Home

ବୋଷ୍ଟନରେ ସ୍ବର୍ଣ୍ଣ ଜିତିଲେ ଶଙ୍କର

ବୋଷ୍ଟନ, ୬ା୨ (ପି.ଟି.): ଭାରତୀୟ ହାଇ ଜମ୍ପର ତେଜସ୍ବିନୀ ଶଙ୍କର ଏଠାରେ ଚାଲିଥିବା ନ୍ୟୁ ବାଲାନ୍ସ ଇନ୍‌ଡୋର ଗ୍ରାଁ ପ୍ରିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ତାଙ୍କୁ ପୂର୍ବତନ ବିଶ୍ୱ ଚାମ୍ପିୟନ ଓ ରାଜ୍ୟଗୋଷ୍ଠୀ…

୧୫ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୩ କୋଟି ଅର୍ଥ ରାଶି ଅନୁମୋଦନ

ଭୁବନେଶ୍ୱର, ୬।୨(ବ୍ୟୁରୋ):‘ମୋ କଲେଜ’ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମରେ ରବିବାର ୧୫ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ମୋଟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କାର ଅର୍ଥ ରାଶି ଅନୁମୋଦନ କରାଯାଇଛି। ଏଥିରେ ଭୁବନେଶ୍ୱରର ରମାଦେବୀ ମହିଳା…

ୟୁନାଇଟେଡ କପ୍‌ କ୍ରିକେଟ: ସୁନ୍ଦରଗ୍ରାମ ସ୍ପୋର୍ଟିଂ ଚାମ୍ପିୟନ

କଣ୍ଟାପଡା, ୬ା୨ (ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବାଇରୋଇ ନାରାୟଣୀ ୟୁଥକ୍ଲବ ପକ୍ଷରୁ ସ୍ଥାନୀୟ କେଳାକୁଦ ପଡିଆରେ ଆୟୋଜିତ ୩ୟ ୟୁନାଇଟେଡ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ବାଲିଅନ୍ତା ଆର୍‌ସିସି କ୍ରିକେଟ କ୍ଲବକୁ ୮୬ ରନରେ ହରାଇ ସ୍ମାଇଲ ଏସ୍‌ଜି…

ସେମିଫାଇନାଲରେ ଭାଲିଆଭାଡ଼ି

ପୁରୁଣା ଭୁବନେଶ୍ୱର, ୬ା୨(ଡିଏନ୍‌ଏ): ମା’ ଭଗବତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଅନୁଷ୍ଠିତ ଜଗବନ୍ଧୁ ସ୍ବାଇଁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଖୋର୍ଦ୍ଧାର ଭାଲିଆଭାଡି। ଗୁରୁଜଙ୍ଗ କ୍ରିକେଟ କ୍ଲବକୁ ୭ ଉଇକେଟରେ ପରାସ୍ତ କରିଛି…

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ପୁରୀ ଅଫିସ, ୬ା୨:ଶ୍ରୀମନ୍ଦିରରେ ରବିବାର ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ସକାଳେ ମଙ୍ଗଳ ଆଳତି ପରେ ଭକ୍ତମାନେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଥିଲେ। ଏହି ସମୟରେ ଜଣେ ବୃଦ୍ଧା ଭିତରକାଠ ନିକଟରେ ଛେପ ପକାଇ ଦେଇଥିଲେ। ଏହା…

ସୂର୍ଯ୍ୟାଂଶୁ ଚାମ୍ପିୟନ, ଅଂଶୁମାନ ରନରଅପ୍‌

ଭୁବନେଶ୍ୱର, ୬ା୨ (ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିରଠାରେ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ସୂର୍ଯ୍ୟାଂଶୁ ମହାକୁଡ଼ ପ୍ରଥମ ସ୍ଥାନ ଅଧିକାର…

ହରିୟାଣାକୁ ହରାଇଲା ଓଡ଼ିଶା

ପୁରୀ ଅଫିସ, ୬ା୨ : ତାଳବଣିଆ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାରଠାରୁ ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିିପ୍‌ ଆରମ୍ଭ ହୋଇଛି। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ରାଜ୍ୟର ୨୬ ପୁରୁଷ ଓ ୨୪ ମହିଳା…

ଶ୍ରୀରାମ କାହାଣୀ କହିଲେ ଅରୁଣ ଗୋଭିଲ୍‌

ଭୁବନେଶ୍ୱର,୬।୨(ବ୍ୟୁରୋ):ଶ୍ରୀ ରାମ ଓ ମୁଁ ପର୍ଯ୍ୟାୟକ୍ରମେ ପରିପୂରକ। ମୁଁ ତାଙ୍କ ନାମ ନିଏ, ଆଉ ସେ ମୋତେ କୃପା କରନ୍ତି। ସବୁ ସମୟରେ ଆମେ ରାମଙ୍କୁ ଖୋଜନ୍ତି। ଆଗକୁ ଯାଇ ଆମକୁ ସବୁକିଛି ମିଳିଲା ପରେ ବି ପୁଣି ଯେଉଁ ଅବସୋସ…

ପୋଲିସ ବାରାକ୍‌ ଭିତରେ କ୍ରାଇମବ୍ରାଞ୍ଚ ଜେରା

ବ୍ରଜରାଜନଗର,୬।୨(ଡି.ଏନ୍‌.ଏ.): ରବିବାର ଦ୍ୱିତୀୟ ରିମାଣ୍ଡର ପ୍ରଥମ ଦିନ ଗୋପାଳଙ୍କୁ ପୋଲିସ ବାରକ୍‌ ଭିତରେ କ୍ରାଇମବ୍ରାଞ୍ଚ ଜେରା କରିଛି। କଟକ ଏସ୍‌ସିବିରୁ ଏକ ୪ଜଣିଆ ଡାକ୍ତର ଦଳ ଆସି ଗୋପାଳଙ୍କ ଲେବରାଲ ଭଏସ ଆନାଲିସିସ କରିଛନ୍ତି। ତାଙ୍କ ସହିତ ମନସ୍ତତ୍ତ୍ୱବିତ ଡାକ୍ତରମାନେ ମଧ୍ୟ…

ନବଙ୍କ ହତ୍ୟା ପରେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର, ୬।୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଭିନ୍ନ ଖୋରାକ୍‌ ଯୋଗାଇଛି। ଜିଲା ଓ ରାଜ୍ୟସ୍ତରରେ ପ୍ରଭାବ ବିସ୍ତାର କରିଥିବା ଏହି ନେତାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ କୁହାଯାଉଥିବା ନିଲମ୍ବିତ…

ଆର୍ମସ୍‌ ଆଣ୍ଡ୍‌ ଆମ୍ୟୁନିସନ ଇସ୍ୟୁ ରେଜିଷ୍ଟର ଯାଞ୍ଚ

କଟକ ଅଫିସ,୬ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ଦ୍ୱିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡ ରବିବାରଠାରୁ ଆରମ୍ଭ ହୋଇଛି। ପୂର୍ବଭଳି କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ାଠାରେ ଗୋପାଳଙ୍କୁ ମାରାଥନ ଜେରା କରାଯାଇ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ…

ଅସ୍ଥି ବିସର୍ଜନ ପାଇଁ ଆଲ୍ଲାହାବାଦ ଗଲେ ନବଙ୍କ ପୁଅ

ବ୍ରଜରାଜନଗର, ୬।୨(ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୮ଦିନ ବିତିଯାଇଛି। ହିନ୍ଦୁ ପରମ୍ପରା ଅନୁଯାୟୀ ଅସ୍ଥି ବିସର୍ଜନ ଉଦ୍ଦେଶ୍ୟରେ ରବିବାର ନବଙ୍କ ପୁତ୍ର ବିଶାଳ ଦାସ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆଲ୍ଲାହାବାଦ ଯାଇଥିବା ଜଣାପଡିଛି।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri