କେନ୍ଦ୍ରାପଡ଼ା ସହର ମାଷ୍ଟର ପ୍ଲାନ୍କୁ ଅପେକ୍ଷା କରିଛି
କେନ୍ଦ୍ରାପଡ଼ା,୩ା୭ (ଜଗନ୍ନାଥ ଧଳ): ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଶାସକ ଦଳ ପକ୍ଷରୁ ବିଳମ୍ବିତ ହୋଇଥିବା ପ୍ରକଳ୍ପକୁ ସାରିବାକୁ ତତ୍ପରତା ପ୍ରକାଶ ପାଉଛି। ଏହିକ୍ରମରେ ସହରର ମୁଖ୍ୟସ୍ଥଳ ତିନିମୁହାଣୀ ଛକରେ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ଗସ୍ତର ସ୍ମୃତି ପାଇଁ ପ୍ରତିମୂର୍ତ୍ତି ସ୍ଥାପନ…
ଭର୍ଜିନ ଗାଲାକ୍ଟିକ ପକ୍ଷରୁ ‘ଫେରେରି’ ମୂଲ୍ୟରେ ମହାକାଶ ଯାତ୍ରା ପାଇଁ ବୁକିଂ ଆରମ୍ଭ, ୯୦ ମିନିଟର ଯାତ୍ରା…
ମେକ୍ସିକୋ ସିଟି,୩।୭ : ଦୁନିଆର ଅନେକ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କିମ୍ବା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପର୍ଯ୍ୟଟକ ଭାବରେ ଆସୁଛନ୍ତି। ତଥାପି, ଅନେକ ଲୋକ ମଧ୍ୟ ମହାକାଶକୁ ଯାତ୍ରା କରିବାର ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ଏଭଳି ପର୍ଯ୍ୟଟକଙ୍କ…
କ୍ରଶର ୟୁନିଟ୍ ନିର୍ମାଣରେ ବିଳମ୍ବ
ଯାଜପୁର,୩ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ୨୦୨୧ ଜାନୁୟାରୀରେ ଧର୍ମଶାଳା ତହସିଲ ଏବଂ ଫେବୃୟାରୀରେ ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ପଥର ଭଙ୍ଗା କ୍ରଶରଗୁଡିକ ଉଚ୍ଛେଦ ହୋଇଥିଲା। ପରିବେଶ ନିୟମ ଓ ସାଇଟିଂ କ୍ରାଇଟେରିଆ ବାହାରେ ଚାଲୁଥିବା କ୍ରଶରଗୁଡ଼ିକୁ ଉଚ୍ଛେଦ…
ରତ୍ନଭଣ୍ଡାର ଖୋଲିବା ଦାବି ଥମୁନି
ଭୁବନେଶ୍ବର,୩ା୭(ସୁନିତ୍ ମିଶ୍ର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ରାଜନୀତି ଥମିବାର ନଁା ଧରୁନାହିଁ। ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଉ ନ ଥିବାବେଳେ ବିରୋଧୀ କିନ୍ତୁ ଏହି କଥାକୁ ଜାବୁଡି ଧରିଛନ୍ତି। ରତ୍ନଭଣ୍ଡାର…
ଆସନ୍ତା ୬ରେ ଗୁଆହାଟୀରେ ବସିବ ଓଡ଼ିଶା ଭାଜପାର ବୈଠକ
ଭୁବନେଶ୍ବର,୩ା୭(ସୁନିତ୍ ମିଶ୍ର): ଦେଶର ସବୁ ରାଜ୍ୟକୁ ନେଇ ଭାଜପା ଗୁଆହାଟୀଠାରେ ଆସନ୍ତା ୬ ତାରିଖରୁ ୩ ଦିନିଆ ବୈଠକ ଡାକିଛି। ଆସନ୍ତା ୬, ୭ ଏବଂ ୮ ତାରିଖରେ ହେବାକୁ ଥିବା ଏହି ବୈଠକରେ ଦେଶକୁ ୩ଟି ଜୋନ୍ରେ ଭାଗ କରି…
ବିଶ୍ୱ କ୍ରୀଡ଼ା ଖବରଦାତା ଦିବସ ପାଳିତ
ଭୁବନେଶ୍ୱର, ୩।୭ (ତପନ ସ୍ବାଇଁ): ମଞ୍ଚେଶ୍ୱର ସମେଇଗାଡିଆସ୍ଥିତ ଜିମ୍ନାଷ୍ଟିକ ଏକାଡେମୀ ଜେଏମ୍ ସ୍ପୋଟର୍ସ ଆନୁକୂଲ୍ୟରେ ବିଶ୍ୱ କ୍ରୀଡ଼ା ଖବରଦାତା ଦିବସ ରବିବାର ପାଳିତ ହୋଇଯାଇଛି। ଏକାଡେମୀର ଅଧ୍ୟକ୍ଷା ମୀରାରାଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବରିଷ୍ଠ କ୍ରୀଡା…
