ଏବେ କ୍ୟାନସର ଭଲ କରିବ ଏହି ଔଷଧ
ନୂଆଦିଲ୍ଲୀ,୪।୮: ଏବେ କ୍ୟାନସର ଭଲ କରିବ ଏହି ଔଷଧ। ଏକ ନଅ ବର୍ଷର ଝିଅର ନାମରେ ପ୍ରସ୍ତୁତ ଏହି ଔଷଧରେ ଦୂରାରୋଗ ବ୍ୟାଧି କ୍ୟାନସରକୁ ଭଲ କରିହେବ। ଔଷଧର ନାମ ହେଉଛି ଏଓଏଚ୧୯୯୬। ଆମେରକିାରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି।…
ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ରାହୁଲ
ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇ ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡ ବିଧାନ ଉପରେ ରୋକ ଲଗାଇ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସର୍ବୋଚ୍ଚ ଦଣ୍ଡ ପ୍ରଦାନ ପାଇଁ ନିମ୍ନ କୋର୍ଟଙ୍କ ବିଚାରପତି…
ଓ୍ବାଶରୁମ୍ ଭିଡିଓ ମାମଲା: କୋର୍ଟରେ ବୟାନ ଦେଲେ ପୀଡିତା
ବେଙ୍ଗାଲୁର,୪।୮: ବିବାଦୀୟ ଉଦୁପି କଲେଜ ୱାଶରୁମ ଭିଡିଓ ମାମଲାର ପୀଡିତା କର୍ନାଟକର ଉଦୁପି ଜିଲା କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ହାଜର ହୋଇ ସେ ନିଜର ବୟାନି ରେକର୍ଡ କରିଛି। ସୂଚନାଯୋଗ୍ୟ, ଜୁଲାଇ ୧୮ରେ ଏହି ଘଟଣା ଘଟିଥିଲା, ଯେତେବେଳେ ତିନିଜଣ…
କେବଳ ଦେଶ ଗଣତାନ୍ତ୍ରିକ ନୁହେଁ, ଅନୁଷ୍ଠାନଗୁଡିକ ମଧ୍ୟ ସ୍ବାଧୀନ ଭାବେ କାମ କରନ୍ତି: ବିକ୍ରମ ଡୋରେସ୍ବାମୀ
ଲଣ୍ଡନ/ଭାରତ,୪।୮: ଭାରତ ହେଉଛି ବିଶ୍ୱର ଅନ୍ୟତମ ସମନ୍ବିତ ତଥା ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଅନୁଷ୍ଠାନମାନେ ସ୍ବାଧୀନ ହୋଇ କାମ କରନ୍ତି। ଲଣ୍ଡନରେ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତୀୟ ଉଚ୍ଚ ଆୟୁକ୍ତ ବିକ୍ରମ ଡୋରେସ୍ବାମୀ ଏପରି କହିଛନ୍ତି। ଭାରତ ସ୍ବାଧୀନତାର ୭୬…
୨୦୨୪ ଲୋକ ସଭା ନିର୍ବାଚନ ଲଢିପାରିବେ ରାହୁଲ ଗାନ୍ଧୀ, ଫେରିବ ଲୋକ ସଭା ସଦସ୍ୟତା
ନୂଆଦିଲ୍ଲୀ,୪।୮: ମୋଦି ଉପନାମ ବା ସରନେମ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ଅଦାଲତ ଶୁଣାଣି ସମୟରେ କହିଛନ୍ତି ଯେ ତାଙ୍କ ଦୁଇ ବର୍ଷର…
ପାଇପଲାଇନ୍ କାମକୁ ଶୀଘ୍ର ଶେଷ କରିବାକୁ ପାକିସ୍ତାନକୁ ଅନୁରୋଧ କଲା ଇରାନ, ଓ୍ବାଶିଂଟନ୍ର ବିରୋଧ
ଇସଲାମବାଦ,୪।୮: ପାକିସ୍ତାନ ନିଜ ଅଂଶର ଗ୍ୟାସ ପାଇପ୍ ଲାଇନ୍ କାମ ଶୀଘ୍ର ଶେଷ କରୁ ବୋଲି ନିଜ ମତ ପ୍ରକାଶ କରିଛି ଇରାନ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ମଲ୍ଟି ବିଲିୟନ ଡଲାର ପ୍ରକଳ୍ପ ୨୦୧୪…
ହାର୍ଟ ଇମୋଜି ମନା, ବ୍ୟବହାର କଲେ ହେବ ୨-୫ ବର୍ଷ ଜେଲ ଦଣ୍ଡ!
ରିୟାଦ,୪।୮: ଆଜିକାଲି ସୋସିଆଲ ମିଡିଆରେ ଲୋକେ ନିଜ ସାଙ୍ଗସାଥି ଓ ସମ୍ପର୍କିୟଙ୍କ ସହ କଥା ହେବା ସମୟରେ ଅଧିକାଂଶ ସମୟରେ ନିଜର ଭାବନା ବ୍ୟକ୍ତ କରିବାକୁ ଇମୋଜି ବ୍ୟବହାର କରି ଥାଆନ୍ତି। ଚାଟିଂ ସମୟରେ, ଇମୋଜି ମାଧ୍ୟମରେ ନିଜକୁ ପ୍ରକାଶ କରିବା…
ଘରକୁ ଫେରିଲେ ଜଳୁଥିବା ଜାହାଜରୁ ଉଦ୍ଧାର ହୋଇଥିବା ଭାରତୀୟ ଚାଳକ ଦଳର ୨୦ ଆହତ ସଦସ୍ୟ, ଫେରୁଛି ନାବିକଙ୍କ ମୃତ ଦେହ
ଲଣ୍ଡନ,୪।୮: ନେଦରଲ୍ୟାଣ୍ଡ ଉପକୂଳରୁ ପ୍ରାୟ ୩,୮୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ବ୍ୟାପକ ଅଗ୍ନିକାଣ୍ଡ ପରେ ଉଦ୍ଧାର ହୋଇଥିବା ୨୦ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଘରକୁ ଫେରିଥିବାବେଳେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ନାବିକଙ୍କ…
କୃଷ୍ଣ ସାଗରରେ ଶସ୍ୟ ରପ୍ତାନୀ ଜାରି ରଖିବାକୁ ଜାତିସଂଘର ଉଦ୍ୟମ, ଭାରତ କଲା ସମର୍ଥନ
ଜାତିସଂଘ,୪।୮: ଋଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିରୁ ଓହରିବା ପରେ ଭାରତ ସରକାର ଏକ ଘୋଷଣାନାମା ଜାରି କରି ଭାରତରୁ ଅଣ-ବାସୁମତୀ ଧଳା ଚାଉଳ ରପ୍ତାନୀରେ ନିଷେଧାଦେଶ ଜାରି କରିଛନ୍ତି। ଯାହାକୁ ନେଇ ଆର୍ନ୍ତଜାତୀୟ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ…
କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରହିତା ଦେଶ, ଆଣ୍ଡାମାନ ଏଲଜିଙ୍କ ଉପରେ ଲାଗିଥିଲା ୫ଲକ୍ଷର ଜରିମାନା
ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ସେହି ଆଦେଶ ଉପରେ ମଧ୍ୟବର୍ତ୍ତିକାଳୀନ ରହିତା ଦେଶ ଲଗାଇଛନ୍ତି, ଯେଉଁଥିରେ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜର ଏଲଜିଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା। ଶୁକ୍ରବାର ସୁପ୍ରିମକୋର୍ଟ ଅଗଷ୍ଟ ୧୧କୁ ମାମଲାର ଶୁଣାଣି ତାରିଖ…
ସାହାରା ଗ୍ରୁପ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଖାତାକୁ ଆସିଲା ଟଙ୍କା
ନୂଆଦିଲ୍ଲୀ,୪ା୮: ସାହାରା ଗ୍ରୁପ୍ର ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର ଆସିଛି। ଦ୍ୱନ୍ଦ୍ୱ ଆଉ ଚିନ୍ତାରେ ପଡ଼ିଥିବା ଆକାଉଣ୍ଟଧାରୀମାନେ ସେମାନଙ୍କ ଟଙ୍କା ଆଜିଠାରୁ ଫେରି ପାଇବା ଆରମ୍ଭ କରିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସେହି ନିବେଶକମାନଙ୍କୁ ଏକ ବଡ଼…
ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ,୪।୮: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଏହାର ରାୟ ଦେବାବେଳେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ପ୍ରଦାନ କରି ବିଚାରପତି କହିଛନ୍ତି, ସେସନ୍ସ କୋର୍ଟରେ…
Archives


