Home

ଆରସିବିକୁ ୨୦୧ ରନର ଟାର୍ଗେଟ୍‌ ଦେଲା କେକେଆର

ବେଙ୍ଗାଲୁରୁ,୨୬।୪: ଆଇପିଏଲର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ନାବାଳିକାଙ୍କ ଜୀବନ ଗଲା

ଗୁଣୁପୁର,୨୬ା୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗଠଳପଦର ପଞ୍ଚାୟତ କୁକୁରଗୁଡ଼ା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ନାବାକିକାଙ୍କ ଜୀବନ ଯାଇଛି। ସେ ହେଲେ ପ୍ରିୟାଞ୍ଜଳି ନିମାଲା। ବୁଧବାର ସକାଳେ ପ୍ରିୟାଞ୍ଜଳି ଗାଧୋଇ ସାରି ଡ୍ରେସ ଶୁଖାଇବା ପାଇଁ ନଳକୂଅ ପାଖରେ…

ଆମେ ବୃଦ୍ଧାବୃଦ୍ଧ ହେଲୁଣୁ, ସନ୍ତାନଙ୍କୁ ବିବାହ ଦେବାକୁ ଚାହୁଁଛୁ କହିଲେ ସମଲିଙ୍ଗୀ ଦମ୍ପତି

ନୂଆଦିଲ୍ଲୀ,୨୬ା୪: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ସମଲିଙ୍ଗୀ ମାତାପିତା ପ୍ରଧାନ ବିଚାରପତି (CJI) ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରକୃତରେ ୪୦୦ରୁ ଅଧିକ ସମଲିଙ୍ଗୀ ମାତାପିତା ଏକ ଗୋଷ୍ଠୀ ‘ଦ…

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣିରୁ ଓହରିଲେ ହାଇକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ସୁରଟସ୍ଥିତ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ତାଙ୍କ ଆବେଦନର ଶୁଣାଣି କରିବାକୁ ଥିବା ବିଚାରପତି…

ପାକିସ୍ତାନକୁ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ

ଇସଲାମାବାଦ,୨୬ା୪: ଜମ୍ମୁ କଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଅବଦୁଲ ବସିତ ଭାରତ ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରେ ବୋଲି ଆଶଙ୍କା କରିଛନ୍ତି। ଅବଦୁଲ ଏକ ଭିଡିଓରେ କହିଛନ୍ତି, ବର୍ତ୍ତମାନ ପାକିସ୍ତାନର…

ନକଲି ସାର୍ଟିଫିକେଟ୍‌ରେ ଚାକିରି ଘଟଣା: ଆଉ ୫ ଅଟକ, ୨ କାର୍‌ ଜବତ

ବ୍ରହ୍ମପୁର ଅଫିସ,୨୬ା୪: ନକଲି ସାର୍ଟିଫିକେଟରେ ଚାକିରି ଘଟଣା ଏବେ ସାରା ଓଡ଼ିଶାରେ ଚହଳ ପକାଇଛି। ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ ଗଞ୍ଜାମ ଜିଲାରେ ବହୁଦିନ ଧରି ହୋଇଆସୁଛି। ଏବେ ଏହି ରାକେଟ ଗଞ୍ଜାମ ଜିଲାରେ ସୀମିତ…

ପୂର୍ବତନ ଆର୍‌ଆଇଙ୍କୁ ଜେଲ୍‌

ବ୍ରହ୍ମପୁର ଅଫିସ,୨୬ା୪: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ବୁଧବାର ଏକ ଲାଞ୍ଚ ଗ୍ରହଣ ମାମଲାର ରାୟ ୮ବର୍ଷ ପରେ ପ୍ରକାଶ କରିଛନ୍ତି। ସେ ଗଞ୍ଜାମ ଜିଲା ଆସ୍କା ତହସିଲର ତତ୍କାଳୀନ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ…

ଚାକିରି ଦେବା ନାଁରେ ଲୁଟ୍‌, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି,୨୬ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ବହୁ ଲୋକଙ୍କଠାରୁ ବିଦ୍ୟୁତ୍‌ ବିଭାଗରେ ଚାକିରି କରାଇ ଦେବା ନାଁରେ ଲୋକଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୁକ୍ତଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି। ଏ ସମ୍ପର୍କରେ ଏସ୍‌ପି. ନୀତିଶ ବାଧ୍ୱାନୀ ଦେଇଥିବା ସୂଚନାନୁଯାୟୀ, ଗତ…

ଟସ୍‌ ଜିତି ଆରସିବିର ବୋଲିଂ ନିଷ୍ପତ୍ତି

ବେଙ୍ଗାଲୁରୁ,୨୬।୪: ଆଇପିଏଲର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ…

ଆସନ୍ତା ୩୦ ଯାଏ ଜାରି ରହିବ କାଳବୈଶାଖୀ, ଏସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଦୁଇଦିନ ଧରି କାଳବୈଶାଖୀ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି। ତେବେ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା…

ଦୁନିଆର ସବୁଠୁ ଗରିବ ଆଉ ହିଂସାର ଦେଶ ସୁଦାନ

ଜେନେଭା,୨୬ା୪: ସ୍ବାଧୀନତା ପରବର୍ତ୍ତୀ ସୁଦାନର ଅଧିକାଂଶ ସମୟ ସାମରିକ ଶାସନ ଏବଂ ଗୃହଯୁଦ୍ଧ ମଧ୍ୟରେ ବିବାଦ ମଧ୍ୟରେ ଚାଲିଆସିଛି। ଏହି ଦେଶ ୧ ଜାନୁୟାରୀ ୧୯୫୬ରେ ସ୍ବାଧୀନ ହୋଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶ ଗଣତନ୍ତ୍ରର ଲଢ଼େଇ କରୁଛି।…

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ବୈଠକ: ସମସ୍ତ ଜିଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ପାରାଦୀପ, ଗୋପାଳପୁର ଡୋପଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?