Home

୩ ବାଇକ୍‌ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ଥାନା ଅନ୍ତର୍ଗତ ଖାରିନାଳ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଜୁଡ଼ାବାଲିରୁ କୋଟଗଡ଼ ଆଡ଼କୁ ମନ୍ଦିର ଯିବା ରାସ୍ତାରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ପଡ଼ିରହିଛି ନଡ଼ିଆ, ପୂଜା…

ସାନଭାଇ ତୀରମାଡ଼ରେ ବଡ଼ଭାଇଙ୍କ ଜୀବନ ଗଲା

କାଳିଆପାଣି,୨୯ା୭(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦେଓଗଁା ଅଶୋକଝର ଗାଁରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ମଦ ନିଶାରେ ଗାଁର ଦୁଲଭ ପଧାନ ବଡ଼ ଭାଇ ଗୁଲୁ ପଧାନ(୨୯)ଙ୍କୁ ତୀର ମାଡ଼ କରି ହତ୍ୟା କରିଛନ୍ତି।…

ୟୁସିସିରେ ଦିବ୍ୟାଙ୍ଗଙ୍କ ସୁରକ୍ଷା କରୁଥିବା ଆଇନ ସାମିଲ କରିବାକୁ ପ୍ରସ୍ତାବ…

ନୂଆଦିଲ୍ଲୀ,୨୯।୭ : ଦେଶରେ ୟୁସିସି ବିଷୟରେ ଆଲୋଚନା ହେଉଛି। କେତେକ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଏବଂ କେତେକ ଏହାକୁ ସମର୍ଥନ କରୁଛନ୍ତି। ଏଥି ସହିତ ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତାମାନେ ଆଇନ ଆୟୋଗକୁ ଅନୁରୋଧ କରିଛନ୍ତି ଦିବ୍ୟାଙ୍ଗଙ୍କ…

ଏନ୍‌ଏଚ୍‌ ୪୯ରେ ଟ୍ରକ୍‌ର ଲମ୍ବା ଧାଡ଼ି, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଞ୍ଜାର-ଡଙ୍ଗାପାଣି ରାସ୍ତା ଏନ୍‌ଏଚ୍‌ ୪୯ରେ ଶନିବାର ଶହ ଶହ ଟ୍ରକ ଛିଡା ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ବ୍ୟାହତ ହୋଇଛି। ଭୁଲ ରାସ୍ତାରେ ଗାଡ଼ି ଚଳାଚଳ, ରାସ୍ତାକଡ଼ରେ ପାର୍କିଂ ଆଦି କାରଣରୁ ରାସ୍ତାରେ…

କାର୍‌-ବାଇକ୍‌ ମୁହାଁମୁହିଁ: ୨ ମୃତ, ଦୁଇ ଗୁରୁତର

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ତଗାକିଆ ନିକଟରେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର…

ଛତୁ ଖାଇ ୭ ଅସୁସ୍ଥ

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ୭ନଂ ଓ୍ବାର୍ଡ ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲୀ ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ମଳିକ ନାୟକ,…

୪୬୦୦୦ ବର୍ଷ ପୂର୍ବର ଏକ ପୋକକୁ ପୁନର୍ଜୀବିତ କଲେ ବୈଜ୍ଞାନିକ

ବର୍ଲିନ,୨୯ା୭: ବୈଜ୍ଞାନିକମାନେ ୪୬,୦୦୦ ବର୍ଷ ପୂର୍ବେ ନଷ୍ଟ ହୋଇଥିବା ଏକ ପୋକକୁ ପୁନର୍ଜୀବିତ କରିଛନ୍ତି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମଲିକୁଲାର୍‌ ସେଲ ବାୟୋଲୋଜି ଏବଂ ଜେନେଟିକ୍ସର ପ୍ରଫେସର ଏମିରିଟସ୍‌ ଟେମୁରାସ କୁର୍ଜଚାଲିଆଙ୍କ ଅନୁଯାୟୀ, ସେମାନେ ୪୬୦୦୦ବର୍ଷ ପୂର୍ବେ ଫ୍ରିଜ୍‌ ହୋଇଥିବା…

କିମଙ୍କଠାରୁ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି ପୁଟିନ୍‌: ଆମେରିକା…

ଓ୍ବାଶିଂଟନ,୨୯।୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ କିମ୍‌ ଜୋଙ୍ଗ ଉନଙ୍କଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି। ଏସମ୍ପର୍କରେ ଆମେରିକା ସୂଚନା ପ୍ରଦାନ କରିଛି। ୟୁକ୍ରେନ୍‌ ଯୁଦ୍ଧରେ ନିଜର ଅସ୍ତ୍ରଶସ୍ତ୍ର ଶେଷ ହୋଇଥିବାରୀୁ ପୁଟିନ ଏଭଳି କରୁଥିବା ଆମେରିକା…

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ମ୍ୟାନେଜର ଗିରଫ

ଭୁବନେଶ୍ୱର,୨୯ା୭(ସୂର୍ଯ୍ୟକାନ୍ତ ବେହେରା): ଅଟୋମୋବାଇଲ ଡିଲରଙ୍କର ନାମରେ ବିଭିନ୍ନ ବ୍ୟାଙ୍କରେ ତାଙ୍କ ଅଜାଣତରେ ଆକାଉଣ୍ଟ ଖୋଲି ଋଣ ଦେବା ନାଁରେ ବ୍ୟାଙ୍କରୁ ୧.୦୯ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କରିଛି ।…

ବଙ୍ଗୋପସାଗରରୁ ୩ ଡଙ୍ଗାକୁ ଉଦ୍ଧାର କଲା ନୌସେନା, ୩୬ ଧୀବର ସୁରକ୍ଷିତ…

ଚେନ୍ନାଇ,୨୯।୭ : ଭାରତୀୟ ନୌସେନା ଜାହାଜ ଖଞ୍ଜର ବଙ୍ଗୋପସାଗରରୁ ତିନୋଟି ଡଙ୍ଗାକୁ ସଫଳତାର ସହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ତାମିଲନାଡୁ ଉପକୂଳରୁ ୧୩୦ନ୍ୟୁଟିକାଲ ମାଇଲ ଦୂରରେ ଖରାପ ପାଗ ଯୋଗୁ ତିନୋଟି ମାଛଧରା ଡଙ୍ଗା ଅଟକି ରହିଥିଲ। ଏହି ଡଙ୍ଗାରେ…

‘କାର୍ଟୁନ ପରି ଦେଖାଯାଉଥିବା ମଣିଷ କେବେ ହିରୋ ନୁହନ୍ତି’

ମୁମ୍ବାଇ: କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ୍‌ କହାନୀ’ ରିଲିଜ ହେବା ପୂର୍ବରୁ ଧମାକାଦାର ଭଙ୍ଗୀରେ ପ୍ରମୋଶନ କରାଯାଇଥିଲା। ଏହି ଫିଲ୍ମକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ଏଥିରେ ରଣବୀର-ଆଲିଆଙ୍କ କେମିଷ୍ଟ୍ରିକୁ ଦର୍ଶକେ ବେଶ୍‌ ପ୍ରଶଂସା…

ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ନ୍ୟାୟ ପ୍ରଦାନ ଦାବିରେ ଥାନାର ଦ୍ୱାରସ୍ଥ ବାପଘର ଲୋକେ

କୋକସରା,୨୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମରେ ଗତ ରବିବାର ଜୟନ୍ତ ନାଗଙ୍କ ସ୍ତ୍ରୀ ଉର୍ମିଳାଙ୍କୁ ସ୍ବାମୀ ଜୟନ୍ତ, ଶାଶୁ ଓ ବଡ଼ ଯା’ ମିଶି ପେଟ୍ରୋଲ ଢାଳି ପୋଡ଼ି ମାରିବା ଘଟଣାରେ ମୃତ ଉର୍ମିଳାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri