ଦ୍ରୁତଗତିରେ ଆସୁଥିଲା ବସ୍, ଚକାତଳେ ଫସିଗଲେ ସ୍କୁଟି ଚାଳକ
ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସ୍ଷ୍ଟାଣ୍ଡଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ବେଲଗୁଣ୍ଠା ରୋଡ୍ ଛକରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍କୁଟି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ଉକ୍ତ ଗୋଲେଇ ଛକଟି…
ଛାଡ଼ଖାଇରେ ବେପାର ମାନ୍ଦା, ଆନ୍ଧ୍ର ମାଛକୁ ନାପସନ୍ଦ କରୁଛନ୍ତି ଲୋକେ, ବ୍ୟବସାୟୀ ନିରାଶ
ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ସରିଲା କାର୍ତ୍ତିକ ବ୍ରତ। ଏହା ପରେ ଛାଡ଼ଖାଇ ପାଳନ କରାଯାଏ। ଯାହା ମାସ ତମାମ ଖାଇବା ଛାଡ଼ିଥିବ ତାକୁ ଛାଡ଼ଖାଇ ଦିନ ଖାଇବ ତେବେ ଏହି କ୍ରମରେ ଅଧିକାଂଶ ଶ୍ରଦ୍ଧାଳୁ ଆମିଷ ଏବଂ ପିଆଜ, ରସୁଣ ଛାଡ଼ିଥାନ୍ତି। ତେବେ…
ନିଶ୍ଚେତକ ଡାକ୍ତର ନାହାନ୍ତି, ଅସ୍ତ୍ରୋପଚାର ବନ୍ଦ
ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ନାହାନ୍ତି। ଫଳରେ ରୋଗୀ ସାଧାରଣ ଅସ୍ତ୍ରୋପଚାର ପାଇଁ ଘରୋଇ ନର୍ସିଂହୋମକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଡାକ୍ତରଖାନାରେ ରୋଗୀ ଚିକିତ୍ସା କେବଳ ବର୍ହିଃ ବିଭାଗ(ଓପିଡି) ସେବାରେ ସୀମିତ ରହିଛି। ସାଧାରଣରେ…
ଧାନ ଅମଳ ଆରମ୍ଭରୁ ଅଡୁଆ
ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍ ଧାନ ଅମଳ କାର୍ଯ୍ୟ ଜୋର୍ ଧରିଲାଣି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ଧାନ ଅମଳ କରୁଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲାରେ ମଣ୍ଡି ଖୋଲିବା ତ ଦୂରର କଥା ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲପିସି)…
ବିଦ୍ୟୁତ୍ ଫାଶ ଲଗାଇ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ୟମ, ଶିକାରୀଙ୍କୁ ଗିରଫ କଲା ବନ ବିଭାଗ
ଦେଗଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ଜିଆଇ ତାର ଯୋଗେ ବିଦ୍ୟୁତ ଫାଶ ଲଗାଇ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ୟମ ବେଳେ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି। ଦେବଗଡ଼ ବନଖଣ୍ଡ ଅଧିକାରିଣୀ ରଶ୍ମି ଜୀଙ୍କ ନିର୍ଦ୍ଦେଶ କ୍ରମେ ବାରକୋଟ…
ଏଇ ଭାରତରେ
ରଶ୍ମି ଦୁର୍ବେଙ୍କ ପ୍ରାରମ୍ଭିକ ବିବାହିତ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ତାହାକୁ ମୁକାବିଲା କରି ଏହି ମହିଳାଜଣକ ଏବେ କୃଷିରେ ସଫଳତା ପାଇବା ସହ ୨୦୦୦ କୃଷକଙ୍କୁ ମାର୍ଗଦର୍ଶନ କରୁଛନ୍ତି। ମଧ୍ୟପ୍ରଦେଶର ସେନଗୁଡା ଗାଁରେ ରହୁଛନ୍ତି ରଶ୍ମି। ୧୮ ବର୍ଷ ବୟସରେ…
ଦେବତ୍ୱର ସନ୍ଧାନ
ପୃଥିବୀରେ ଯେତେ ପ୍ରାଣୀ ଅଛନ୍ତି ସବୁଠାରୁ ଅସହାୟ, ଅସନ୍ତୁଷ୍ଟ ଓ ବିଷାଦଗ୍ରସ୍ତ ପ୍ରାଣୀ ହେଉଛି ମଣିଷ, ଯିଏ ନିଜେ ପାଇଥିବା ସମସ୍ତ ଐଶ୍ୱର୍ଯ୍ୟରେ ଖୁସି ନ ହୋଇ ଆହୁରି କିଛି ପାଇବା ପାଇଁ ଲାଳାୟିତ ହୁଏ। ସେହି ମଣିଷ ନିଜର ଆରାମପ୍ରଦ…
‘ବନ୍ଦେ ମାତରମ୍’: ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରଥମ ଉଦ୍ଘୋଷଣା
ଆମ ଦେଶର ଇତିହାସରେ ବେଳେବେଳେ ଏଭଳି କିଛି ବିଶେଷ ଅବସର ଆସିଛି, ଯେତେବେଳେ ଗୀତ ଏବଂ କଳାତ୍ମକ କାର୍ଯ୍ୟ ଭିନ୍ନ ଭିନ୍ନ ରୂପେ ଲୋକମାନଙ୍କ ଭାବନାକୁ ପ୍ରଭାବିତ କରି ଆନ୍ଦୋଳନର ସ୍ବରୂପ ପ୍ରଦାନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତାହା…
ଟ୍ରମ୍ପ୍ଙ୍କ ଶାସନ
ଜନ୍ମଗତ ଅଧିକାର ଓ ଆଶୀର୍ବାଦକୁ ନେଇ ରାଜାମାନେ ଶାସନ କରିଥାଆନ୍ତି। ସେମାନେ ମଧ୍ୟ ଭୟ ପ୍ରଦର୍ଶନ କରି ଶାସନ କରନ୍ତି। ଚଳିତ ମାସରେ ଅନେକ ଲକ୍ଷ ଆନ୍ଦୋଳନକାରୀ ଯେତେବେଳେ ରାଜରାସ୍ତାକୁ ଆସି ‘ନୋ କିଙ୍ଗ୍ସ ବା କେହି ରାଜା ନୁହନ୍ତି’ ବୋଲି…
ଘାଟିରେ ଓଲଟିଲା ବସ୍: ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ
ଭଞ୍ଜନଗର/ ଜି.ଉଦୟଗିରି,୭ା୧୧(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଶୁକ୍ରବାର ଭୋର୍ ସମୟରେ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ବୁଲାଣିରେ ଏକ ବସ୍ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଭଞ୍ଜନଗର ଏବଂ ଜି. ଉଦୟଗିରି…
ବିଶ୍ୱର ସବୁଠୁ ସଂକୀର୍ଣ୍ଣ ନଦୀ, ଗୋଟିଏ ଡିଆଁରେ ହୋଇଯିବେ ପାର୍
ପୃଥିବୀରେ ନଦୀଗୁଡ଼ିକ ସର୍ବଦା ସଭ୍ୟତାର ପ୍ରତୀକ ହୋଇଆସିଛି। କିଛି ସ୍ଥାନରେ ଏହି ନଦୀଗୁଡ଼ିକ ଜୀବନର ମୂଳଦୁଆ ହୋଇଆସିଛନ୍ତି ଏବଂ ଅନ୍ୟ ସ୍ଥାନରେ ବିନାଶର କାରଣ। ଏଗୁଡ଼ିକ ମଧ୍ୟରୁ ଗୋଟିଏ ନଦୀ ଏହାର ପ୍ରସ୍ଥ ଯୋଗୁ ବିଶ୍ୱରେ ଏକ ଅନନ୍ୟ ପରିଚୟ ରଖିଛି।…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଗିରଫଦାରୀର କାରଣ ଲିଖିତ ଭାବେ ନ ଦେଲେ ବ୍ୟକ୍ତି ହେବେ ମୁକ୍ତ
ନୂଆଦିଲ୍ଲୀ,୬।୧୧: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଗିରଫଦାରୀର ଲିଖିତ କାରଣ ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ। ତଥାପି, ଏହା ଯଥାଶୀଘ୍ର କରାଯିବା ଉଚିତ। ଯଦି ପୋଲିସ ଏପରି କରିବାରେ ବିଫଳ ହୁଏ, ତେବେ…
Archives


