି ପଞ୍ଚାୟତ ଏବଂ ଓଡ଼ିଶୋ ପଞ୍ଚାୟତ ମେଳକ ଗ୍ରାମର ମା’ମଙ୍ଗଳା ପାଣି ପଞ୍ଚାୟତ ନଁାରେ ଟାଟା ପାୱାର ପକ୍ଷରୁ ମିଥ୍ୟା ବିଦ୍ୟୁତ୍‌ ବିଲ୍‌ ଇସ୍ୟୁ କରାଯାଇଛି। ଏହାକୁ ଗ୍ରାମାଞ୍ଚଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri