Home

ସୋନିଆଙ୍କ ରାତ୍ରଭୋଜିରେ ଯୋଗ ଦେବେନି ମମତା, ବିରୋଧୀଙ୍କ ବୈଠକରେ ହେବେ ସାମିଲ…

କୋଲକାତା,୧୫।୭ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଙ୍ଗାଲୁରୁରେ ଜୁଲାଇ ୧୭ରେ ସୋନିଆ ଗାନ୍ଧୀ ଦେଉଥିବା ରାତ୍ରଭୋଜିରେ ଯୋଗ ଦେବେନି। କାରଣ ତାଙ୍କୁ ସର୍ଜରୀ ପରବର୍ତ୍ତୀ ପ୍ରୋଟୋକଲ ମାନିବାକୁ ପଡ଼ିବ। ତେବେ ସେ ଜୁଲାଇ ୧୮ରେ ହେବାକୁଥିବା ବିରୋଧୀ ଦଳଙ୍କ ଏକଜୁଟ…

ଏନସିପି ମନ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛି ଭାଜପା: ରୋହିତ ପାଓ୍ବାର…

ମୁମ୍ବାଇ,୧୫।୭ : ମହାରାଷ୍ଟ୍ରରେ ସମ୍ପ୍ରତି ଆରୋପ ପ୍ରତ୍ୟାରୋପର ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏଥିରେ ଅଜିତ ପାଓ୍ବାରଙ୍କ ସମର୍ଥକଙ୍କୁ ସ୍ଥାନ ମିଳିଛି। ଏନେଇ ଶରଦ ପାଓ୍ବାରଙ୍କ ନାତି ରୋହିତ ପାଓ୍ବାର ଭାଜପାକୁ ଟାର୍ଗେଟ କରିଛନ୍ତି।…

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ବ୍ୟୟ ହେବ ୬ କୋଟି ୪୧ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୫ା୭(ଅନିଲ ଦାସ): ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାର ବିକାଶ ସହ ଏହାକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା…

ସାପକାମୁଡ଼ାରେ ୨ ଜୀବନ ଗଲା

ରାଇରଙ୍ଗପୁର,୧୫ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ପୋଲିସ ସର୍କଲ ଅଧୀନସ୍ଥ ଯାମଦା ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ସମେତ ଦୁଇଟି ଥାନା ଅଞ୍ଚଳରେ ଶନିବାର ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ପୃଥକ୍‌ ଭାବେ ଦୁଇଟି ଅପମୃତ୍ୟୁ ମାମଲା…

ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ନର୍ସିଂ କଲେଜ ଛାତ୍ରୀ ଆକ୍ରାନ୍ତ

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖରେ ଥିବା କୋରାପୁଟ ନର୍ସିଂ କଲେଜର ଛାତ୍ରୀମାନେ ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ପଡ଼ି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଏହି କଲେଜର କଲେଜର ୫ରୁ ଊର୍ଦ୍ଧ୍ୱ…

ବାଲିଗୁଡ଼ାରେ ବ୍ୟାପୁଛି ଆଖିଧରା ରୋଗ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି । ବିଶେଷକରି ବିଦ୍ୟାଳୟ ଓ କଲେଜକୁ…

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବୃଦ୍ଧି ପାଇଥିବା ବେଳେ ବାଲିଗୁଡ଼ା, କ. ନୂଆଗାଁ ପାର ହୋଇ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆମାନେ ବେଧଡ଼କ ଚୋରାଚାଲାଣ କରୁଛନ୍ତି। ଦାରିଙ୍ଗବାଡ଼ି ପୋଲିସ ଗଞ୍ଜେଇ ଚୋରାଚାଲାଣ ବେଳେ…

ଅଙ୍ଗଦଙ୍କ ହାତ ଆକ୍ରମଣ ନୁହେଁ, ଦୁର୍ଘଟଣାରେ କଟିଛି: ପୋଲିସ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ଗ୍ରାମର ଆଦିବାସୀ ଯୁବକ ଅଙ୍ଗଦ ମଲ୍ଲିକ ମୁମ୍ବାଇ କାମ କରିବାକୁ ଯାଇଥିବା ବେଳେ ଦୁଇ ହାତ ହରାଇ ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର କ୍ଷେତ୍ର ପରିଦର୍ଶନ କଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୫ା୭(ଅସମାପିକା ସାହୁ): କଟକ ଜିଲା ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ୨୦ ଜଣ ଛାତ୍ରୀଛାତ୍ର କ୍ଷେତ୍ର ପରିଦର୍ଶନରେ ଆସି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଥିଲେ। ଛାତ୍ରୀଛାତ୍ରଙ୍କୁ ପୁସ୍ତକ ପଞ୍ଜୀକରଣ, ଗ୍ରନ୍ଥାଗାର ପରିଚାଳନା,…

କ୍ୟାନସରରେ ପୀଡିତ ଅଛନ୍ତି ଅତୁଲ, ଭୁଲ ଚିକିତ୍ସା ଯୋଗୁ…

ବମ୍ବେ: କ୍ୟାନସରରେ ପୀଡିତ ଅଛନ୍ତି ମରାଠୀ ଅଭିନେତା ତଥା ‘ଦ କପିଲ ଶର୍ମା ଶୋ’ ଫେମ୍ ଅତୁଲ ପରଚୁରେ। ଏକ ସାକ୍ଷାତକାରରେ ସେ ଏନେଇ କହିବା ପରେ ପ୍ରଶଂସକ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଅତୁଲ କହିଛନ୍ତି, ବିବାହକୁ ୨୫ ବର୍ଷ…

ଭାରତ-ୟୁଏଇ କାରବାର ଛୁଇଁବ ୧୦୦ ବିଲିୟନ ଡଲାର: ମୋଦି…

ଦୁବାଇ,୧୫।୭ : ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ…

ମୋଦିଙ୍କୁ ପୁଣି ପ୍ରଶଂସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୫ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ କହିଛନ୍ତି ଯେ, ସେ ଚାହୁଁଛନ୍ତି ଭାରତୀୟ ଟଙ୍କା ଆମେରିକୀୟ ଡଲାର ସହିତ ବ୍ୟବହାର କରାଯାଉ। ସେ ମଧ୍ୟ ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି। ତାଙ୍କର ବିବୃତ୍ତି ଏମିତି ଏକ ସମୟରେ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?