ୟୁକ୍ରେନ୍ରୁ ଫେରିଥିବା ମେଡିକାଲ ଛାତ୍ରଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ,୨୮।୩: ୟୁକ୍ରେନରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କୁ ଭାରତରେ ଏମ୍ବିବିଏସ୍ ଡିଗ୍ରୀ ହାସଲ କରିବାର ସୀମିତ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରଙ୍କ ଏକ ଉତ୍ତର ପରେ ସୁପ୍ରିମକୋର୍ଟ ଏହାର ସମାଧାନ କରିଦେଇଛନ୍ତି। ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗଭାଇଙ୍କ ନେତୃତ୍ୱରେ ଏକ ବେଞ୍ଚ…
ଇରାନ-ସୌଦି ଶାନ୍ତି ପାଇଁ ପ୍ରସ୍ତୁତ: ଜିନପିଙ୍ଗ…
ବେଜିଂ,୨୮।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ମଙ୍ଗଳବାର କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଉଭୟ ଇରାନ ଏବଂ ସୌଦି ଆରବ ସେମାନଙ୍କ ସମ୍ପର୍କକୁ ସୁଦୃଢ଼ କରିବେ। ଯେଉଁଥିପାଇଁ ପଶ୍ଚିମ ଏସିଆର ଦେଶମାନଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ।…
ପୁଣି ସାବରମତି ଜେଲ୍ ଫେରିଯିବେ ଅତିକ
ପ୍ରୟାଗରାଜ,୨୮।୩: ୪୪ ବର୍ଷ ଧରି ଅପରାଧ ଜଗତରେ ଆତଙ୍କ ଚଳାଇଥିବା ଅତିକ ଅହମ୍ମଦଙ୍କୁ ପ୍ରଥମ ଥର ପାଇଁ ଦଣ୍ଡିତ କରାଯାଇଛି। ୨୦୦୬ ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍ପି-ଏମ୍ଏଲ୍ଏ କୋର୍ଟ ଅତିକ ଅହମ୍ମଦ, ହନିଫ ଏବଂ ଦିନେଶ ପାସିଙ୍କୁ ଆଜୀବନ…
୧୮ଫାର୍ମା କମ୍ପାନୀ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୮।୩: ନକଲି ଏବଂ ନିମ୍ନ ମାନର ଔଷଧ ଉତ୍ପାଦନ ପାଇଁ ଭାରତ ସରକାର ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ କମ୍ପାନୀଗୁଡ଼ିକୁ ଉତ୍ପାଦନ ବନ୍ଦ କରିବାକୁ କୁହାଯାଇଛି। ନକଲି ଔଷଧ ଏବଂ ଖରାପ ଗୁଣାତ୍ମକ ଔଷଧ ତିଆରି…
ଯେଉଁମାନେ ରାହୁଲଙ୍କ ସହ ନାହାନ୍ତି, ସେମାନଙ୍କର ଆବଶ୍ୟକତା ନାହିଁ…
ଜୟପୁର,୨୮।୩ : ସତ୍ୟାଗ୍ରହରେ ଜନସମାଗମ ନ କରି ପାରିବାରୁ ରାଜସ୍ଥାନ ପିସିସି ଅଧ୍ୟକ୍ଷ କ୍ରୋଧିତ ହୋଇ କହିଛନ୍ତି, ଯେଉଁମାନେ ରାହୁଲ ଗାନ୍ଧୀଙ୍କ ସହ ନାହାଁନ୍ତି, ସେମାନର ଆବଶ୍ୟକତା ନାହିଁ। ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନରେ ସତ୍ୟାଗ୍ରହ ଘୋଷଣା ହେବା ପରେ…
ଲୋକ ସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ
ନୂଆଦିଲ୍ଲୀ,୨୮।୩: ବିରୋଧୀ ଦଳ ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି। କଂଗ୍ରେସର ଏକ ଉଚ୍ଚ ସୂତ୍ରରୁ ଏହି ସୂଚନା ମିଳିଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ କରିବା ଏବଂ ଗୃହରେ ପକ୍ଷପାତିତା ଯୋଗୁ ସୋମବାର…
