Home

ମାଓବାଦୀ ସମ୍ପୃକ୍ତି ଅଭିଯୋଗରେ ଜଣେ ଗିରିଫ,ବହୁ ସାମଗ୍ରୀ ଜବତ

ଫୁଲବାଣୀ,୫।୮(ରାକେଶ କୁମାର ରାଉତ ) ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଗୋଚ୍ଛାପଡା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ପକାରୀ ପଞ୍ଚାୟତ ସରୁପଡା ଗ୍ରାମର ମନବୋଧ ଦିଗାଲ। ସେ ପ୍ରାୟ ତିନି ବର୍ଷ ହେଲା ମାଓ…

‘ମହିଳାଙ୍କ ପରିଚୟ ବିବାହ ନୁହେଁ’, ବିଧବାଙ୍କ ମନ୍ଦିର ପ୍ରବେଶ ଉପରେ ରୋକକୁ ନେଇ ଜବାବ ଦେଲେ ହାଇକୋର୍ଟ

ଚେନ୍ନାଇ,୫।୮: ବିଧବାମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରିବାର ପ୍ରଥାକୁ ମାଡ୍ରାସ ହାଇକୋର୍ଟ ଦୃଢ ତାଗିଦ କରିଛନ୍ତି। କୌଣସି ସଭ୍ୟ ସମାଜରେ ଏଭଳି ପରମ୍ପରା ରହିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏରୋଡ ଜିଲ୍ଲାର ଏକ ମନ୍ଦିର ପରିଦର୍ଶନ କରିବା ଏବଂ…

ସିସିଟିଭି ନଜରରେ ଗଞ୍ଜାମ ସହର, ସାବାଡ ହେବେ ଅପରାଧୀ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହରର ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଲାଗିଲା ସିସିଟିଭି l ଏବେ ସିସିଟିଭି ନଜରରେ ପୁରା ଗଞ୍ଜାମ ସହର l ସାବାଢ ହେବେ ଅପରାଧୀ। ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନିଜସ୍ବ ହାତ ପାଣ୍ଠିରୁ ଛତ୍ରପୁର, ରମ୍ଭା…

ତୋଶାଖାନା ମାମଲାରେ ଇମ୍ରାନ୍‌ଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ, ଏବେ ଲଢିପାରିବେନି ନିର୍ବାଚନ

ଇସଲାମାବାଦ,୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସମସ୍ୟା ବୃଦ୍ଧି ପାଇଛି। ତୋଶାଖାନା ମାମଲାରେ ଇମ୍ରାନ୍‌ ଖାନଙ୍କୁ ଜିଲା-ଅଧିବେଶନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ଇମ୍ରାନ୍‌ଙ୍କୁ କୋର୍ଟ ଏକ…

ବିଷ ପିଇ ଆତ୍ମହତ୍ୟା କଲେ ନବବଧୂ, ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ପାଦରୁ ଅଳତା ଲିଭି ନ ଥିବା ବେଳେ ଜୁଇରେ ଜଳିଲେ ନବବଧୂ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ l ତିନିମାସ ତଳେ ବିବାହ କରିଥିବା…

ଶ୍ରୀଲଙ୍କାରେ ‘ଆଧାର’ ଭଳି ଯୋଜନା ପାଇଁ ଭାରତ ଦେଲା ୪୫ କୋଟି ଟଙ୍କା

କଲମ୍ବୋ,୫।୮: ଶ୍ରୀଲଙ୍କାରେ ଆଧାର ଭଳି ଯୋଜନା ‘ୟୁନିକ ଡିଜିଟାଲ ଆଇଡେଣ୍ଟିଟି ପ୍ରୋଜେକ୍ଟ’ ପାଇଁ ଭାରତ ୪୫କୋଟି ଟଙ୍କାର ପ୍ରଥମ କିସ୍ତି ଜାରି କରିଛି। ଭାରତ ସରକାରଙ୍କ ଦ୍ୱାରା ଅର୍ଥ ପ୍ରଦାନ କରାଯାଉଥିବା ଶ୍ରୀଲଙ୍କାର ଡିଜିଟାଇଜେସନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା।…

‘ମେଟଲ୍‌ ମିଟ୍‌ -୨୦୨୩ରେ ଭାଗନେଲେ ୭୫ ଟିମ୍‌

ଭୁବନେଶ୍ୱର,୫।୮(ଶର୍ମିଷ୍ଠା ପାଣିଗ୍ରାହୀ): ମେଟଲ୍‌ ମିଟ୍‌-୨୦୨୩ରେ ଜୁନିୟର୍‌, ସିନିୟର୍‌ ଗ୍ରୁପ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜୁନିୟର୍‌, ସିନିୟର ବିଭାଗରେ ୭୫ ଟିମ୍‌ ଭାଗ ନେଇଛନ୍ତି। ଜୁନିୟର୍‌ରେ ୪୨ଟିମ୍‌ ଭାଗ ନେଇଥିବା ବେଳେ ସିନିୟରରେ ୩୩…

‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ସାଉଥ ସିନେମାରେ ପାଦ ରଖିଛନ୍ତି। ଆକ୍ଟର ରାଘବ ଲରେନ୍ସଙ୍କ ସହ ଅପକମିଂ ହରର-କମେଡି ମୁଭି ‘ଚନ୍ଦ୍ରମୁଖୀ ୨’ରେ ଲୋକଙ୍କୁ ହସାଇବାକୁ ପ୍ରସ୍ତୁତ ହୋଇଗଲେଣି। ଫିଲ୍ମର ଫାଷ୍ଟ ପାର୍ଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।…

ଡରିଗଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଦିଭା ଜାହ୍ନବୀ କପୁରଙ୍କ ଅଭିନୀତ ମୁଭି ‘ବବାଲ’ ନିକଟରେ ରିଲିଜ ହୋଇଛି। ଯାହାକୁ ନେଇ ସେ ଏବେ ଅଛନ୍ତି ଚର୍ଚ୍ଚାରେ। ଏହାସହ ଅଭିନେତ୍ରୀ ଏବେ ଏକ ପାପାରାଜି ଭିଡିଓକୁ ନେଇ ବି ଚର୍ଚ୍ଚାକୁ ଆସିଛନ୍ତି। ଜାହ୍ନବୀ ଏକ ବ୍ୟାଗି…

ଘରେ ନଜରବନ୍ଦୀ ହେଲେ ପିଡିପି ମୁଖ୍ୟ ମେହେବୁବା ମୁଫତି

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍‌କୁ ଶନିବାର ପୋଲିସ ଗିରଫ କରିଛି। ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଠିକ ଆଜିର ଦିନରେ ୪ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ହଟାଇ…

ନାବାଳକର ସନ୍ଦେହଜନକ ମୃତ୍ୟୁ, ଥାନାରେ ହତ୍ୟା ଅଭିଯୋଗ

କେସିଙ୍ଗା, ୫।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ବାଲ୍ମୀକି ଛତ୍ରଙ୍କ ପୁଅ ହରିଶଙ୍କର ଛତ୍ର(୧୫) ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ହରିଶ୍ଚନ୍ଦ୍ର ଗଳାରେ ରଶି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଅନ୍ୟପଟେ ମୃତ୍ୟୁ ବରଣ…

ଲୋକପ୍ରିୟ ଅଭିନେତା ମାର୍କ ମାଙ୍ଗୋଲିସଙ୍କ ଦେହାନ୍ତ

ଓ୍ବାଶିଂଟନ୍‌,୫।୮: ଆମେରିକାର ପ୍ରସିଦ୍ଧ ଟିଭି ଶୋ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍‌ କଲ ଶାଉଲ’ରେ ଅଭିନୟ କରିଥିବା ମାର୍କ ମାଙ୍ଗୋଲିସଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ମାଙ୍ଗୋଲିସ ନ୍ୟୁୟର୍କର ଏକ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?