Home

ଶୁଳ୍କ ଯୁଦ୍ଧ

ଗୋଟିଏ ମୂଷା ଓ ବେଙ୍ଗ ପୋଖରୀରେ ରହୁଥିଲେ। ଯଦିଓ ଭିନ୍ନ, ସେମାନେ ଭଲ ବନ୍ଧୁ ଥିଲେ, ସେମାନେ ପରସ୍ପର କଥାବାର୍ତ୍ତା କରୁଥିଲେ, ଖାଦ୍ୟ ବାଣ୍ଟୁଥିଲେ ଏବଂ ଦେଖାଶୁଣା କରୁଥିଲେ। ଦିନେ ବେଙ୍ଗର ଏକ ସ୍ବାର୍ଥପର ଧାରଣା ଆସିଲା। ସବୁବେଳେ ମୂଷା ପାଖରେ…

ପ୍ରତିଶୋଧ ଆଇନ

ଗଣତନ୍ତ୍ରରେ କେହି ସ୍ଥାୟୀ ନୁହନ୍ତି। ଦୀର୍ଘ ଶାସନ ବି ଅନେକଙ୍କ ପାଇଁ କାଳ ହୋଇଛି। ତେଣୁ ଯେଉଁମାନେ କ୍ଷମତାରେ ବସିଗଲା ପରେ ଭାବିନିଅନ୍ତି ଯେ ଚୌକିଟା ସେମାନଙ୍କ ପାଇଁ ଆଜୀବନ ରହିଯିବ, ତାହା ବାରମ୍ବାର ଭୁଲ୍‌ ପ୍ରମାଣିତ ହେବାରେ ଲାଗିଛି। କେନ୍ଦ୍ରରେ…

ରାଜନୀତିରେ ହଇଚଇ: ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କରୁଛନ୍ତି ଗୁପ୍ତ ମନ୍ତ୍ରଣା, ନବୀନଙ୍କ ପାଇଁ…

ଭୁବନେଶ୍ୱର,୨୫ା୮(ରବିନାରାୟଣ ଜେନା): ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିବା ସୁଜାତା କାର୍ତ୍ତିକେୟନ ରାଉତ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ମଙ୍ଗ ଧରିବା ନେଇ ଚର୍ଚ୍ଚା ଲାଗି ରହିଛି। ରବିବାର ସୁଜାତାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ…

‘ହଓ୍ବୋନ୍‌’ର ଶୁଟିଂ ଆରମ୍ଭ କଲେ ଅକ୍ଷୟ

ମୁମ୍ବାଇ: ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମ ‘ହଓ୍ବୋନ୍‌’ର ଶୁଟିଂ କେରଳର କୋଚିରେ ଆରମ୍ଭ ହୋଇଛି। ଏନେଇ ରବିବାର ଅଭିନେତା ଅକ୍ଷୟ କୁମାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଫିଲ୍ମ ଶୁଟିଂବେଳର ଏକ ବିହାଇଣ୍ଡ ଦି ସିନ୍‌ (ବିଟିଏସ୍‌) ଭିଡିଓ…

ଇସ୍ରୋର ଏୟାର ଡ୍ରପ୍‌ ଟେଷ୍ଟ ସଫଳ

ଶ୍ରୀହରିକୋଟା, ୨୫ା୮: ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନୟାନର ପ୍ରସ୍ତୁତି ଦିଗରେ ରବିବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)କୁ ବଡ଼ ସଫଳତା ମିଳିଛି। ଇସ୍ରୋ ପକ୍ଷରୁ ପ୍ରଥମ ଇଣ୍ଟିଗ୍ରେଟେଡ୍‌ ଏୟାର ଡ୍ରପ୍‌ ଟେଷ୍ଟ (ଆଇଏଡିଟି ୦୧) ସଫଳ ହୋଇଛି। ଗଗନୟାନ…

ୟେମେନ୍‌ ରାଜଧାନୀରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

କାଇରୋ,୨୫ା୮: ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀଙ୍କ ମିଶାଇଲ୍‌ ଆକ୍ରମଣ ଜବାବରେ ଇସ୍ରାଏଲୀ ସେନା ରବିବାର ଅପରାହ୍ନରେ ୟେମେନ୍‌ ରାଜଧାନୀ ସାନା ଉପରେ ଜୋର୍‌ଦାର ବୋମାମାଡ଼ କରିଛି। ଗତ ୧୭ ତାରିଖର ଆକ୍ରମଣ ପରେ ରବିବାର ହୁଟିଙ୍କ ଅକ୍ତିଆରରେ ଥିବା ସାନା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ ୫୦ରୁ ଅଧିକ ଆହତ

ବୁଲନ୍ଦସହର,୨୫।୮: ଉତ୍ତରପ୍ରଦେଶ ବୁଲନ୍ଦସହରର ଖୁର୍ଜାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। NH ୩୪ରେ ଆର୍ନିଆ ଅଞ୍ଚଳର ଘାଟଲ ଗାଁ ନିକଟରେ ଶ୍ରଦ୍ଧାଳମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଏକ କଣ୍ଟେନର ପଛରୁ ଧକ୍କା ଦେଇଥିଲା। ଟ୍ରଲିରେ ଯାତ୍ରା କରୁଥିବା…

ନୂଆପଡ଼ା ଜିଲାରେ ବାଘ ଆତଙ୍କ: ୨ଟି ଛେଳିକୁ ମାରି ଖାଇଲା

ନୂଆପଡ଼ା,୨୫।୮(ମକାରୁ ବେମାଲ): ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟରେ କିଛି ମାସ ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ବାଘ ୨ଟି ଛେଳିକୁ ଖାଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶନିବାର ଅପରାହ୍ନରେ ବୋଡେନ ବ୍ଲକ ନାଗପଡା ପଞ୍ଚାୟତ ଖୋଲିଭିତର ଗଁାର…

୨୭ ଅଗଷ୍ଟ ବନ୍ଦ ରହିବ ଷ୍ଟକ୍‌ ମାର୍କେଟ, ଟ୍ରେଡିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୪।୮: ଆଗାମୀ ସପ୍ତାହରେ ନିବେଶକମାନଙ୍କ ପାଇଁ ଶେୟାର ବଜାରରେ ମାତ୍ର ୪ ଦିନ ଟ୍ରେଡିଂ ହେବ। ଗଣେଶ ଚତୁର୍ଥୀ ଅବସରରେ ବୁଧବାର, ୨୭ ଅଗଷ୍ଟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (BSE) ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE) ବନ୍ଦ ରହିବ। ଏହା…

SIP, SSY ନା PPF: ଦୀର୍ଘମିଆଦୀ ନିବେଶରେ କେଉଁଟି ଦେବ ସର୍ବାଧିକ ଲାଭ? ହିସାବ ବୁଝନ୍ତୁ…

ନୂଆଦିଲ୍ଲୀ,୨୪।୮: ବର୍ତ୍ତମାନ ସମୟରେ ଦୀର୍ଘମିଆଦୀ ନିବେଶ କଥା ଆସିଲେ ଲୋକଙ୍କ ସାମ୍ନାରେ ଅନେକ ବିକଳ୍ପ ରହିଛି। ଏଥିମଧ୍ୟରୁ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP), ସୁକନ୍ୟା ସମୃଦ୍ଧି ଯୋଜନା (SSY) ଏବଂ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ହେଉଛି ସବୁଠାରୁ ଲୋକପ୍ରିୟ। ଏହି…

କିନ୍ନର ନା ପରି! ଟ୍ରେନ୍‌ରେ ଟଙ୍କା ମାଗୁଥିବା କିନ୍ନରଙ୍କ ସୌନ୍ଦର୍ଯ୍ୟ ସାଙ୍ଗକୁ ହସ ଦେଖି… 

ସୋସିଆଲ ମିଡିଆରେ କେବେ, କେଉଁଠାରେ କିଏ ଭାଇରାଲ ହୋଇଯିବ, ତାହା କହିବା ମୁସ୍କିଲ। ପ୍ରୟାଗରାଜର ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ନିଶ୍ଚୟ ଆପଣ ମନେ ରଖିଥିବେ। ଏହି କ୍ରମରେ ଆଉ ଜଣେ ଇଣ୍ଟରନେଟରେ ବେଶ ଭାଇରାଲ ହେଉଛନ୍ତି। ସେ ହେଲେ…

ଅତ୍ୟଧିକ ବ୍ୟାୟାମ ବଢାଏ ହୃଦରୋଗ ଆଶଙ୍କା, ଜାଣନ୍ତୁ କିପରି କରିବେ କଣ୍ଟ୍ରୋଲ

ନୂଆଦିଲ୍ଲୀ: ମେଦବହୁଳତାରେ ପୀଡିତ ସମସ୍ତ ଲୋକ ଏକ ପରଫେକ୍ଟ ଫିଗର ପାଇବାକୁ ଚାହାଁନ୍ତି। ଯାହା ପାଇଁ କିଛି ଲୋକ ଘଣ୍ଟା ଘଣ୍ଟା ଧରି ଜିମ ଯାଆନ୍ତି, ଯେତେବେଳେ କିଛି ଲୋକ ପ୍ରୋଟିନ ବ୍ୟବହାର କରନ୍ତି। କିନ୍ତୁ ସମ୍ପ୍ରତି ଏକ ରିପୋର୍ଟରୁ ଜଣାପଡିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri