Home

‘ଦେଶର ଗୋଟିଏ ଇଞ୍ଚ ଜାଗା ହରାଇବୁ ନାହିଁ’

ମାନିଲା,୧୮ା୨: ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର ଶନିବାର କହିଛନ୍ତି, ସେ ନିଜ ଦେଶର ଗୋଟିଏ ଇଞ୍ଚ ଜାଗା ମଧ୍ୟ ହରାଇବେ ନାହିଁ। ଦକ୍ଷିଣ ଚାଇନା ସାଗରରେ ବେଜିଂ ସହିତ ଚାଲିଥିବା ସାମୁଦ୍ରିକ ତିକ୍ତତା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।…

ଦିଲ୍ଲୀ ଟେଷ୍ଟରୁ ବାଦ୍‌ ପଡ଼ିଲେ ଓ୍ବାର୍ନର

ନୂଆଦିଲ୍ଲୀ,୧୮।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ବଡ ଝଟ୍‌କା ଲାଗିଛି। ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନର ଆହତ ହୋଇଥିବା କାରଣରୁ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେବେ ନିୟମାନୁଯାୟୀ ତାଙ୍କ ସ୍ଥାନରେ ମ୍ୟାଟ୍‌ ରେନ୍ସାଓଙ୍କୁ…

ଟିଭି ଉପସ୍ଥାପକଙ୍କୁ ୫ ବର୍ଷ ଜେଲ୍‌

କିଭ୍‌,୧୮ା୨: ଯୁଦ୍ଧ ସମର୍ଥକ ରୁଷିଆ ଟିଭି ଉପସ୍ଥାପକ ଆଣ୍ଟନ କ୍ରାସୋଭସ୍କି ୟୁକ୍ରେନ ପିଲାମାନଙ୍କର ବୁଡ଼ି ମୃତ୍ୟୁକୁ ଯଥାର୍ଥ ବୋଲି କହି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ପରେ ୟୁକ୍ରେନ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୟୁକ୍ରେନର ଏସ୍‌ବିୟୁ…

ଟେମ୍ବା ବାଭୁମା ଦକ୍ଷିଣ ଆଫ୍ରିକାର ନୂଆ ଟେଷ୍ଟ ଅଧିନାୟକ

କେପ୍‌ଟାଉନ୍‌,୧୮।୨: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏକ ବଡ଼ ନିଷ୍ପତ୍ତି ନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ହଠାତ୍‌ ଏହାର ଟେଷ୍ଟ ଅଧିନାୟକଙ୍କୁ ବଦଳାଇ ଦେଇଛି। ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର…

ବାସନ ମାଜୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ମାଙ୍କଡ଼କୁ ସବୁଠାରୁ ଅନୁକରଣକାରୀ ପ୍ରାଣୀ ଭାବରେ ବିବେଚନା କରାଯାଏ। ତାଲିମ ପାଇବା ମାତ୍ରେ ସେ ଏତେ ଆଶ୍ଚର୍ଯ୍ୟଜନକ ଅଭିନୟ ଆରମ୍ଭ କରନ୍ତି ଯେ, ବିଶ୍ୱାସ କରିବା କଷ୍ଟକର। ଅନେକଥର ମାଙ୍କଡ଼ମାନେ ସେମାନଙ୍କ ଦୁଃସାହସିକ କାର୍ଯ୍ୟ କରୁଥିବା ଆମେ ଦେଖିଛେ। ବେଳେବେଳେ କାହାର…

ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ସିକ୍ସର କିଙ୍ଗ୍‌ ପାଲଟିଲେ ଷ୍ଟୋକ୍ସ

ନୂଆଦିଲ୍ଲୀ,୧୮।୨: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଇଂଲଣ୍ଡର କୋଚ୍‌ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମଙ୍କ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକାର ରେକର୍ଡ ଭାଙ୍ଗିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ ଏହି ଉପଲବ୍ଧି ହାସଲ…

