Home

ସୋଲାସ ପ୍ରତି ବଢୁଛି ଆଗ୍ରହ

ନୂଆଦିଲ୍ଲୀ,୬।୨: ଦେଶର ଏକ ଜଣାଶୁଣା ତଥା ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆର୍‌ଭି ୟୁନିଭର୍ସିଟିର ସ୍କୁଲ ଅଫ୍‌ ଲିବେରାଲ ଆର୍ଟସ ଆଣ୍ଡ ସାଇନ୍ସି (ସୋଲାସ) ପ୍ରତି ବର୍ତ୍ତମାନ ଉଭୟ ଦେଶ ଓ ବିଦେଶର ଛାତ୍ରୀଛାତ୍ରଙ୍କର ଆଗ୍ରହ ବୃଦ୍ଧି ପାଉଛି। ବିଶେଷକରି ସୋଲାସ ଜରିଆରେ…

ମାର୍ଚ୍ଚରେ ୨୧ତମ ଆଇଏଏପିଆଇ ଆମ୍ୟୁଜମେଣ୍ଟ ଏକ୍ସପୋ

ନୂଆଦିଲ୍ଲୀ,୬।୨: ଇଣ୍ଡିଆନ ଆସୋସିଏସନ ଅଫ୍‌ ଆମ୍ୟୁଜମେଣ୍ଟ ପାର୍କ ଆଣ୍ଡ ଇଣ୍ଡଷ୍ଟ୍ରିଜ (ଆଇଏଏପିଆଇ) ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚରେ ଏକ ୩ ଦିନିଆ ଏକ୍ସପୋ ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ୨୧ତମ ଆଇଏଏପିଆଇ ଏକ୍ସପୋ…

ଡ୍ରିମ୍‌ସ ପଲିଟେକ୍‌ନିକକୁ ଏନ୍‌ବିଏ ମାନ୍ୟତା

କଟକ,୬।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ର ସହଯୋଗୀ ଅନୁଷ୍ଠାନ ଡ୍ରିମ୍‌ସ ପଲିଟେକ୍‌ନିକକୁ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ବୋର୍ଡ ଅଫ ଆକ୍ରିଡିସନ୍‌ (ଏନ୍‌ବିଏ) ମାନ୍ୟତା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, କଟକ ଜିଲା ଟାଙ୍ଗୀସ୍ଥିତ…

ସରିଲା ଖଣ୍ଡଗିରି କୁମ୍ଭମେଳା:ଆଉ ୫ଦିନ ଅପେରା, ମିନାବଜାର

ଭୁବନେଶ୍ୱର,୬।୨ (ବ୍ୟୁରୋ):ଗତ ୯ଦିନ ଧରି ଖଣ୍ଡଗିରି ପାହାଡ଼ରେ ଚାଲିଥିବା କୁମ୍ଭମେଳା ରବିବାର ଅଗ୍ନି ଉସତ୍ବ ସହ ଶେଷ ହୋଇଛି। ଅନନ୍ତ ଗୁମ୍ପା ସମ୍ମୁଖରେ ଚାଲିଥିତ୍ବା ମହାଯଜ୍ଞରେ ବିଳମ୍ବିତ ରାତିରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ରବିବାର ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଖଣ୍ଡଗିରିରେ ପହଞ୍ଚତ୍ଥିଲେ।…

‘ଅସ୍ଥିରତାର ସର୍ବାଧିକ ଲାଭ ଉଠାଇବା ଉଚିତ’

ନୂଆଦିଲ୍ଲୀ,୬।୨: ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଭୌଗୋଳିକ କାରଣରୁ ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଛି। ଏଭଳି ସମୟରେ ଜଣେ ଯତ୍ନଶୀଳ ନିବେଶକଭାବେ ବଜାରରେ ଥିବା ଅସ୍ଥିରତାଠାରୁ ନିଜ ପୋର୍ଟଫୋଲିଓକୁ ସୁରକ୍ଷିତ ରଖିବାକୁ ଚାହିଁଥାନ୍ତି। ତଥାପି ବଜାରର ଗତିବିଧିକୁ ନେଇ…

ଭୁବନେଶ୍ୱରରେ ପ୍ରାମା ବ୍ରାଣ୍ଡ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୫।୨: ଦେଶର ପ୍ରମୁଖ ସ୍ବଦେଶୀ ସୁରକ୍ଷା ଏବଂ ନିରୀକ୍ଷଣ ଉତ୍ପାଦ ଉତ୍ପାଦନକାରୀ କମ୍ପାନୀ ପ୍ରାମା ଇଣ୍ଡିଆ ପ୍ରା.ଲିଃ.ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ସହଯୋଗୀ ସଂସ୍ଥା କିରେଷ୍ଟୁ ସ୍ମାର୍ଟ ପ୍ରୋ ସହ ମିଳିତ ଭାବେ…

ଟଚିଙ୍ଗ୍‌ ଦ ଡିଭାଇନ୍‌ ହାର୍ଟରେ ଭକ୍ତିର ସଙ୍ଗୀତ

ଭୁବନେଶ୍ୱର,୬।୨(ବ୍ୟୁରୋ):ସଙ୍ଗୀତ ମାଧ୍ୟମରେ ଈଶ୍ୱରଙ୍କ ପାଖେ ପହଞ୍ଚତ୍ ହେବ। ଭାଷା କି ଧର୍ମ ନୁହେଁ ନିଜର କଳା ଦ୍ୱାରା ଭଗବାନଙ୍କ ପାଖେ ସମର୍ପିତ ହେବା ହିଁ ଟଚିଙ୍ଗ ଦ ଡିଭାଇନ୍‌ ହାର୍ଟ। ସ୍ଥାନୀୟ ବ୍ଲୁ ଲାଇଟ ନୃତ୍ୟ ମନ୍ଦିରରେ ‘ଟଚିଙ୍ଗ ଦ ଡିଭାଇନ…

ତୁର୍କିରେ ଶକ୍ତିଶାଳୀ ଭୂକମ୍ପ, ତାସ ଭଳି ଗଳିପଡିଲା ବଡ ବଡ କୋଠା

ଅଙ୍କାରା,୬ ।୨: ତୁର୍କିର ନୁର୍ଦଗିଠାରୁ ୨୩ କିଲୋମିଟର ପୂର୍ବରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ବୋଲି ମପା ଯାଇଛି । ଏହି ଭୂକମ୍ପ ଦକ୍ଷିଣ ତୁର୍କିରେ ଆସିଛି । ବିଏନଓ ନ୍ୟୁଜର…

ଏମ୍‌ଜି ହେକ୍ଟର ପ୍ଲସ୍‌ର ବଜାର ପ୍ରବେଶ

ନୂଆଦିଲ୍ଲୀ,୬।୨: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ଏମ୍‌ଜି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ପ୍ରିମିୟମ ବର୍ଗର ଡିଜେଲ ମଡେଲ ଏମ୍‌ଜି ହେକ୍ଟର ପ୍ଲସ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବର୍ତ୍ତମାନର ମଡର୍ନ ଟେକ୍ନୋଲୋଜି ଫାସିଲାଟି ସହ ବୃହତ୍‌…

କାନାରା ବ୍ୟାଙ୍କ ପକ୍ଷରୁ ଶ୍ରେଣୀଗୃହର ପୁନର୍ନିମାଣ

ଭୁବନେଶ୍ୱର,୬।୨: କାନାରା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କୁଲର ଶ୍ରେଣୀଗୃହର ମରାମତି କରାଯାଇଛି। ସ୍ଥାନୀୟ ପଳାଶପଲ୍ଲୀଠାରେ ଅବସ୍ଥିତ ଓଡ଼ିଶା ଆସୋସିଏଶନ ଅଫ୍‌ ଦି ଡେଫ୍‌ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ସ୍କୁଲର ଶ୍ରେଣୀଗୃହ ଗତ ଫନୀ ବାତ୍ୟାରେ ଏକ…

ହସ୍ତଶିଳ୍ପ ସାମଗ୍ରୀ କିଣାକିଣି ସହ ସୁସ୍ବାଦୁ ଖାଦ୍ୟର ମଜା

ଭୁବନେଶ୍ୱର,୬।୨(ବ୍ୟୁରୋ):ଜମୁଛି ଜାତୀୟ ତୋଷାଳି ମେଳା। ହସ୍ତତନ୍ତ ଓ ହସ୍ତଶିଳ୍ପର ସାମଗ୍ରୀ କିଣାକିଣି ସହ ମେଳା ବୁଲା ଓ ଭଳିକି ଭଳି ସୁସ୍ବାଦୁ ଖାଦ୍ୟର ମଜା ନେବା ପାଇଁ ରାଜଧାନୀବାସୀ ଦୌଡ଼ି ଆସୁଛନ୍ତି ଜନତା ମଇଦାନକୁ। ସବୁଦିନ ଅପେକ୍ଷା ରବିବାରରେ ଭିଡ଼ ଅସମ୍ଭାଳ…

ଆଗ୍ରୋ କ୍ଷେତ୍ର ବିକାଶକୁ ଗୁରୁତ୍ୱାରୋପ

ଭୁବନେଶ୍ୱର, ୬।୨: ଆଗ୍ରୋକ୍ଷେତ୍ର ମାର୍କଟେକ୍‌ ପ୍ରାଇଭେଟ ଲିମିଟେଡ଼୍‌ ପକ୍ଷରୁ ନିକଟରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ସ୍ଥାନୀୟ ରେଡ଼କ୍ରସ୍‌ ଭବନରେ ଅନୁଷ୍ଠିତ ହୋଇଥିଲା। ବିଶେଷ କରି କେନ୍ଦ୍ର ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିୀନସ୍ଥ ସାରାଦେଶରେ ଗଠନ ହେଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri