ମଣିଷ ପରି ଖଟରେ ଶୋଇଛି ଘୋଡ଼ା, ଭିଡିଓ ଦେଖିଲେ…
ଯେଉଁ ଲୋକମାନେ କୁକୁର ଏବଂ ବିଲେଇମାନଙ୍କୁ ବହୁତ ପସନ୍ଦ କରନ୍ତି ସେମାନଙ୍କୁ ବିଛଣାରେ ଶୁଆଇଥାନ୍ତି। ନିଜେ ଯେମିତି ଚଳନ୍ତି ପୋଷା ପ୍ରାଣୀଙ୍କୁ ମଧ୍ୟ ଠିକ୍ ସେମିତି ଭାବେ ଚଳାଇଥାନ୍ତି। କିନ୍ତୁ ଆଜିକାଲି ଏକ ଘୋଡ଼ାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଘୋଡ଼ାଟି…
ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଚାମ୍ପିଅନ୍
ବେଙ୍ଗାଲୁରୁ,୧୬।୭: ଦକ୍ଷିଣାଞ୍ଚଳ ଚଳିତବର୍ଷ ଦୁଲିପ ଟ୍ରଫି ଚାମ୍ପିଅନ୍ ହୋଇଛି। ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍ରେ ପରାସ୍ତ କରି ଦଳ ଟାଇଟେଲ ଜିତିଛି। ହନୁମା ବିହାରୀଙ୍କ ନେତୃତ୍ୱଧୀନ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ୱିତୀୟ ଇନିଂସରେ ୨୩୦ରନ ସଂଗ୍ରହ କରିଥିଲା।…
ଭାଜପାରେ ଯୋଗଦେବେ ଦାରା ସିଂ
ନୂଆଦିଲ୍ଲୀ,୧୬।୭: ସମାଜବାଦୀ ପାର୍ଟିର ନେତା ଦାରା ସିଂ ଚୌହାନ ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ୟୁପି ଭାଜପା ମୁଖ୍ୟ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଉପସ୍ଥିତିରେ ସେ ଭାଜପାକୁ ଫେରିବେ। ସୋମବାର ସକାଳ ୧୧ଟାରେ ଦାରା ଭାଜପାରେ ସାମିଲ କରାଯିବ। ସମାଜବାଦୀ…
ଏନ୍ଡିଏରେ ସାମିଲ ହେବାର କାରଣ କହିଲେ ରାଜଭର
ନୂଆଦିଲ୍ଲୀ,୧୬।୭: ସୁହେଲଦେବ ଭାରତ ସମାଜ ପାର୍ଟି ନେତା ଓମ ପ୍ରକାଶ ରାଜଭର ପୁଣି ଥରେ ଏନଡିଏରେ ଯୋଗ ଦେଇଛନ୍ତି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଘୋଷଣା କରିଛନ୍ତି। ବିରୋଧୀ ଏକତା ଭିତରେ କୌଣସି ଶକ୍ତି ନାହିଁ ତେଣୁ ସେ…
ଅଧ୍ୟାଦେଶ ପ୍ରସଙ୍ଗ: କଂଗ୍ରେସର ବଡ଼ ଘୋଷଣା…
ନୂଆଦିଲ୍ଲୀ,୧୬।୭ : ଅଧ୍ୟାଦେଶ ପ୍ରସଙ୍ଗ ଉପରେ କଂଗ୍ରେସ ଏକ ବଡ ଘୋଷଣା କରିଛି। ଏହି ପ୍ରସଙ୍ଗରେ ଦଳ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସମର୍ଥନ କରୁଛନ୍ତି ବୋଲି କହିଛି। ରବିବାର କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି…
ଭଗବାନ ହନୁମାନ ଜଣେ ସର୍ବଶ୍ରେଷ୍ଠ କୂଟନୀତିଜ୍ଞ: ଜୟଶଙ୍କର…
ବ୍ୟାଙ୍କକ,୧୬।୭ : ବ୍ୟାଙ୍କକରେ ଭାରତୀୟଙ୍କସହ କଥାବାର୍ତ୍ତା ସମୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ପ୍ରସଙ୍ଗ ବୁଝିବା ଏବଂ ଏହାକୁ ପ୍ରଭାବଶାଳୀ ନୀତି ଏବଂ କାର୍ଯ୍ୟକ୍ରମରେ ପରିଣତ କରିବା ପାଇଁ ଅସାଧାରଣ ଦକ୍ଷତାକୁ ପ୍ରଶଂସା କରିଥିଲେ। କୂଟନୀତିଜ୍ଞଙ୍କ…
ରାହୁଲ ଜଣେ ତପସ୍ବୀ: ଜୈନ ମୁନି ରମଣିକ…
ନୂଆଦିଲ୍ଲୀ,୧୬।୭ : କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଜୈନ ମୁନି ରମଣିକ ମୁନି ମହାରାଜଙ୍କ ଏକ ଭିଡିଓର ଜବାବ ଦେଇଛନ୍ତି ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ୪୦୦୦ କିଲୋମିଟର ଲମ୍ବା ଭାରତ ଯୋଡୋ ଯାତ୍ରା ପାଇଁ ପ୍ରଶଂସା କରିଥିଲେ। ରମଣିକ ମୁନି…
ଶିଶୁକନ୍ୟାକୁ ଚାପିଦେଲା ପରିବା ବୋଝେଇ ପିକ୍ଅପ୍
ଅଡ଼ବା,୧୬ା୭(ଗିରିଧାରୀ ପରିଚ୍ଛା): ଶିଶୁକନ୍ୟା ଉପରେ ରବିବାର ଏକ ପରିବା ବୋଝେଇ ପିକଅପ୍ ମାଡ଼ିଯିବାରୁ ଚାପି ହୋଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବା ବୋଝେଇ…
ଆପଣଙ୍କ ଘରକୁ ଯିବାକୁ ଚାହୁଁଛି ହେଲେ ସମ୍ମୁଖରେ ପାଣି ଭର୍ତ୍ତି: ହିମନ୍ତଙ୍କର ମନେ ପଡ଼ିଲା କେଜରିଓ୍ବାଲଙ୍କ ନିମନ୍ତ୍ରଣ…
ନୂଆଦିଲ୍ଲୀ,୧୬।୭ : ସମ୍ପ୍ରତିି ଯମୁନା ନଦୀର ଜଳସ୍ତର କମିବାରେ ଲାଗିଛି। କିନ୍ତୁ ରାଜଧାନୀ ଦିଲ୍ଲୀ ପ୍ରବଳ ବନ୍ୟା ପରିସ୍ଥିତିର ମୁକାବିଲା କରୁଛି। ଏପରିସ୍ଥଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏକ ପୁରୁଣା ନିମନ୍ତ୍ରଣକୁ ମନେ…
ବଦଳି ଗଲେଣି ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ଡେବ୍ୟୁ କରିଥିବା ଆଲିଆ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ଖୁବ ଶୀଘ୍ର ତାଙ୍କୁ ରଣବୀର ସିଂଙ୍କ ସହ ‘ରକି ଔର ରାନୀ…
ଥରିଲା ଆମେରିକା, ଦିଆଯାଇଛି ସୁନାମି ଚେତାବନୀ
ଆଲାସ୍କା,୧୬।୭: ଆମେରିକାର ଆଲାସ୍କା ଉପକୂଳରେ ରବିବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ମପାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାକୁ ନେଇ ସୁନାମି ଚେତାବନୀ ଦିଆଯାଇଛି। ଭୂକମ୍ପ ଯୋଗୁଁ…
ରାଜନୀତି କରିବେ ଅଭିଷେକ!
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଧୁମ ୪, ହାଉସଫୁଲ ୫ ପରି ଅନେକ ଚଳଚ୍ଚିତ୍ର ହିଟ୍ ଫିଲ୍ମ କରିଛନ୍ତି। ଅଭିଷେକ ଅଭିନୟ ସହିତ ରାଜନୀତିରେ ନିଜର କ୍ୟାରିୟର କରିବାକୁ ଯୋଜନା କରିଛନ୍ତି। ଅଭିଷେକ…
Archives


