Home

ମୃତଦେହ ଭିତରୁ ମିଳିଲା ପ୍ରେମ କବିତା ନୋଟ୍‌ ବୁକ୍‌…

ବାହାନଗା,୫।୬ : ବାହାନଗା ରେଲଳ ଦୁର୍ଘଟଣାରେ ଯାତ୍ରୀମାନଙ୍କ ଜୋତା ଚପଲ, ଖାଇବା ସାମଗ୍ରୀ, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଟ୍ରାକ ଏବଂ ଏହାର ଚାରିପାଖରେ ପଡ଼ି ରହିଛି। ଏହି ସମୟରେ, ଟ୍ରାକରୁ ଏକ ନୋଟବୁକ ମଧ୍ୟ ମିଳିଛି। ଏଥିରେ କିଛି…

ଲେବର କମିଶନରଙ୍କ ନିର୍ଦ୍ଦେଶକୁ ଅଣଦେଖା

ନୟାଗଡ଼ ଅଫିସ,୫।୬: ଶିଶୁ ଶ୍ରମିକ ସଚେତନତା ମାସ ଜୁନ୍‌ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରିବାକୁ ଲେବର କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲାରେ ଲେବର କମିଶନର ଉଦ୍‌ଘାଟନ କରି ସାରିଲେଣି। ରାଜ୍ୟର…

ଶେଷ ହୋଇନି କରୋନା ମହାମାରୀ, ଭବିଷ୍ୟତ ପାଇଁ ପ୍ରସ୍ତୁତି ଏବେଠାରୁ ଜରୁରୀ: ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ…

ହାଇଦ୍ରାବାଦ,୫।୬ : ମହାମାରୀର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମକୁ ବର୍ତ୍ତମାନର ତଥା ଭବିଷ୍ୟତର ମହାମାରୀ ସହିତ ଲଢ଼ିବାକୁ ପଡିବ। ଏଥିପାଇଁ ଏହା ଆବଶ୍ୟକ ଆମେ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିବା। ଆମକୁ କେବଳ ଏକୀକରଣ କରିବା ନୁହେଁ, ବରଂ ଏକ…

ମିଳିଥିଲା ଗ୍ରୀନ ସିଗନାଲ: କହିଲେ କରୋମଣ୍ଡଳ ଲୋକୋ ପାଇଲଟ…

ବାହାନଗା,୫।୬ : ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଏବଂ ଏଥିରେ ୨୭୫ ଜଣଙ୍କର ମୃତ୍ୟୁ ସମଗ୍ର ଦେଶକୁ ଚକିତ କରିଛି। ଦୁର୍ଘଟଣା ପରେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ରେଳ ଅପରେସନ୍ସ ଏବଂ ବାଣିଜ୍ୟ ବିକାଶ ବୋର୍ଡ ସଦସ୍ୟ ଜୟା…

ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା

ଭାପୁର, ୫।୬(ଡିଏନଏ): ନୟାଗଡ଼ ଜିଲା ଭାପୁର ବ୍ଲକରେ ଅସଲି ସହ ତାଳଦେଇ ନକଲି ରାଜ କରୁଛି। ପ୍ରତ୍ୟେକ କ୍ଷେତ୍ରରେ ନକଲି ପରିମାଣ ଏଭଳି ସ୍ଥିତି ସୃଷ୍ଟି କରିଛି ଯେ ଅସଲି ଚାତକ ସାଜିଛନ୍ତି। ନକଲି ଦିଦ୍ୟାଙ୍ଗ ପାଇଁ ଅସଲି ମାନେ ଅଡ଼ୁଆରେ…

ନୂଆ ବାଇପାସ୍‌ ରାସ୍ତା ନିର୍ମାଣରେ ପଙ୍କ ବ୍ୟବହାର

ପଟ୍ଟାମୁଣ୍ଡାଇ,୫ା୬(ସ୍ବ.ପ୍ର୍ର.): ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ ଅଧୀନରେ ଥିବା ବାଇପାସ୍‌ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ବନ୍ଧର ଦକ୍ଷିଣପାର୍ଶ୍ୱରେ ନୂତନ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଜଣାପଡ଼ିଛି। ରାସ୍ତା ନିର୍ମାଣ…

