MSME ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର: ମନ୍ତ୍ରୀ କଲେ ବଡ଼ ଘୋଷଣା
ଭୁବନେଶ୍ୱର,୩୧।୧୦: MSME ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ଦେଇଛନ୍ତି। କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କିସମ ପରିବର୍ତ୍ତନ କରିବାକୁ ପଡ଼ିବନି ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ…
ବିଜେଡି ନେତାଙ୍କ ଭଡ଼ା ଘରେ ପଶିଲେ ନିର୍ବାଚନ ଅଧିକାରୀ: ଆଉ ତା’ପରେ…
ନୂଆପଡା,୩୧।୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଖରିଆର ରୋଡଠାରେ ଏକ ଭଡ଼ାଘର ନେଇ ରହୁଥିବା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଭଡ଼ା ଘରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ବିଜେଡି ନେତା…
ବୀମା ଟଙ୍କା ପାଇବାକୁ ଚୋରି ନାଟକ, ୟୁଟ୍ୟୁବ୍ରୁ ଶିଖିଥିଲେ କୌଶଳ, ଏମିତି ପଡ଼ିଲେ ଧରା…
ଭୁବନେଶ୍ୱର,୩୧ା୧୦(ସତ୍ୟଜିତ ରାଉତ): ବ୍ୟବସାୟରେ କ୍ଷତି ହେବାରୁ ଦେଇପାରୁ ନ ଥିଲେ ଦୋକାନ ଭଡ଼ା। ଋଣଭାର ଏତେ ବଢ଼ିଯାଇଥିଲା ଯେ, ଏହାକୁ ପରିଶୋଧ କରିବାକୁ ଚିନ୍ତାରେ ପଡ଼ିଥିଲେ। ଏସବୁ ସମସ୍ୟାରୁ ମୁକୁଳିବାକୁ ଯାଇ ବାଛିଥିଲେ ଅପରାଧର ବାଟ। ବୀମା ଟଙ୍କା ପାଇଁ ନିଜ…
୨୦ ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା: କୋରାପୁଟକୁ ୭ ପଦକ
କୋରାପୁଟ,୩୧/୧୦(ଅମିତାଭ ବେହେରା): ଝାରସୁଗୁଡାଠାରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ କୋରାପୁଟକୁ ୭ ଟି ପଦକ ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବର ୨୪ରୁ ୨୬ ତାରିଖ ଯାଏ ଝାରସୁଗୁଡ଼ାରେ ୨୦ତମ ରାଜ୍ୟ ସ୍ତରୀୟ ସ୍କ୍ବାଏ ମାର୍ଶାଲ…
EPFOରୁ କିଭଳି ବାହାର କରିବେ ଟଙ୍କା? ଜାଣନ୍ତୁ ସବୁଠାରୁ ସହଜ ଉପାୟ, ୩ ଦିନରେ ଆକାଉଣ୍ଟକୁ ଆସିଯିବ…
ନୂଆଦିଲ୍ଲୀ,୩୧।୧୦: ଯଦି ଆପଣ ଜଣେ ବେତନଭୋଗୀ କର୍ମଚାରୀ, ତେବେ ଆପଣଙ୍କର PF ନିଶ୍ଚିତ କଟୁଥାଇପାରେ। ଏହା ହେଉଛି ପ୍ରତି ମାସରେ ଆପଣଙ୍କ ଦରମାରୁ କଟାଯାଉଥିବା ପରିମାଣ ଏବଂ ଆପଣଙ୍କ କମ୍ପାନୀ ମଧ୍ୟ ଏଥିରେ ଯୋଗଦାନ କରେ। ଏହା ଏକ ପ୍ରକାର ସଞ୍ଚୟ…
Jio ବ୍ୟବହାରକାରୀଙ୍କୁ ବଡ଼ ଉପହାର, ମାଗଣାରେ ମିଳିବ ୩୫୧୦୦ ଟଙ୍କାର Google AI Pro,ଏମିତି କରନ୍ତୁ କ୍ଲେମ୍…
ନୂଆଦିଲ୍ଲୀ,୩୧।୧୦: କଛି ଦିନ ପୂର୍ବରୁ ଏୟାରଟେଲ ପ୍ରିପେଡ ବ୍ୟବହାରକାରୀଙ୍କୁ ଗୋଟିଏ ବର୍ଷ ପାଇଁ ମାଗଣା Perplexity Pro ପ୍ରଦାନ କରିବା ଆରମ୍ଭ କରିଛି। ଏମିତିରେ ରିଲାଏନ୍ସ ଜିଓ କିପରି ପଛରେ ରହିପାରିବ? ଜିଓ ମଧ୍ୟ ଗୁଗୁଲ ସହିତ ସହଭାଗୀ ହୋଇଛି, ଯାହା…
ବାଉଁଶ ଟାୱାର, ଟ୍ରଲର ଗାଞ୍ଜ ଜାଲ କଇଁଛ ପାଇଁ ବିପଦ
ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱପ୍ରସିଦ୍ଧ ଅଲିଭ୍ରିଡ୍ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ବୋଲି ଗହୀରମଥା ପରିଚିତ। ପ୍ରଶାନ୍ତମହାସାଗରରୁ ଯୋଜନ ଯୋଜନ ମାଇଲ ପଥ ଅତିକ୍ରାନ୍ତ କରି ନିଜ ଜନ୍ମମାଟି ଗହୀରମଥାକୁ ସେମାନେ ଛୁଟି ଆସନ୍ତି। ଏହି ସାମୁଦ୍ରିକ ଅଭୟାରଣ୍ୟ ଉଷ୍ମ ଜଳବାୟୁ ବାଲୁକା ଶଯ୍ୟାରେ…
ଭାରତ-ଆମେରିକା ସହ ହୋଇଗଲା ଏମିତି ଡିଲ୍, ଯାହା ପୂର୍ବରୁ କେବେ ହୋଇ ନ ଥିଲା
ନୂଆଦିଲ୍ଲୀ,୩୧।୧୦: ଟାରିଫ୍ ଝଡ଼ ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ କିଛିଟା ଶାନ୍ତ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଘୋଷଣା କରିଛନ୍ତି, ସେ ଭାରତ ସହିତ ଏକ ଟ୍ରେଡ୍ ଡିଲ୍ ବିଷୟରେ ବିଚାର କରୁଛନ୍ତି।…
ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ରାସ୍ତା
ଜଗତ୍ସିଂହପୁର, ୩୧ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଜିଲା ବିରିଡ଼ି ତହସିଲ ଅନ୍ତର୍ଗତ ଉତ୍ତରଶାସନ ମୌଜାର ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ଅର୍ଥ ବିନିମୟରେ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ , ଏ ସମ୍ପର୍କରେ ସୂଚନା…
ବେଆଇନ ଭାବେ ଗଚ୍ଛିତ ଗ୍ୟାସ ସିଲିଣ୍ଡର ଜବତ
ରାଇକିଆ,୩୧ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଫିସ ନିକଟରେ ଦୁଇଟି ଘରେ ବେଆଇନ ଭାବେ ଗଚ୍ଛିତ ଥିବା ୬୦ ଗ୍ୟାସ ସିଲିଣ୍ଡର୍କୁ ଯୋଗାଣ ବିଭାଗ ତରଫରୁ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବରପାଇ ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାୟାଧର…
ଫାଇନାଲ୍ ପୂର୍ବରୁ ଗାଭାସ୍କରଙ୍କ ନିଆରା ପ୍ରତିଶ୍ରୁତି: ଭାରତ ଜିତିଲେ କରିବି ଏମିତି କାମ
ନୂଆଦିଲ୍ଲୀ,୩୧।୧୦: ଟିମ ଇଣ୍ଡିଆ ଏକ ଜବରଦସ୍ତ ପ୍ରଦର୍ଶନ ସହିତ ମହିଳା ବିଶ୍ୱକପ ୨୦୨୫ର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ୍ରେ ୭ ଥର ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ଇତିହାସ ରଚିଥିଲା। ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଏକ ମଜାଦାର…
‘ଜାତୀୟ ଏକତାର ପ୍ରତୀକ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’
ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ନିଖିଳ ଉତ୍କଳ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ଜିଲୁଣ୍ଡି ଅଞ୍ଚଳ ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଗଞ୍ଜାମ ଜିଲା ଭଞ୍ଜନଗରରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ବାଉଁଶଲୁଣ୍ଡି କୁଳଘର…
Archives


