Home

ବିଳମ୍ବିତ ବର୍ଷା, କେନାଲ ଶୁଖିଲା: ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୧୪ା୭ (ଅକ୍ଷୟ ବିଶ୍ୱାଳ): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବତ୍ତର୍ର୍ମାନ ଯେଉଁଠି ରୁଆ ବେଉଷଣ ହେବା କଥା ସେଠି ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଚାଲିଛି। ଏପରି କି…

ଘରୋଇ ଚିକିତ୍ସାକୁ ପ୍ରୋତ୍ସାହନ

ଯାଜପୁର,୧୪ା୭(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ତଥା ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ହେଲେ ଯାଜପୁରରୋଡ ଗୋଷ୍ଠୀ…

ଇତିହାସ ରଚିଲେ ରୋହିତ-ଜୟସ୍ବାଲ ଯୋଡ଼ି

ଡୋମିନିକା,୧୪।୭: ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକା ଗ୍ରାଉଣ୍ଡରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଭାରତରୁ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଓପନିଂ ଯୋଡି ରେକର୍ଡ ସୃଷ୍ଟି…

ବଢୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି

କେନ୍ଦ୍ରାପଡ଼ା,୧୪ା୭(ଜଗନ୍ନାଥ ଧଳ): ଗ୍ରାହକଙ୍କୁ ଆକୃଷ୍ଟ କରିବା ପରି ଖାଦ୍ୟ ସାମଗ୍ରୀ ଷ୍ଟଲ୍‌ ବା ଦୋକାନରେ ସଜା ହେଉଛି। ରଙ୍ଗବେରଙ୍ଗ ମିଠା ସହ ଅନ୍ୟାନ୍ୟ ଖାଦ୍ୟ ଗ୍ରାହକଙ୍କ ମନ ମୋହୁଛି। ତେବେ ଏହି ରଙ୍ଗିନ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରୋଗର କାରଣ…

ଆଜମ ଖାନ୍‌ଙ୍କୁ ଝଟ୍‌କା

ଲକ୍ଷ୍ନୌ,୧୪।୭: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଓ୍ବାଇ ବର୍ଗର ସୁରକ୍ଷା ହଟାଇ ଦିଆଯାଇଛି। ଉତ୍ତରପ୍ରଦେଶ ପୋଲିସ ସୁରକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ, ଆଜଦ୍‌ମଙ୍କ ପାଇଁ ଓ୍ବାଇ ବର୍ଗର ସୁରକ୍ଷା ପାଇଁ କୌଣସି…

ନିରୀହ ଜମିହରାଙ୍କୁ କାରଖାନା ମନା

ଯାଜପୁର/କଳିଙ୍ଗନଗର,୧୪ା୭(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ଗ୍ରାମର ନିରୀହ ଜମିହରାଙ୍କୁ କାରଖାନା ଗେଟ୍‌ ପରିସରରେ ବି ପାଦ ଥାପିବା ମନା। ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଡବଲ ବୁଲ୍‌ ସିମେଣ୍ଟ ନୁଭୋକୋ(ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ। ଏହି ସିମେଣ୍ଟ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ୍‌,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଛନ୍ତି। ଏଥିପାଇଁ ମୋଦି ଇମାନ୍ବେଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଶୁକ୍ରବାର ବାଷ୍ଟିଲ ଡେ’ ସେଲିବ୍ରେଶନ ପରେ ଦୁଇନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା…

ଆଇସିସିର ଐତିହାସିକ ନିଷ୍ପତ୍ତି: ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପୁରସ୍କାର

ନୂଆଦିଲ୍ଲୀ,୧୩।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡରବନରେ ଚାଲିଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ମହିଳା ଏବଂ ପୁରୁଷ ଆଇସିସି ଇଭେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ମହିଳା କ୍ରିକେଟକୁ ନୂତନ ଗତି ଦେବା ପାଇଁ ଆଇସିସି ବର୍ତ୍ତମାନ ପୁରୁଷ ଇଭେଣ୍ଟରେ…

ଶୁକ୍ରବାର ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ! ଫଡନ୍‌ଭିସଙ୍କୁ ଭେଟିଲେ ଅଜିତ୍‌ ପାଓ୍ବାର

ମୁମ୍ବାଇ,୧୩।୭: କ୍ୟାବିନେଟ ସମ୍ପ୍ରସାରଣ ଏବଂ ନୂତନ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପ୍ରସଙ୍ଗରେ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଶିବସେନା ଗୁରୁବାର କହିଛି ଯେ, ରାଜ୍ୟ କ୍ୟାବିନେଟର ସମ୍ପ୍ରସାରଣ ଏବଂ ବିଭାଗ ବଣ୍ଟନ ଜୁଲାଇ ୧୪ରେ ହେବାର ସମ୍ଭାବନା ରହିଛି।…

ଏକ ଘଣ୍ଟା ଧରି ଆଲୋଚନା କଲେ ବସୁନ୍ଧରା-ନଡ୍ଡା

ନୂଆଦିଲ୍ଲୀ,୧୩।୭: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଗୁରୁବାର ଅପରାହ୍ନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି। ରାଜସ୍ଥାନର ରାଜନୈତିକ ପରିସ୍ଥିତି ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ…

ଫେଲ ମାରିଲା ଭାଜପା, ବିରୋଧୀ ଦଳ ବୈଠକରେ ଯୋଗ ଦେବେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୩।୭: ଫେଲ ମାରିଛି ଭାରତୀୟ ଜନତା ପାର୍ଟି(ଭାଜପା)ର ସମସ୍ତ ଚେଷ୍ଟା। ଜୟନ୍ତ ଚୌଧୁରୀଙ୍କୁ ମନାଇ ପାରିଲାନି ଦଳ। ମିଳିଥିବା ସୂଚନା ଅନୁଯାୟୀ, ୧୭-୧୮ ଜୁଲାଇରେ ବେଙ୍ଗାଲୁରରେ ହେବାକୁ ଯାଉଥିବା ବିରୋଧୀ ଦଳ ବୈଠକରେ ଜୟନ୍ତ ଯୋଗ ଦେବାକୁ କର୍ନାଟକ ପହଞ୍ଚିବେ। ଉତ୍ତରପ୍ରଦେଶ…

ଅଶ୍ୱିନ୍‌-ଜାଡେଜା ଯୋଡି କଲେ କମାଲ୍‌

ଡୋମିନିକା,୧୩।୭: ଭାରତୀୟ ସ୍ପିନ ଯୋଡି ରବି ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ଏକ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଅଶ୍ୱିନ-ଜାଡେଜାଙ୍କ ଯୋଡି ଭାରତ ପାଇଁ ୪୮୬ ଉଇକେଟ ନେଇ ଟେଷ୍ଟ ମ୍ୟାଚରେ ସର୍ବାଧିକ ଉଇକେଟ୍‌ ନେଇଥିବା ତାଲିକାରେ ଅଷ୍ଟ୍ରେଲିଆର ଗ୍ଲେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri