Home

‘ଡାକୋଟା’ ବିମାନ ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରଖାଯାଇଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’କୁ ବୁଲି ଦେଖିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ। ତାଙ୍କ ସହ ଏକ ଟିମ୍‌ ମଧ୍ୟ ‘ଡାକୋଟା’ ଦେଖିଛନ୍ତି। ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,…

ମହାକାଳପଡ଼ାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଇସ୍ପାତ ପ୍ରକଳ୍ପ, ସ୍ଥିତି ପରଖିଲେ ୫-ଟି ସଚିବ

ମହାକାଳପଡ଼ା,୨୭ା୪(ଡି.ଏନ୍‌.ଏ.): ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜାପାନର ସମୁଦ୍ର ପୋତାଯାଇ ନିପନ ଷ୍ଟିଲ କାରଖାନା ଦେଖି ଅଭିଭୂତ ହୋଇଥିଲେ…

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ହିଞ୍ଜିଳିକାଟୁ,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ହାଇସ୍କୁଲ ଛାତ୍ରୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅପହୃତା ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ନାବାଳିକା ଝିଅଙ୍କୁ ସ୍କୁଲ…

ଦୁର୍ନୀତି ମାମଲାରେ ପୂର୍ବତନ ସହକାରୀ ବନସଂରକ୍ଷକ, ଠିକାଦାର ଦଣ୍ଡିତ

ମାଲକାନଗିରି,୨୭ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବନ ବିଭାଗର ପୂର୍ବତନ ବନ ସହକାରୀ ବନସଂରକ୍ଷକ ଶରତ କୁମାର ପଣ୍ଡା ଏବଂ ଠିକାଦାର ଜି.ଏମ୍‌. ସୁବାସ ଚନ୍ଦ୍ର ବୋଷଙ୍କ ଏକ ଦୁର୍ନୀତି ମାମଲାର ରାୟ ଗୁରୁବାର ଜୟପୁର ସ୍ବତନ୍ତ୍ର ଦୁର୍ନୀତି ନିବାରଣ ବିଚାରପତି ଶୁଣାଇ ଉଭୟଙ୍କୁ…

ଟସ୍‌ ଜିତି ବ୍ୟାଟିଂ କରିବ ରାଜସ୍ଥାନ

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବ। ଅନ୍ୟପକ୍ଷେ ରାଜସ୍ଥାନ…

ନକଲି ଔଷଧ କାରବାର: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ବରଗଡ଼ ଆଣିଲା ପୋଲିସ

ବରଗଡ଼ ଅଫିସ,୨୭ା୪:ବରଗଡ଼ ଜିଲାରେ ଧରାପଡ଼ିଥିବା ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଛି। ଏହା ଜଣାପଡ଼ିବା ପରେ ପୋଲିସ ଟିମ୍‌ ସେଠାକୁ ପହଞ୍ଚି ୫ ଅଭିଯୁକ୍ତଙ୍କୁ ବରଗଡ଼କୁ ଆଣିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବାରଣାସୀ ଜିଲା ଭେଲୁପୁର ଥାନା ବାଦିଗାଇବିର ଶୁଭମ୍‌…

୨୮ରୁ ମେ’ ୨ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଗତ କିଛିଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି। ଆସନ୍ତା ମେ’ ୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଏପରି ପାଗ ଲାଗି…

ଦାନ୍ତଓ୍ବୋଡା ମାଓବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଙ୍ଗଠନ

ଦାନ୍ତଓ୍ବୋଡା,୨୭।୪: ଛତିଶଗଡ଼ର ଦାନ୍ତଓ୍ବୋଡାରେ ହୋଇଥିବା ମାଓବାଦୀ ଆକ୍ରମଣକୁ ନେଇ ମାଓବାଦୀ ସଙ୍ଗଠନର ଦରଭା ଡିଭିଜନ କମିଟି ଏଥିପାଇଁ ନିଜକୁ ଦାୟୀ କରିଛି। ଘଟଣାକୁ ନେଇ ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ନୋଟ ଜାରି କରିଛନ୍ତି। ଏଥିରେ ଦାବି କରାଯାଇଛି କି…

ଆସନ୍ତାକାଲି ଟ୍ରାଏଲ ରନ୍‌ କରିବ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଶୁକ୍ରବାର ‘ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରାଏଲ ରନ୍‌ କରିବ। ସକାଳ ୬ଟା ୧୦ ମିନିଟ୍‌ରେ ହାଓ୍ବଡାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ପରେ ଭଦ୍ରକ, ଯାଜପୁର, କଟକରେ ୨ ମିନିଟ୍‌ ଲେଖାଏ ରହଣି କରିବ।…

ସଫେଇ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ‘ବିଷଧର ସାପ’ ବୟାନକୁ ନେଇ ସଫେଇ ଦେଇଛନ୍ତି। ସେ ଗୁରୁବାର କର୍ନାଟକର କାଲାବୁରାଗିରେ ଏକ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷଧର ସାପ ଭଳି ବୋଲି କହିଥିଲେ। ଖାର୍ଗେ କହିଥିଲେ, ଆପଣ ଭାବୁଥିବେ…

ଅପରେଶନ ପାଇଁ ଲାଞ୍ଚ ମାଗିବାରୁ ଉତ୍ତେଜନା, ସିଡିଏମ୍‌ଓଙ୍କୁ ଘେରାଉ କଲା ଜିଲା ଓକିଲ ସଂଘ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଅନିଲ କୁମାର ପଣ୍ଡା ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଅର୍ଥ ମାଗିବା ଘଟଣାକୁ ନେଇ ମେଡିକାଲ ପରସରରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନାରେ ଅପରେଶନ ସୁବିଧା ନ ଥିବା କହି ଏକ…

ଧରଣୀଧର ବିଶ୍ୱବିଦ୍ୟାଳୟରେ ୪ ନୂଆ ପଦବୀ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝରରେ ଘୋଷିତ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ୪ଟି ନୂଆ ପଦବୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୃଷ୍ଟି ହୋଇଛି। ନୂତନ ଭାବେ କୁଳପତି,କୁଳସଚିବ,କଣ୍ଟ୍ରୋଲର ଅଫ୍‌ ଫାଇନାନ୍ସ ଏବଂ ପରୀକ୍ଷା ନିୟନ୍ତ୍ରକ ପଦବୀ ସୃଷ୍ଟି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?