Home

ଆଜିର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସକୁ ସତର୍କ ରହିବାକୁ ପଡ଼ିବ

କୋଲକାତା,୬ା୪: ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ। ଏହି ମ୍ୟାଚ୍‌ ଆଜି ସନ୍ଧ୍ୟା ୭.୩୦ରେ ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ କୋଲକାତା ନାଇଟ…

କରୋନା ଭାଇରସ ସଂକ୍ରମଣକୁ ନେଇ ମୋଦି ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୪: ଦେଶରେ ବେଳକୁ ବେଳ ବଢି ଚାଲିଥିବା କରୋନା ସଂକ୍ରମଣ ଏବେ କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି କାରଣରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କରୋନାର ଗମ୍ଭିରତାକୁ ଦେଖି ସବୁ ରାଜ୍ୟର ବୈଠକ ଡକାଇଛନ୍ତି। ଶୁକ୍ରବାର ହେବାକୁ ଥିବା…

ଶ୍ରୀନଗରରେ ଭାଜପା ସ୍ଥାପନା ଦିବସ ପାଳିତ: ଦଳ କହିଲା, ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ

ଶ୍ରୀନଗର,୬।୪: ଭାରତୀୟ ଜନତା ପାର୍ଟିର କଶ୍ମୀର ୟୁନିଟ ଶ୍ରୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଜରିଆରେ ଦଳ ୪୩ତମ ସ୍ଥାପନା ଦିବସ ପାଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାଜପା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଦଳର ରାଜ୍ୟ ୟୁନିଟ…

କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ ଅଫିସ,୬ା୪: ଭଦ୍ରକ ଜିଲା ତିହିଡ଼ି ଥାନା ଝିଙ୍କିରିଆରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଖେଳୁଥିବା ବେଳେ ୪ ଶିଶୁ କୀଟନାଶକ ପିଇ ଦେଇଛନ୍ତି। ଫଳରେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସମସ୍ତଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି…

୪୦ ଲକ୍ଷ ଟଙ୍କାର ମୁଣ୍ଡଜାମିନ, ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୬ା୪: ଝାରସୁଗୁଡ଼ାରେ ନାବାଳକ ଅପହରଣ ଓ ଟଙ୍କା ପାଇଁ ନାବାଳକ ହତ୍ୟା ଘଟଣା ମନରୁ ନ ଲିଭିବା ପୂର୍ବରୁ ଏବେ ବାଲେଶ୍ୱର ଜିଲା ଚନ୍ଦନେଶ୍ୱର ନିକଟରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣା ବେଶ୍‌ ଆଲୋଡନ…

ନ୍ୟାସନାଲ ପାର୍ଟିର ମାନ୍ୟତା ପାଇବାରେ ବିଳମ୍ବ ହେବାରୁ ହାଇକୋର୍ଟ ଗଲା ଏଏପି

ବେଙ୍ଗାଲୁରୁ,୬।୪: ସରକାରୀ ସ୍ତରରେ ଜାତୀୟ ମାନ୍ୟତା ପାଇବାରେ ବିଳମ୍ବ ଯୋଗୁ ଅରବିନ୍ଦ କେଜ୍‌ରିିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର କର୍ନାଟକ ହାଇକୋର୍ଟରେ ପହଞ୍ଚିଛି। ଏଏପି କର୍ନାଟକର ସଂଯୋଜକ ପୃଥ୍ବୀ ରେଡ୍ଡୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଆବେଦନରେ କୁହାଯାଇଛି…

୧୧୦୦୦ ଫୁଟରେ ଉଡୁଥିଲା ବିମାନ, କକ୍‌ପିଟରେ ସାପ ଦେଖି ଜରୁରୀ ଅବତରଣ କରାଇଲେ ପାଇଲଟ

ପ୍ରିଟୋରିଆ,୬ା୪: ଦକ୍ଷିଣ ଆଫ୍ରିକାର ପାଇଲଟଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାଇଲଟ ରୁଡୋଲ୍ଫ ଏରସ୍ମସ୍‌ଙ୍କ ପାଇଁ ଏହା ଏକ ନିତିଦିନିଆ ବିମାନ ଥିଲା। ଯେପର୍ଯ୍ୟନ୍ତ ସେ ଅନୁଭବ କଲେ ଯେ, ବିମାନଟି ଆଉ ଜଣେ ଯାତ୍ରୀଙ୍କୁ ନେଇ ଯାଉଛି। ଅର୍ଥାତ୍‌…

ତୃତୀୟ ଚାର୍ଜଶିଟରେ ମଧ୍ୟ ସିସୋଡିଆଙ୍କ ନାମ ନାହିଁ: ଦାବି କଲା ଏଏପି

ନୂଆଦିଲ୍ଲୀ,୬।୪: ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିିଟରେ ରାଜେଶ ଜୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଥିଲା। ଇତିମଧ୍ୟରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ…

କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଭବାନୀପାଟଣା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ଚଳିତବର୍ଷ ପାଠପଢ଼ା ଆରମ୍ଭ ହେବ। ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ ଲାଗି ଅନୁମତି ମିଳିଥିବା ନ୍ୟାଶନାଲ ମେଡିକାଲ କମିଶନ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ସୂଚନା ଦେଇଛି। ୨୦୨୩-୨୪ ଶିକ୍ଷାବର୍ଷରୁ କଳାହାଣ୍ଡି…

ଲାଞ୍ଚ ନେଇ ବନ୍ଧାହେଲେ ଖଣ୍ଡଗିରି ଏସ୍‌ଆଇ

ଭୁବନେଶ୍ୱର,୬ା୪(ବ୍ୟୁରୋ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ କୁମାର ସ୍ବାଇଁ ଗିରଫ ହୋଇଛନ୍ତି। ଏକ ମାମଲାର ଦଫାରଫା କରିବା ପାଇଁ ନାକା ଗେଟ୍‌ ନିକଟରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭାଜପାରେ ସାମିଲ ହେଲେ କଂଗ୍ରେସର ବରିଷ୍ଠ ନେତାଙ୍କ ପୁଅ

ନୂଆଦିଲ୍ଲୀ,୬।୪: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। କେରଳ କଂଗ୍ରେସର ସୋସିଆଲ ମିଡିଆ ଟିମ୍‌ର ପୂର୍ବତନ ସଂଯୋଜକ ଅନିଲ ଆଣ୍ଟୋନି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଭି.ମୁରଲୀଧରନ,…

ଜଳନ୍ଧର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

ଜଳନ୍ଧର,୬।୪: ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର ପଞ୍ଜାବର ଜଲନ୍ଧର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି। ବିଦ୍ରୋହୀ ମନୋଭାବ ଯୋଗୁ ପଞ୍ଜାବ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ ଜଲନ୍ଧର ପଶ୍ଚିମ ବିଧାୟକ ସୁଶୀଲ କୁମାର ରିଙ୍କୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?