ସୁରକ୍ଷା ପରିଷଦରେ ରୁଷିଆକୁ ଝଟକା: ନର୍ଡ ଷ୍ଟ୍ରିମ୍ ପାଇପ ଲାଇନ ଭଙ୍ଗାରୁଜା ନେଇ ପ୍ରସ୍ତାବ ଖାରଜ…
ଜେନେଭା,୨୮।୩ : ରୁଷିଆରୁ ୟୁରୋପ ଯାଇଥିବା ନର୍ଡ ଷ୍ଟ୍ରିମ- ୧ ଏବଂ ନର୍ଡ ଷ୍ଟ୍ରିମ-୨ ଗ୍ୟାସ ପାଇପ ଲାଇନଗୁଡିକରେ ଭଙ୍ଗାରୁଜା ସମ୍ପର୍କରେ ରୁଷିଆ ଏକ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଥିଲା । ଏଥିପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ…
ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ: ୪୦ ମୃତ, ୩୦ ଆହତ…
ମେକ୍ସିକୋ ସିଟି,୨୮।୩ : ଆମେରିକା ସୀମା ନିକଟ ଉତ୍ତର ମେକ୍ସିକୋର ଏକ ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ବିଳମ୍ବିତ ରାତିରେ ଟେକ୍ସାସର ଏଲ ପାସୋ ଠାରୁ ସିଉଡାଡ ଜୁଆରେଜ ସ୍ଥିତ ଏକ ଇମିଗ୍ରେଶନ ସେଣ୍ଟରରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।…
ଫ୍ରାନ୍ସରେ ପେନସନ ସଂଶୋଧନକୁ ବିରୋଧ, ବସ-ରେଳ ଚଳାଚଳ ଠପ୍…
ପ୍ୟାରିସ,୨୮।୩ : ଫ୍ରାନ୍ସରେ କର୍ମଚାରୀମାନେ ପେନସନ ସଂଶୋଧନକୁ ବିରୋଧ କରି ଧର୍ମଘଟ କରିଛନ୍ତି। ମଙ୍ଗଳବାର ଦିନ ପ୍ୟାରିସ ଷ୍ଟେଶନକୁ ଯାଉଥିବା ଟ୍ରେନ ଲାଇନ ଏବଂ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ବସ ଏବଂ ରେଳ ଚଳାଚଳ ଠପ୍ ହୋଇଯାଇଥିଲା। ପତାକା ଓ…
ଜିଏସଟିକୁ ସମର୍ଥନ କରିବା ମୋର ବଡ଼ ଭୁଲ: ମମତା…
ନୂଆଦିଲ୍ଲୀ,୨୮।୩ : ପୁଣି ଥରେ କେନ୍ଦ୍ର ଉପରେ ଆକ୍ରମଣ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି, ରାଜ୍ୟର ଯୋଜନା ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉନାହାଁନ୍ତି। କେନ୍ଦ୍ର ସରକାରଙ୍କ ଉପରେ ୭୦୦୦ କୋଟି ଟଙ୍କା ବାକି ରହିଛି। କେନ୍ଦ୍ର…
ଜାମିଆ ହିଂସା ମାମଲାରେ ଶର୍ଜିଲଙ୍କ ସମେତ ୯ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଝଟ୍କା
ନୂଆଦିଲ୍ଲୀ,୨୮।୩: ୨୦୧୯ ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ, ସଫୁରା ଜାରଗାର ଏବଂ ଆସିଫ ଇକବାଲ ତନ୍ହାଙ୍କ ସମେତ ୯ଜଣ ଅଭିଯୁକ୍ତଙ୍କ ଏକ ବଡ଼ ଝଟ୍କା ଲାଗିଛି। ଆଉ ୨ଜଣଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଏହାପୂର୍ବରୁ ସାକେତ କୋର୍ଟ ସମସ୍ତ…
ରାହୁଲଙ୍କୁ ବଙ୍ଗଳା ଖାଲି କରିବା ନୋଟିସ: ସିବଲ କହିଲେ ଛୋଟ ଲୋକଙ୍କ ଛୋଟ ରାଜନୀତି…
ନୂଆଦିଲ୍ଲୀ,୨୮।୩ : ବଙ୍ଗଳା ଖାଲି କରିବାକୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ ଲୋକସଭା ସଚିବାଳୟକୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ଯାହା କୁହାଯାଇଛି ତାହା ପୂରଣ କରିବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ ଏହା…
Archives