୫ ହଜାର ବର୍ଷ ତଳର ପବ୍‌

ବାଗ୍‌ଦାଦ: ଦକ୍ଷିଣ ଇରାକରୁ ୫,୦୦୦ ବର୍ଷ ତଳର ଏକ ପବ୍‌ ଠାବ ହୋଇଛି। ସେଠାରେ ଏକ ବିଶାଳ ଓଭନ, ଡାଇନିଂ ବେଞ୍ଚ୍‌, ସର୍ଭିଂ ଡିସ୍‌ ଓ ପ୍ରାକ୍‌ ଐତିହାସିକ ଯୁଗର ଶୀତଳୀକରଣ ବ୍ୟବସ୍ଥାର ଅବଶେଷ ରହିଛି। ପେନ୍‌ସିଲିଭାନିଆ ଏବଂ ପିସା ୟୁନିଭର୍ସିଟିର…

ପରାଜୟ ସହ ଓଡ଼ିଶାର ଆଶା ଧୂଳିସାତ୍‌

ଭୁବନେଶ୍ୱର, ୧୮ା୨(କ୍ରୀଡ଼ା ପ୍ରତିନିଧି): ଚଳିତ ସନ୍ତୋଷ ଟ୍ରଫିର ଅନ୍ତିମ ରାଉଣ୍ଡରେ ଏକାଧିକ ସୁଯୋଗର ହାତଛଡ଼ା ଏବଂ ଫିନିଶିଂ ଅଭାବ ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅଧିକାଂଶ ସମୟ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ହେଁ କେରଳ ନିକଟରୁ…

ଓଡ଼ିଶା ଏଫ୍‌ସି ପ୍ଲେ-ଅଫ୍‌ ନିକଟତର

ଗୁଆହାଟୀ, ୧୮ା୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ପ୍ରଥମ ଥର ପ୍ଲେ-ଅଫ୍‌ ନିକଟତର ହୋଇଛି। ଶୁକ୍ରବାର ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷରେ ୩-୧ ଗୋଲରେ ବିଜୟ ହାସଲ କରିଛି। ନନ୍ଦକୁମାର ସେକର (୩୬ତମ…

ଓଡ଼ିଶା-ମହାରାଷ୍ଟ୍ର ମିଳିତ ଦଳ ରନରଅପ୍‌

ଭୁବନେଶ୍ୱର, ୧୮ା୨(କ୍ରୀଡ଼ା ପ୍ରତିନିଧି): ଜମ୍ମୁଠାରେ ଖେଲୋ ଇଣ୍ଡିଆ ‘ଏକ୍‌ ଭାରତ ଶ୍ରେଷ୍ଠ ଭାରତ’ ଜାତୀୟ ସିନିୟର ବାଳିକା ରୋଲବଲ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୪ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ଦଳ ୫-୨ ଗୋଲରେ ମଧ୍ୟପ୍ରଦେଶ-ନାଗାଲାଣ୍ଡ ଦଳକୁ…

ସର୍ବଭାରତୀୟ ସିଭିଲ ସର୍ଭିସ କବାଡ଼ି: ଭାଗନେବ ଓଡ଼ିଶା ମହିଳା, ପୁରୁଷ ଦଳ

ଭୁବନେଶ୍ୱର, ୧୮ା୨(ସ୍ପୋଟର୍‌ସ ବ୍ୟୁରୋ): ସେଣ୍ଟ୍ରାଲ ସିଭିଲ ସର୍ଭିସ ଆଣ୍ଡ୍‌ ସ୍ପୋଟର୍‌ସ ବୋର୍ଡ ଆନୁକୂଲ୍ୟରେ ଚଳିତ ମାସ ୨୦ରୁ ୨୪ ପର୍ଯ୍ୟନ୍ତ ସର୍ବଭାରତୀୟ ସିଭିଲ ସର୍ଭିସ କବାଡ଼ି ପ୍ରତିଯୋଗିତା ଉତ୍ତରାଖଣ୍ଡର ଡେରାଡୁନ୍‌ରେ ହେବ। ଏଥିରେ ଭାଗନେବାକୁ ଥିବା ଓଡ଼ିଶାର ଉଭୟ ପୁରୁଷ ଓ…

‘କ୍ରୀଡ଼ା ଏକତା ସୂତ୍ରରେ ବାନ୍ଧିଥାଏ’

ଭୁବନେଶ୍ୱର, ୧୮ା୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିଛନ୍ତି। କେବଳ ସେତିକି ନୁହେଁ, ଏହାକୁ ଯେଭଳିଭାବେ ଆୟୋଜନ କରିଛନ୍ତି ତାହା ଉଦାହରଣ ପାଲଟିଯାଇଛି। ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri