Home

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

ଶ୍ରୀନଗର,୪।୫ : ଜମ୍ମୁ-କଶ୍ମୀରର କିସ୍ତୱର ଜିସ୍ଲାର ଦୂରବର୍ତ୍ତୀ ମଣ୍ଡୱାର ମାଖନା ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର। ସେନା ଅଧିକାରୀଙ୍କ ଅନୁଯାୟୀ ଏହି…

‘ଭିକ୍ଟ୍ରି ଡେ’ର ଠିକ ପୂର୍ବରୁ ହୋଇଥିବା ଡ୍ରୋନ ଆକ୍ରମଣର କଡା ଜବାବ ଦେବ ରୁଷିଆ, ୟୁକ୍ରେନକୁ ଦେଲା ଧମକ

ମସ୍କୋ, ୪।୫:ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଅଭିଯୋଗ ଆଣିଛନ୍ତି କି ତାଙ୍କର କ୍ରେମଲିନରେ ଥିବା ଘର ଉପରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ରୁଷିଆ କହିଛି ପୁଟିନଙ୍କୁ ହତ୍ୟା କରିବାକୁ ଏଭଳି ଷଡଯନ୍ତ୍ର ରଚାଯାଇଛି। ହେଲେ ଏହି…

କାନିମୋଝିଙ୍କୁ ଆଶ୍ୱସ୍ତି: ନିର୍ବାଚନ ରଦ୍ଦ କରିବା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୪।୫ : ଡିଏମକେ ଏମପି କାନିମୋଝିି କରୁଣାନିଧିଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କାନିମୋଝିଙ୍କ ନିର୍ବାଚନ ରଦ୍ଦ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଶୀର୍ଷ କୋର୍ଟ ଖାରଜ କରିଦେଇଛନ୍ତି। ତାମିଲନାଡୁର ଥୋଥୁକୁଡି ଲୋକସଭା ଆସନରୁ କାନିମୋଝିଙ୍କ…

ମୋ ରାଜ୍ୟ ଜଳୁଛି: ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ ମେରିକୋମ…

ଇମ୍ଫାଲ,୪।୫ : ଖ୍ୟାତି ସମ୍ପନ୍ନ ବକ୍ସର ଏମସି ମେରିକୋମ ଗୁରୁବାର ମଣିପୁରରେ ଘଟିଥିବା ହିଂସାକୁ ଦୂର କରିବା ପାଇଁ କେନ୍ଦ୍ରର ସହାୟତା ଲୋଡିଛନ୍ତି। ବୁଧବାର ଏଠାରେ ଏକ ଆଦିବାସୀ ଆନ୍ଦୋଳନ ସମୟରେ ହିଂସା ଆରମ୍ଭ ହୋଇଥିଲା, ଯାହା ପରେ ରାଜ୍ୟର ପରିସ୍ଥିତିକୁ…

ହାଇଦ୍ରାବାଦରେ ଏସଆରଏଚ-କେକେଆର ଲଢ଼େଇ…

ହାଇଦ୍ରାବାଦ,୪।୫ : ଆଇପିଏଲ ସିଜିନ ୧୬ର ୪୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ଗୁରୁବାର ସନ୍ଧ୍ୟା ସାଢ଼େ ଟାରେ ମୁହାଁମୁହିଁ ହେବେ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ ଉଭୟ ଦଳ…

ସୁରକ୍ଷା ପରିଷଦ ବ୍ୟବସ୍ଥା ଉପରେ ଭାରତର ପ୍ରଶ୍ନ: ଏହା ଦ୍ୱାରା ଆସିବନି ଶାନ୍ତି…

ଜେନେଭା,୪।୫ : ମିଳିତ ଜାତିସଂଘ ବୈଠକରେ ଭାରତ ପୁଣି ଥରେ ସୁରକ୍ଷା ପରିଷଦର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଏଥିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ସୁରକ୍ଷା ପରିଷଦର ପାଞ୍ଚଜଣ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଅଜିତ ପାଓ୍ବାର!

ମୁମ୍ବାଇ,୪।୫: ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାଓ୍ବାର ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୀତିରେ କଳ୍ପନା ଜଳ୍ପନା ଲାଗି ରହିଛି। ଉଦ୍ଧବ ଗ୍ରୁପର ଶିବସେନା ତା’ର ମୁଖପତ୍ର ‘ସାମନା’ରେ କିଛି ଦାବି କରିଛି। ସାମନାର ସମ୍ପାଦକୀୟରେ ଲେଖାଯାଇଛି, କି ଶରଦ ପାଓ୍ବାର…

ପୃଥିବୀର ତାପମାତ୍ରା ହେବ ବିପଜ୍ଜନକ,ପ୍ରଭାବ ୨୦୨୪ରେ ହେବ ଅନୁଭୁତ: ଜାତିସଂଘ ଚେତାବନୀ…

ଜେନେଭା,୪।୫ : ମିଳିତ ଜାତିସଂଘ ଚେତାବନୀ ଦେଇଛି, ଆସନ୍ତା ମାସଗୁଡ଼ିକରେ ସାରା ବିଶ୍ୱରେ ପ୍ରବଳ ଉତ୍ତାପ ସୃଷ୍ଟି ହୋଇପାରେ। ଚେତାବନୀ ଅନୁଯାୟୀ, ଏଲ ନିନୋ ନାମକ ଏକ ଜଳବାୟୁ ଘଟଣା ବୃଦ୍ଧି ପାଇବ। ଏହି କାରଣରୁ, ସମଗ୍ର ବିଶ୍ୱରେ ନୂତନ ଉତ୍ତାପ…

ମନା କରିବା ପରେ ମଧ୍ୟ କାହିଁକି ବଢ଼ାଇଲ ଇଡ଼ି ମୁଖ୍ୟଙ୍କ କାର୍ଯ୍ୟାକାଳ: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୪।୫ : ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ଦିଆଯାଇଥିବା ତୃତୀୟ ସେବା ସଂପ୍ରସାରଣ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଏହା ଏତେ ଜରୁରୀ କି , ସର୍ବୋଚ୍ଚ ଅଦାଲତ ମନା କରିବା ସତ୍ତ୍ୱେ ତାଙ୍କ…

ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ପ୍ରତିବନ୍ଧକ ଲଗାଯିବ: ଭୁପେଶ ବାଘେଲ…

ରାୟପୁର,୪।୫ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କରିଛନ୍ତି ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯଦି ଜରୁରୀ ହୁଏ ତେବେ ରାଜ୍ୟରେ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରିପାରନ୍ତି। ତାଙ୍କର ମନ୍ତବ୍ୟ…

ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା ଅଫିସ,୪।୫: ଜନ୍ମମାଟି ମୟୁରଭଞ୍ଜ ଜିଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁବାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି। ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ଭର୍ଦ୍ଧନା ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଏବଂ କେନ୍ଦ୍ର ମନ୍ତ୍ରୀ…

କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ…

ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri