ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିପାରନ୍ତି ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି
ଓ୍ବାଶିଂଟନ୍,୧।୨: ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସେ ଫେବୃଆରୀରେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିପାରନ୍ତି। ୨୦୨୪ରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।…
ଟୁଇଟରରେ କଙ୍ଗନା-ଉର୍ଫି ମୁହାଁମୁହିଁ
ମୁମ୍ବାଇ: କଙ୍ଗନା ରାଣାଓ୍ବତ ଇତିମଧ୍ୟରେ ଟୁଇଟରକୁ ଫେରିଛନ୍ତି। ସେ ପ୍ରତିଦିନ କିଛି ନା କିଛି ଫଟୋ ପୋଷ୍ଟ କରୁଛନ୍ତି। ଏବେ ତାଙ୍କର ଏକ ଟୁଇଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଟୁଇଟରରେ ସେ ପଠାନ ଫିଲ୍ମର ସଫଳତା ବିଷୟରେ…
‘ପଠାନ୍’ ଭାରତୀୟ ସିନେମାର ସବୁଠାରୁ ବଡ଼ ବ୍ଲକବଷ୍ଟର: ଆଲିଆ
ବମ୍ବେ: ରିଲିଜ ପରଠାରୁ ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି କିଙ୍ଗ ଖାନ୍ ଶାହାରୁଖଙ୍କ ଫିଲ୍ମ ‘ପଠାନ୍’। ଦର୍ଶକଙ୍କ ଭଲପାଇବା ମିଳୁଥିବାରୁ ଗୋଟିଏ ସପ୍ତାହରେ ଫିଲ୍ମଟି ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଏମିତିରେ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରତିକ୍ରିୟା…
ରିଲିଜ୍ର ପ୍ରଥମ ସପ୍ତାହରେ ୬୦୦ କୋଟି ଆୟ କଲା ‘ପଠାନ୍’
ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ…
ମହିଳାଙ୍କ ପ୍ରତି ବଢୁଛି ନିର୍ଯାତନା
ଇସଲାମାବାଦ,୧ା୨: ପାକିସ୍ତାନର ମହିଳାଙ୍କ ଅବସ୍ଥା ଆଫଗାନିସ୍ତାନ ମହିଳାଙ୍କ ଅପେକ୍ଷା ଅତ୍ୟନ୍ତ ଖରାପ ଅଟେ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ମହିଳା, ଧାର୍ମିକ ସଂଖ୍ୟାଲଘୁ ଏବଂ ଟ୍ରାନ୍ସଜେଣ୍ଡର ହିଂସା, ଭେଦଭାବ ଏବଂ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ହ୍ୟୁମାନ ରାଇଟ୍ସ ଓ୍ବାଚ୍ (HRW) ରିପୋର୍ଟରେ…
ଏକ ଡାର୍କ ବଜେଟ, ମୋତେ ମାତ୍ର ଅଧଘଣ୍ଟା ଦିଅ ମୁଁ ଗରିବଙ୍କ ପାଇଁ କିପରି ବଜେଟ ପ୍ରସ୍ତୁତ କରାଯାଏ ଦେଖାଇଦେବି: ମମତା ବାନାର୍ଜୀ
କୋଲକତା,୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟକୁ ନେଇ ନରେନ୍ଦ୍ର ମୋଦି ସରକାର ଉପରେ ବର୍ଷିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ସହିତ ବଜେଟ ସଂଯୋଗ କରି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ…
ପୁଣି ବଦଳିବେ ବିଗ୍ବସ୍ ହୋଷ୍ଟ, ଟ୍ରୋଲିଂ ପରେ…
ବମ୍ବେ: ବିଗ୍ବସ୍ ଶେଷ ହେବାକୁ ଆଉ ମାତ୍ର ୧୨ ଦିନ ବାକି। ଏମିତିରେ ଶୋ’ର ହୋଷ୍ଟ ସଲମାନ୍ ଖାଁ କିଛିଦିନର ବ୍ରେକ୍ ନେଇଛନ୍ତି। ସେ ଫିନାଲେ ଏପିସୋଡ୍ ସୁଟ୍ କରିବେ। ସଲମାନଙ୍କ ଅନୁପସ୍ଥିତିରେ ଗତ ଓ୍ବିକେଣ୍ଡରେ କୋରିଓଗ୍ରାଫର ଫାରା ଖାଁ ନଜର…
ବଜେଟ ଉପସ୍ଥାପନବେଳେ ଏମିତି କିଛି କହିଦେଲେ ଅର୍ଥମନ୍ତ୍ରୀ: ପ୍ରଧାନମନ୍ତ୍ରୀ ବି ରୋକିପାରିଲେନି ହସ
ନୂଆଦିଲ୍ଲୀ,୧।୨: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ବଜେଟ ଉପସ୍ଥାପନ କରୁଥିଲେ। ଏହି ସମୟରେ ତାଙ୍କ ପାଟିରୁ ବାହାରିଥିବା ଏକ ଶବ୍ଦ ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାମାନେ…
୬୦ ଲକ୍ଷ ଟଙ୍କା ଅଗ୍ରୀମ ନେଇ ବିବାହରେ ପହଞ୍ଚିଲେନି ଫଟୋଗ୍ରାଫର, ଆଉ ତା’ ପରେ…
ପ୍ରତ୍ୟେକ ଦମ୍ପତି ଏବଂ ସେମାନଙ୍କ ପରିବାର ପାଇଁ ବିବାହ ଏକ ସ୍ମରଣୀୟ ମୁହୂର୍ତ୍ତ। କେବଳ ବରକନ୍ୟା ନୁହନ୍ତି ବରଂ ବିବାହକୁ ଆସିଥିବା ଅତିଥିମାନଙ୍କ ସ୍ମୃତିକୁ ବି ତାଜା କରିଥାଏ। ଏପରି ପରିସ୍ଥିତିରେ ବିବାହରେ ଫଟୋଗ୍ରାଫରମାନଙ୍କର ଦାୟିତ୍ୱ ଆହୁରି ଅଧିକ ବଢ଼ିଥାଏ। କିନ୍ତୁ…
ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଲେ ଶ୍ରେୟସ
ନୂଆଦିଲ୍ଲୀ,୧।୨: ଅଷ୍ଟ୍ରେଲିଆ ବିପକ୍ଷ ୪ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି ଶ୍ରେୟସ ଆୟର। ଏବେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ନଚେତ ଶୁଭମନ ଗିଲଙ୍କୁ ଖେଳାଇବା ଉପରେ ବିଚାର କରୁଛି। ତେବେ ଶ୍ରେୟସ ଏଯାବତ ସୁସ୍ଥ ହୋଇନାହାନ୍ତି। ଏବେ…
ଜମ୍ମୁ କଶ୍ମୀରର ହିମସ୍ଖଳନ: ୨ ବିଦେଶୀ ନାଗରିକଙ୍କ ଚାଲିଗଲା ଜୀବନ
ଶ୍ରୀନଗର,୧।୨: ଜମ୍ମୁ କଶ୍ମୀରର ଗୁଲମର୍ଗରେ ହିମସ୍ଖଳନ ଘଟିଛି। ଏଥିରେ ଦୁଇଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ୧୯ ଜଣ ବିଦେଶୀ ନାଗରିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। କାଟ୍ରା ବୈଷ୍ଣୋ ଦେବୀ ଦର୍ଶନ…
ନବ ଦାସଙ୍କ ପିଏସ୍ଓ ନିଲମ୍ବିତ
ଝାରସୁଗୁଡ଼ା ଅଫିସ,୧ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଏଏସ୍ଆଇ ଗୁଳିକରି ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ବଦଳି ତ କାହାକୁ ନିଲମ୍ବିତ କରିଚାଲିଛନ୍ତି।…
Archives