ଜୁଇରୁ ଫେରାଇ ଆଣିଲେ ମୃତଦେହ
ଉଦଳା (ସନ୍ତୋଷ କୁମାର ବାଚ୍ଛିନୀ)/ବାରିପଦା (ନୀଳାଦ୍ରି ବିହାରୀ ଦଣ୍ଡପାଟ), ୩।୭: ଜୁଇ ସଜଡ଼ା ସରିଥିଲା। ଆଉ କିଛି ସମୟ ଅନ୍ତିମ ସଂସ୍କାର ହୋଇଥାନ୍ତା। ହେଲେ ମୃତକ ବଞ୍ଚତ୍ଥିବା କହି ଗୁଣିଆଙ୍କୁ ଡାକିଲେ ପରିବାର ଲୋକେ। ଗୁଣିଗାରେଡ଼ି ସହ ମୃତଦେହକୁ ଝଡ଼ାଫୁଙ୍କା କରିଥିଲେ।…
‘କ୍ରୀଡ଼ା ଖବରରେ ଲୁଚି ରହିଥାଏ ଏକ ଭିନ୍ନ ପ୍ରେରଣା’
ଭୁବନେଶ୍ୱର, ୩ା୭ (ବିଜୟ ରଣା): ଓଡ଼ିଶା ସ୍ପୋଟର୍ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍ଜା) ତରଫରୁ ସ୍ଥାନୀୟ ମଦର୍ସ ପବ୍ଲିକ ସ୍କୁଲ ବାସ୍କେଟବଲ କୋର୍ଟରେ ବିଶ୍ୱ କ୍ରୀଡ଼ା ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓସ୍ଜା କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…
ନୂଆ ରୂପରେ ‘ଦି କ୍ରାଉନ’ ଭୁବନେଶ୍ୱର
ଭୁବନେଶ୍ୱର,୩।୭: (ଅଭୟ ଦାଶ): ସ୍ମାର୍ଟସିଟି ଭୁବନେଶ୍ୱରର ଜଣାଶୁଣା ହୋଟେଲ ‘ଦି କ୍ରାଉନ’ର ଆନୁଷ୍ଠାନିକ ଉଦଘାଟନୀ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଦୀର୍ଘ ମାସ ହେବ ନବୀକରଣ ହେଉଥିବା କ୍ରାଉନ ଅତ୍ୟାଧୁନିକ ସୁବିଧା ସହ ନୂଆ ରୂପରେ ପୁନଃ ଆରମ୍ଭ…
ଲାଫେ ଜିତିଲେ ଦ୍ୱିତୀୟ ଷ୍ଟେଜ୍
ବିଲ୍ବାଓ (ସ୍ପେନ), ୩ା୭ (ଏପି): ଫ୍ରାନ୍ସର ଭିକ୍ଟର ଲାଫେ ଚଳିତ ଟୁର ଡି’ ଫ୍ରାନ୍ସର ଦ୍ୱିତୀୟ ଷ୍ଟେଜ୍ ଜିତିଛନ୍ତି । ୨୦୮.୯ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍ରେ ବେଲଜିୟମର ଓଟ୍ ଭାନ୍ ଆର୍ଟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ…
ଭର୍ଷ୍ଟାପେନ୍ଙ୍କୁ ଅଷ୍ଟ୍ରିଆନ୍ ଗ୍ରାଁ ପ୍ରି
ସ୍ପିଲବର୍ଗ, ୩ା୭ (ଏପି): ଫର୍ମୁଲାଓ୍ବାନ ଚାମ୍ପିୟନ ରେଡ୍ବୁଲ୍ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅଷ୍ଟ୍ର୍ରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଏଥିସହିତ ସେ କ୍ରମାଗତ ତୃତୀୟ ବିଶ୍ୱକପ୍ ଟାଇଟଲ ଅଭିମୁଖେ ତାଙ୍କ ଯାତ୍ରା ଜାରି ରଖିଛନ୍ତି। ଭର୍ଷ୍ଟାପେନ…
କୁମିତେ ସେମିନାରରେ ଭାଗନେଲେ ୧୪୦ କରାଟେକା
ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ପରିସରରେ ଜାତୀୟ ସ୍ତରୀୟ ଆଡ୍ଭାନ୍ସ କୁମିତେ ସେମିନାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ କରାଟେ ସଂଘର ଅନ୍ୟତମ ବୈଷୟିକ ସଦସ୍ୟ ହାନ୍ସି ଭରତ ଶର୍ମା ଏହି…
Archives