ମହାତ୍ମା ଗାନ୍ଧୀ, ପଟେଲ, ସୁବାଷ ବୋଷ ଥିଲେ ଏନଆରଆଇ: ରାହୁଲ…

ଓ୍ବାଶିଂଟନ୫।୬ : ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ସୋମବାର ସେ ମୂଳ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଭାରତର ବିକାଶରେ ଏନଆରଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଦୁନିଆ ଉପରେ ଖୋଲା ମତ ରଖିଛନ୍ତି।…

ଆଜି ଦୁଇ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣା ପରେ ମରାମତି କାର୍ଯ୍ୟ ଚାଲିଥିବାରୁ ସୋମବାର ପୁଣି ଦୁଇଟି ଟ୍ରେନ୍‌ ବାତିଲ କରାଯାଇଛି। ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସକୁ ରେଳବାଇ ପକ୍ଷରୁ ବାତିଲ କରାଯାଇଛି। ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ ଦୀର୍ଘଘଣ୍ଟା ଅକ୍ଳାନ୍ତ…

ଆମେରିକୀୟ ଯୁଦ୍ଧ ପୋତକୁ ନିକଟରେ ଅତିକ୍ରମ କଲା ଚାଇନା ଜାହାଜ, ଆମେରିକାର ଚେତାବନୀ ସତ୍ତ୍ୱେ ଚାଇନା ଚୁପ…

ଓ୍ବାଶିଂଟନ,୫।୬ : ଚାଇନା ଏହାର ଆପତ୍ତିଜନକ କାର୍ଯ୍ୟ ବନ୍ଦ କରୁ ନାହିଁ। ଫଳରେ ତାଇଓ୍ବାନର ବିବାଦୀୟ ଅଞ୍ଚଳରେ ଆମେରିକା ସହିତ ସ୍ଥିତି ମୁହାଁମୁହିଁ ହେବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ଆମେରିକାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା…

ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟଙ୍କ  ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ…

କାଠମାଣ୍ଡୂ,୫।୬ : ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟ ଏକ ସ୍ବଳ୍ପକାଳୀନ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖପାତ୍ର ବିମଲ ପାଉଡେଲ କହିଛନ୍ତି ସୁପ୍ରିମକୋର୍ଟର ଜଷ୍ଟିସ ମନୋଜ ଶର୍ମାଙ୍କ ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନ…

ଏମ୍‌ଆଇପି ନିର୍ମାଣ, ମରାମତିରେ ଅର୍ଥ ହରିଲୁଟ

କୋରେଇ,୫ା୬(ଡି.ଏନ.ଏ.): ଅଣଜଳସେଚିତ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କରି ବିପୁଳ ଟଙ୍କା ବ୍ୟୟରେ ବହୁ ସଂଖ୍ୟାରେ ଚେକ୍‌ ଡ୍ୟାମ ନିର୍ମାଣ କରୁଛନ୍ତି। ଚେକ୍‌ ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଚାଷୀଙ୍କ ପରାମର୍ଶ ନ ନେଇ ଠିକାଦାରଙ୍କ…

ନେପାଳରେ ହିନ୍ଦୁଙ୍କ ସଂଖ୍ୟା କମିଲା…

କାଠମାଣ୍ଠୁ,୫।୬ : ଗତ ଦଶନ୍ଧିରେ ନେପାଳରେ ହିନ୍ଦୁ ଏବଂ ବୌଦ୍ଧଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବାବେଳେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ ସ୍ବାରା ପ୍ରକାଶିତ ଜନଗଣନା -୨୦୨୧ ରିପୋର୍ଟ ଅନୁଯାୟୀ ନେପାଳର ଅଧିକାଂଶ ହିନ୍ଦୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri